Latest Odisha News

BREAKING NEWS

Browsing Category

ଫିଚର

‘ଅସାନି’ ଦୁର୍ବଳ ହେଉ ହେଉ ଦାନା ବାନ୍ଧିଲାଣି ବାତ୍ୟା ‘କରିମ୍’

ଭୁବନେଶ୍ୱର: ବାତ୍ୟା ଅସାନିର ବିପଦ ଟଳିବା କ୍ଷଣି ଆଉ ଏକ ବାତ୍ୟା ସୃଷ୍ଟି ହୋଇ ସାରିଥିବା ଜଣାପଡ଼ିଛି । ଯଦିଓ ଭାରତୀୟ ପାଣିପାଗ କେନ୍ଦ୍ର କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏ ନେଇ କୌଣସି ସୂଚନା ଦେଇନାହାନ୍ତି ହେଲେ 'ଦ ଓ୍ୱେଦର' ନାମକ ଚ୍ୟାନେଲ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ…

ଅସୁସ୍ଥ ହୋଇଗଲେ ପାଇଲଟ୍, ଯାତ୍ରୀ ଉଡ଼ାଇଲେ ଫ୍ଲାଇଟ୍

ଭୁବନେଶ୍ୱର: ବଲିଉଡ୍ ଧମାଲ୍ ଫିଲ୍ମର ଏକ ଅଂଶ ମଙ୍ଗଳବାର ସତ ହୋଇଛି । ଖୁବ୍ ପସନ୍ଦ ହୋଇଥିବା କମେଡି ଫିଲ୍ମ ଧମାଲ ରେ ବମନ ଆଉ ତା ବାପା ଫ୍ଲାଇଟ୍ ଉଡ଼ାଇବା ଘଟଣା ଫ୍ଲୋରିଡ଼ାରେ ସତ ହୋଇଛି । ମଙ୍ଗଳବାର ଏକ ପ୍ରାଇଭେଟ୍ ଫ୍ଲାଇଟ୍ ରେ ପାଇଲଟ୍ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତା ପରେ ଆଦୌ…

ରାତି ଅଧରେ ଛିନତାଇ କଥା ନକହିବାକୁ ତାଗିଦ କଲେ ପୋଲିସ !

ଭୁବନେଶ୍ୱର: ରାଜ୍ୟର ରାଜଧାନୀକୁ ରାଜ୍ୟବାସୀ ଙ୍କ ଭରଷା। ଉତ୍ତମ ଶିକ୍ଷା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଧାଁଇ ଆସନ୍ତି ଲୋକେ ଭୁବନେଶ୍ୱର। ଆଉ ଏହି କ୍ରମରେ ନବରଙ୍ଗପୁର ଏକ ପରିବାର ଚିକିତ୍ସା ପାଇ ଆସିଥିଲେ ଭୁବନେଶ୍ୱର। ରହୁଥିଲେ ନୟାପଲ୍ଲୀ ବିଜୁ ପଟ୍ଟନାୟକ ଛକ ଆଇଡିବିଆଇ ବ୍ୟାଙ୍କ ପାଖରେ ଥିବା ଏକ…

ପୁରୀ ପରିକ୍ରମା ପ୍ରକଳ୍ପ: ଏସଡିଜିଏମ୍ କୋର୍ଟ ଦେଲେ ଝଟକା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୈତିକ ବୟାନବାଜି ଏବଂ ହୋ ହାଲ୍ଲା ଭିତରେ ପ୍ରଶାସନକୁ ଗୋଟିଏ ବଡ଼ ଝଟକା ଦେଇଛନ୍ତି ଏସ଼ଡିଡିଏମ୍ କୋର୍ଟ । ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବା ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ…

ଆଇପିଏସ ଅଫିସରଙ୍କ ଇସ୍ତଫା, ସହିପାରିଲେନି ନିର୍ଯାତନା

ଭୁବନେଶ୍ୱର: କର୍ଣ୍ଣାଟକରେ ମଙ୍ଗଳବାର ଜଣେ ଆଇପିଏସ ଅଫିସର୍ ନିର୍ଯାତନା କାରଣ ଦର୍ଶାଇ ଚାକିରୀରୁ ଇସ୍ତଫା ଦେଇଛନ୍ତି । ସେ ଠିକ୍ କାମ କରିଛନ୍ତି, କିନ୍ତୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦଳି କରାଗଲା । ଯାହାକୁ ସେ ଆଦୌ ଗ୍ରହଣ କରିପାରୁନାହାନ୍ତି ବୋଲି ଆଇପିଏସ ପି. ରବୀନ୍ଦ୍ରନାଥ…

ତାଜମହଲ ଆମ ଜମିରେ ହୋଇଛି :ଜୟପୁର ରାଜକୁମାରୀ

ଜୟପୁର: ତାଜମହଲକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବୁଧବାର ଜୟପୁର ରାଜପରିବାରର ରାଜକୁମାରୀ ତଥା ବିଜେପି ସାଂସଦ ଦୀୟା କୁମାରୀ କହିଛନ୍ତି, ତାଜମହଲ ଆମ ଜାଗରେ ହୋଇଛି । ଏହାର ପ୍ରମାଣ ଆମ ନିକଟରେ ରହିଛି । ତାଜ ମହଲରେ ବନ୍ଦ ରହିଥିବା ୨୨ ରୁମରେ ହିନ୍ଦୁ ଦେବଦେବୀଙ୍କ ମୂର୍ତି ରହିଛି । ଏଏସଆଇ…

‘ଲକ୍ଷ୍ମଣରେଖା ରହିବା ଉଚିତ, କୋର୍ଟ ସରକାରଙ୍କୁ ସମ୍ମାନ ଦିଅନ୍ତୁ’

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି । ଏହାପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଦେଶରେ 'ଲକ୍ଷ୍ମଣ ରେଖା' ରହିବା ଉଚିତ୍। କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ସମେତ କେହି ନିଜ ନିଜର "ସୀମା" ଅତିକ୍ରମ କରିବା ଉଚିତ…

ଦେଶଦ୍ରୋହ ଆଇନ୍ ବ୍ୟବହାର ଉପରେ ‘ସୁପ୍ରିମ’ ବ୍ରେକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦେଶଦ୍ରୋହ ଆଇନ ତଥା ଦଫା ୧୨୪ଏ ନୂଆ କରି କାହା ଉପରେ ବ୍ୟବହାର କରନାହିଁ । ଯେପର୍ୟ୍ୟନ୍ତ ପରବର୍ତ୍ତୀ ଶୁଣାଣି ନହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି ରମନ୍ନାଙ୍କ ଖଣ୍ଡପୀଠ ଶୁଣାଣି କରି ଏପରି କହିଛନ୍ତି। ଏଥିସହ ଯେଉଁମାନେ ଏହି…

ଗିରଫ ହେଲେ ଝାରଖଣ୍ଡ ଖଣି ସଚିବ, ଇଡି ସ୍କାନରରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳା ଧନ ହେରଫେର ମାମଲା ଓ ଦୁର୍ନୀତି ଅଭିଯୋଗରେ ଝାରଖଣ୍ଡ ସରକାରଙ୍କ ଖଣି ସଚିବ ଗିରଫ ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଆଇଏସ ଅଫିସର ପୂଜା ସିଂହଲଙ୍କୁ ଗିରଫ କରିଛି । ଦ୍ୱିତୀୟ ବାର ପଚରାଉଚୁରା ବେଳେ ୯ ଘଣ୍ଟାର ଜେରା ପରେ ପୂଜାଙ୍କୁ ଗିରଫ କରିଛି ଇଡି…

ପୁରୀ ଗସ୍ତ ବେଳେ ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ

ପୁରୀ: ପୁରୀ ଗସ୍ତରେ ଆସି ବିଚ ରାସ୍ତାରେ ହଟହଟା ହୋଇଛନ୍ତି ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ ରାସ୍ତା ମଝିରେ ଛାତ୍ର କଂଗ୍ରେସ ଘେରିଥିଲା । ଦଳୀୟ ପତାକା ଦେଖାଇବା ସହିତ କଳା ପତାକା…