Latest Odisha News

BREAKING NEWS

Browsing Category

ଫିଚର

କଙ୍ଗନାଙ୍କ ପାଇଁ ଜୀବନସାଥୀ ଖୋଜିବେ ଅର୍ଜୁନ !

ମୁମ୍ବାଇ: ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ପାଇଁ ବର ଖୋଜିବେ ଅର୍ଜୁନ ରାମପାଲ । ସେ ଜଣେ ଚମତ୍କାର ଅଭିନେତ୍ରୀ ଏବଂ ଭଲ ବୋହୂ ହେବା ପାଇଁ ସମସ୍ତ ଗୁଣ ରଖିଛନ୍ତି ବୋଲି ଅର୍ଜୁନ କହିଛନ୍ତି । ଧାକଡ ଫିଲ୍ମରେ ଅର୍ଜୁନ ଏବଂ କଙ୍ଗନା ଏକତ୍ର ଅଭିନୟ କରୁଛନ୍ତି । ଏହି ଫିଲ୍ମ…

ନ୍ୟାଶନାଲ ଟେକ୍ନୋଲୋଜି ଡେ: ଜାପାନ ଶୀର୍ଷରେ, ଭାରତ ୧୭ତମ ସ୍ଥାନରେ

ନୂଆଦିଲ୍ଲୀ: ଆଜି ନ୍ୟାଶନାଲ ଟେକ୍ନାଲୋଜି ଡେ । ବୈଷୟିକ ଜ୍ଞାନକୌଶଳରେ ଆଗକୁ ବଢ଼ିବା ପାଇଁ ସମସ୍ତ ଦେଶ ଚାହାନ୍ତି । ତେବେ ଆନ୍ତର୍ଜାତୀୟ ବଜାର ଉପରେ ଦୃଷ୍ଟି ପକାଇଲେ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ଜାପାନ ଏବଂ ଏହା ପଛକୁ ଆମେରିକା ରହିଛି । ଭାରତ ୧୭ତମ ସ୍ଥାନରେ ରହିଛି । ୧୯୯୮ରେ ମେ…

ଇସ୍ରାଏଲ ସେନା ଗୁଳି ମାଡରେ ମୃତ୍ୟୁବରଣ କଲେ ଅଲ ଜଜୀରା ସାମ୍ବାଦିକ

ନୂଆଦିଲ୍ଲୀ: ଜେନିନରେ ଇସ୍ରାଏଲ ସେନା ଗୁଳିମାଡରେ ଅଲ ଜଜୀରାର ସାମ୍ବାଦିକ ଶିରୀନ ଅବୁଙ୍କ ପରଲୋକ ହୋଇଛି । ଇସ୍ରାଏଲ ସେନା ଜାଣିଶୁଣି ତାଙ୍କୁ ମାରିଛି ବୋଲି ଅଲ ଜଜୀରା ଅଭିଯୋଗ ଆଣିଛି । ତେବେ ଏହାକୁ ଇସ୍ରାଏଲ ପକ୍ଷରୁ ଖଣ୍ଡନ କରାଯାଇଛି । ସେନା ଜେନିନରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ରେଡ…

ଅଭିଷେକ, ମାଧୁରୀ ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ-ଦ -ଇୟର ପୁରସ୍କାର

ଭୁବନେଶ୍ୱର: ୨୦୨୧-୨୨ ସିଜିନ୍‍ ପାଇଁ  ଅଭିଷେକ ରାଉତ ଏବଂ ମାଧୁରୀ ମେହେଟ୍ଟା ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ୍‍ ଦ ଇୟର ପୁରସ୍କାର ।  ଅଭିଷେକ ୨୯ତମ ପୁରୁଷ କ୍ରିକେଟର ଏବଂ ମାଧୁରୀ ୮ମ ମହିଳା କ୍ରିକେଟ ଅଫ୍‍-ଦ-ଇୟର ପୁରସ୍କାର ହାସଲ କରିବେ । ରଣଜୀ ଟ୍ରଫି ସହ ଅନ୍ୟ…

ପୁଅ-ବୋହୂଙ୍କ ବିରୋଧରେ ମାମଲା: ପିଲାଟେ କର ନହେଲେ ୫ କୋଟି ଦିଅ

ଭୁବନେଶ୍ୱର: ଟଙ୍କା ଖର୍ଚ୍ଚ କରି ପୁଅକୁ ବିଦେଶରେ ପଢ଼େଇଥିଲେ ବାପା-ମା’ । ଆଶା କରିଥିଲେ ପୁଅ ଭଲ ଚାକିରି କଲେ, ଋଣ ଶୁଝିବ ଆଉ ତାଙ୍କ ଦୁଃଖ ବୁଝିବ । କିନ୍ତୁ ଏହି ଆଶା ସଂପୂର୍ଣ୍ଣ ପୂରଣ ନହେବାରୁ ପୁଅ-ବୋହୂ ଙ୍କ ବିରୋଧରେ କୋର୍ଟରେ ମାମଲା ଦାଖଲ କରିଛନ୍ତି ବାପା-ମା’ । ଉତ୍ତରାଖଣ୍ଡର…

ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରୁ ବ୍ୟାନ୍ ହଟିବ, ଏଲନ୍ ମସ୍କଙ୍କ ବଡ଼ ନିଷ୍ପତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଉପରୁ ବ୍ୟାନ୍ ହଟାଇବ ଟ୍ୱିଟର । ତାଙ୍କ ଆକାଉଣ୍ଟ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇବ । ଏନେଇ ନିଷ୍ପତ୍ତି ନେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ସେ କହିଛନ୍ତି, ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ୍…

ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ବିଏମସି ମେୟର

ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗତକାଲି ଭୁବନେଶ୍ୱରରେ ବର୍ଷା ହୋଇଥିଲା । ରାତିରୁ ସକାଳ ଯାଏ ବି ବର୍ଷା ହୋଇଛି । ଏହାପରେ ସକାଳୁ ସକାଳୁ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଭୁବନେଶ୍ୱରେର ପାଣି ଜମୁଥିବା ତଳିଆ…

ବିଲ୍ ଗେଟ୍ସଙ୍କୁ କରୋନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କୁ କରୋନା । ସେ କରୋନା ସଂକ୍ରମିତ ହୋଇଥିବା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, କୋଭିଟ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ତାଙ୍କ ପାଖରେ କରୋନାର…

ବାତ୍ୟା ଅସାନି ପାଇଁ ଆଜି ମାଲକାନଗିରିରେ ସବୁ ସ୍କୁଲ ଛୁଟି

ମାଲକାନଗିରି: ବାତ୍ୟା ଅସାନି ଓଡ଼ିଶା ଆସିବ ନାହିଁ । ଆନ୍ଧ୍ର ଛୁଇଁ ପୁଣି ଥରେ ସମୁଦ୍ର ଭିତରକୁ ଚାଲିଯିବ । ଏହାର ପ୍ରଭାବ କିନ୍ତୁ ଓଡ଼ିଶାରେ ଦେଖିବାକୁ ମିଳିପାରେ । ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆଜି ସମସ୍ତ…

ଅସାନି ପ୍ରଭାବରେ ଓଡ଼ିଶାରେ ବର୍ଷା, ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଆଜି ଉପକୂଳ ଓଡ଼ିଶା କିଛି ଜିଲ୍ଲାରେ ବର୍ଷା ହେଉଛି । ଆଜି ପାଇଁ ୮ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା ହେଲା କୋରାପୁଟ, ରାୟଗଡ଼ା,…