Latest Odisha News

BREAKING NEWS

Browsing Category

ଫିଚର

BSKY ସ୍ମାର୍ଟ ହେଲଥ କାର୍ଡ ପାଇବ ବରଗଡ଼, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ପାଇବେ ବରଗଡ଼ ବାସିନ୍ଦା । ଆଜି ବିଜେପୁରରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେପୁର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି ।…

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷୁଛି, ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଲୋ ପ୍ରେସର ଏରିଆ ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଅଞ୍ଚଳରେ ରହିଛି । ଏହି ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ୍‌ଲାଇନ୍‌ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରୁ ଉତ୍ତର ଉପକୂଳ ଓଡ଼ିଶା ପର୍ୟ୍ୟନ୍ତ ଲମ୍ବିଛି । ଏହା…

ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ବାବୁ

ଅନୁଗୁଳ : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ଅନୁଗୁଳ ବନ୍ତଳା ଥାନା ସବ ଇନ୍ସପେକ୍ଟର ପ୍ରମୋଦ ନାଏକ । ମୋଟର ସାଇକେଲ ରିଲିଜ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, କବିତା ନାୟକ ନାମକ ଜଣେ ମହିଳାଙ୍କ ଗାଡି ରିଲିଜ…

ଇଂଟରନେଟର ସାଇଡ ଇଫେକ୍ଟ: ଦୈନିକ ୪.୮ ଘଂଟା ସମୟ ନଷ୍ଟ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଇଂଟରନେଟର ବ୍ୟବହାର ଧିରେ ଧିରେ ଏକ ନିଶାରେ ପରିଣତ ହେଉଛି । ଏକ୍ସପର୍ଟମାନେ କମରୁ କମ ସମୟ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି । ତଥାପି କେହି ଶୁଣୁ ନାହାନ୍ତି । ନିକଟରେ କରାଯାଇଥିବା ଏକ ସର୍ଭେରେ ଭାରତୀୟମାନେ ଦୈନିକ ପାଖାପାଖି ୫ ଘଂଟା ସମୟ ଏ…

ଲଶ୍ମର ଇ ତୋଇବାର ଧମକ: ଶିମଲାରେ ମନ୍ଦିର, ଷ୍ଟେସନରେ ହେବ ବଡ ଧରଣର ବିସ୍ଫୋରଣ

ଶିମଲା: ହିମାଚଳ ପ୍ରଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଲଶ୍ମର ଇ ତୋଇବା ଧମକ ଦେଇଛି । ଶିମଲାର ରେଳଷ୍ଟେସନ ଓ ପ୍ରମୁଖ ମନ୍ଦିରଗୁଡିକରେ ବଡ ଧରଣର ବିସ୍ଫୋରଣ କରାଯିବ ବୋଲି ଆତଙ୍କୀ ସଂଗଠନ ଧମକ ଦେଇଛି । ଏ ନେଇ ଅମ୍ବଳା ମଣ୍ଡଳର ରେଲ ପ୍ରବନ୍ଧନଙ୍କୁ ଧମକପୂର୍ଣ୍ଣ ପତ୍ର ମିଳିଛି । ହିମାଚଳ…

ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଆବାସିକ ଗୃହ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର : ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ତୁରନ୍ତ ଗୃହ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସମୟ…

ବାଚସ୍ପତିଙ୍କ ସହ ବିଶ୍ବବିଦ୍ୟାଳୟ ପ୍ରତିନିଧିଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ବର : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ହାଇଦ୍ରାବାଦ କୋନେରୁ ଲକ୍ଷ୍ମୀୟ ବିଶ୍ବବିଦ୍ୟାଳୟର ପ୍ରତିନିଧି ଦଳ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବିଭିନ୍ନ କର୍ମସଂସ୍ଥାନରେ ନିଯୁକ୍ତି ଦେବା ପ୍ରସଙ୍ଗରେ…

ଟି୨୦ ବିଶ୍ୱକପ ଫାଇନାଲ: ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ ଇରାସମସ, କେଟଲବର୍ଗ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଜି ଅମ୍ପାୟରଙ୍କ ନାମ ଘୋଷଣା କରିଛି । ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ ଓ ଇଂଲଣ୍ଡର ରିଚାର୍ଡ କେଟଲବର୍ଗ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ସେହିପରି ଭାରତର ନୀତିନ ମେନନ ଟିଭି ଅମ୍ପାୟର ହେବ । ରବିବାର…

୬ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ରାୟଗଡ଼ା ପଦ୍ମପୁର ପୋଲିସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ କେନ୍ଦୁଗୁଡା ପୋଲିସକୁ ସଫଳତା । ଚୋରା ଚାଲାଣ ବେଳେ ୬ କ୍ବିଣ୍ଟାଲ ୪୦ କୋଜି ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୪ ଲକ୍ଷ ଟଙ୍କାରୁ ଅଧିକ ହେବ । କେନ୍ଦୁଗୁଡା ଫାଣ୍ଡି ସିମିରି…

ନିଶା ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ କୋଚ ପୱନ ଗିରଫ

ଚଣ୍ଡୀଗଡ: ହରିୟାଣାର ଯୁବ ପହଲିୱାନ ନିଶା ଦାହିୟା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୋଚ ପୱନ ବରାକ ଓ ତାଙ୍କ ସାଥୀ ସଚିନ ଦହିୟାଙ୍କୁ ଦିଲ୍ଲୀରେ ପୋଲିସ ଗିରଫ କରି ନେଇଛି । ଏମାନଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ସୋନପତ ଜିଲାର ହଲାଲପୁର ଗ୍ରାମରେ ଥିବା ଏକାଡେମୀରେ ୨୦…