Latest Odisha News

BREAKING NEWS

Browsing Category

ଫିଚର

ହାର୍ଦ୍ଦିକ, ମୁନାଫଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା !

ନୂଆଦିଲ୍ଲୀ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଏବଂ ରାଜୀବ ଶୁକ୍ଲାଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଦାଉଦ ଇବ୍ରାହିମଙ୍କ ନିକଟତମ ରିୟାଜ ଭଟ୍ଟଙ୍କ ସ୍ତ୍ରୀ ରେହନୁମା ଏମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ରିୟାଜ ସେକ୍ସ ରାକେଟ ଚଳାଉଥିଲେ । ବ୍ୟବସାୟିକ…

ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହେଲେ ହିଜବୁଲ ମୁଜାହିଦ୍ଦିନର ୩ ଆତଙ୍କୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ହିଜବୁଲ ମାଜାହିଦ୍ଦିନର ୩ ଆତଙ୍କବାଦୀ । ଆତ୍ମଘାତୀ ଆକ୍ରମଣ ଷଡଯନ୍ତ୍ରରେ ଏହି ଆତଙ୍କର ଥିଲେ । ଗୁରୁବାର ରାତିରୁ ଏହି ଆତଙ୍କବାଦୀଙ୍କ ସମ୍ପର୍କରେ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଆତଙ୍କବାଦୀମାନଙ୍କୁ ଆତ୍ମ…

ହାତୀ ଭାଙ୍ଗିଦେଲା ଘର କାନ୍ଥ, ୭ ବର୍ଷର ଶିଶୁ ମୃତ

କାମାକ୍ଷାନଗର: ହାତୀ ଭାଙ୍ଗି ଦେଲା ଘର କାନ୍ଥ । ଶୋଇଥିବା ବେଳେ କାନ୍ଥ ପଡ଼ି ଜଣେ ୭ ବର୍ଷ ଶିଶୁର ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନର ଝାଟିକିପଶି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଗାଁର ବିନୋଦ ମହାନ୍ତଙ୍କ ପୁଅ ନାରାୟଣ ମହନ୍ତ ।…

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବରଗଡ଼: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ବରଗଡ଼ ଏକାମ୍ର ଛକରେ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ଯାଉଥିବା ବେଳେ ଅଣ୍ଡାମାଡ଼ ହୋଇଛି । ଆଜି ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ…

କମିଶନରେଟ ପୋଲିସ ରିମାଣ୍ଡରେ କେବିଏନ୍ ଗ୍ରୁପର ୫ ସଦସ୍ୟ

ଭୁବନେଶ୍ୱର: ଭୁବନେଶ୍ୱରରୁ କେବିଏନ୍ ଗ୍ରୁପର ଗିରଫ ୫ ଜଣଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । କୋର୍ଟଙ୍କ ଅନୁମତି ପରେ କଡ଼ା ସୁରକ୍ଷାରେ ସେମାନଙ୍କୁ ଝାରପଡ଼ା ଜେଲରୁ ଆଣିଲା ନୟାପଲ୍ଲୀ ଥାନା ପୋଲିସ । ୫ ଅଭିଯୁକ୍ତ ହେଲେ ରାଜେଶ ବେହେରା, ସୁମନ ପରିଡ଼ା, ରାହୁଲ ଜେନା, ସନାତନ ବେହେରା ଓ…

ବାତ୍ୟା ପ୍ରବଣ କେନ୍ଦ୍ରାପଡ଼ାରେ ବିଦ୍ୟୁତ ବଣ୍ଟନ ନେଟଓ୍ୱର୍କକୁ ସୁଦୃଢ଼ ପାଇଁ TPCODLର ବିପର୍ଯ୍ୟୟ ପ୍ରତିରୋଧୀ…

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଅଂଚଳରେ ବିଦ୍ୟୁତ ବଣ୍ଟନ ନେଟଓ୍ୱର୍କକୁ ସୁଦୃଢ଼ କରିବାର ପଦକ୍ଷେପ । ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ପୁରୁଣା ଭିତ୍ତିଭୂମିରେ ଉନ୍ନତୀକରଣ ଲାଗି ବିଭିନ୍ନ…

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ । ତାଙ୍କୁ ଭଟଲି ଘରୁ ଗିରଫ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିରୋଧ ପ୍ରଦର୍ଶନ କରିବା ଆଶଙ୍କା ଥିବାରୁ ତାଙ୍କୁ ଆଗୁଆ ଗିରଫ…

BSKY ସ୍ମାର୍ଟ ହେଲଥ କାର୍ଡ ପାଇବ ବରଗଡ଼, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ପାଇବେ ବରଗଡ଼ ବାସିନ୍ଦା । ଆଜି ବିଜେପୁରରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେପୁର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି ।…

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷୁଛି, ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଲୋ ପ୍ରେସର ଏରିଆ ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଅଞ୍ଚଳରେ ରହିଛି । ଏହି ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ୍‌ଲାଇନ୍‌ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରୁ ଉତ୍ତର ଉପକୂଳ ଓଡ଼ିଶା ପର୍ୟ୍ୟନ୍ତ ଲମ୍ବିଛି । ଏହା…

ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ବାବୁ

ଅନୁଗୁଳ : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ଅନୁଗୁଳ ବନ୍ତଳା ଥାନା ସବ ଇନ୍ସପେକ୍ଟର ପ୍ରମୋଦ ନାଏକ । ମୋଟର ସାଇକେଲ ରିଲିଜ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, କବିତା ନାୟକ ନାମକ ଜଣେ ମହିଳାଙ୍କ ଗାଡି ରିଲିଜ…