Latest Odisha News

BREAKING NEWS

Browsing Category

ଫିଚର

ସିଲଭର ସ୍କ୍ରିନକୁ ପୁନର୍ବାର ଫେରୁଛନ୍ତି ଫରଦୀନ

ମୁମ୍ବାଇ: ଫିରୋଜ ଖାଁଙ୍କ ପୁତ୍ର ଫରଦୀନ ଖାଁ ପୁନର୍ବାର ସିଲଭର ସ୍କ୍ରିନକୁ ଫେରୁଛନ୍ତି । ୨୦୧୦ରେ ଦୁହ୍ଲା ମିଲ ଗୟା ଫିଲ୍ମ ପରେ ସେ ବ୍ରେକ୍ ନେଇ ଯାଇଥିଲେ । ଏହା ପରେ ତାଙ୍କର ମୋଟା ଶରୀର ବିଭିନ୍ନ ସୋସିଆଲ ସାଇଟରେ ଶେୟାର ହେବା ପରେ ଭାଇରାଲ ହୋଇଥିଲା । ଏବେ କିନ୍ତୁ ସେ ନିଜକୁ ସମ୍ପୂର୍ଣ୍ଣ…

ଜାଣନ୍ତୁ, ଭାରତର କେଉଁ ମନ୍ଦିରରେ ହୁଏ ଡଲାର୍‌, ଟଙ୍କା ଓ ସୁନା ବିସ୍କୁଟର ବର୍ଷା

ଭୁବନେଶ୍ୱର: କରୋନା ମହାମାରୀ ପରେ ଭାରତରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି । ତେବେ ଭାରତର ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଡଲାର, ଟଙ୍କା, ସୁନାରୂପା ଗହଣା ଓ ସୁନାର ବିସ୍କୁଟର ସତେ ଯେପରି ବର୍ଷା ହେଉଛି । ରାଜସ୍ଥାନ ଜୟପୁରର ଚିତ୍ତୋରଗଡ ଜିଲ୍ଲାରେ ରହିଛି ସାଁୱଲିଆ ସେଠ୍ ମନ୍ଦିର ।…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଟକ ବନ୍ଦ

କଟକ : ୧୨ ଘଣ୍ଟିଆ କଟକ ବନ୍ଦ ଡାକରା । ଲଘୁଚାପ ଜନିତ ବର୍ଷା ସତ୍ୱେ କଟକ ଶାରଦୀୟ ପୂଜାରେ ମା’ଙ୍କ ମୂର୍ତ୍ତି ଉଚ୍ଚତା ବଢ଼ାଇବା ଏବଂ ମୂର୍ତ୍ତି ଉପରୁ ପରଦା ହଟାଇ ଭକ୍ତଙ୍କୁ ଦର୍ଶନ କରିବା ଦାବିରେ କଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬…

ଆଇଏସଏଲର ପ୍ରଥମ ୧୧ ରାଉଣ୍ଡ କାର୍ଯ୍ୟସୂଚୀ ଘୋଷିତ: ବାଙ୍ଗାଲୋର ବିପକ୍ଷରେ ଓଡିଶା ଏଫସି ଆରମ୍ଭ କରିବ ଅଭିଯାନ

ଗୋଆ: ଫୁଟବଲ ସ୍ପୋର୍ଟ୍ସ ଡେଭଲେପମେଂଟ ଲିମିଟେଡ ସୋମବାର ହିରୋ ଇଣ୍ଡିଆ ସୁପର ଲିଗ୍‌ର ପ୍ରଥମ ୧୧ ରାଉଣ୍ଡ କାର୍ଯ୍ୟସୂଚୀ ଘୋଷିତ କରିଛି । ୧୯ ନଭେମ୍ବରରେ ମୋହନବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ଗୋଆର ବିଭିନ୍ନ ଷ୍ଟାଡିୟମରେ ଖେଳାଯିବ । ଏହି…

ବୁଲିଲେ ଜଳମଗ୍ନ ଅଞ୍ଚଳ, ଲୋକଙ୍କ ସମସ୍ୟା ଶୁଣିଲେ ଅପରାଜିତା

ଭୁବନେଶ୍ୱର : ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ସ୍ଥିିତି ମଧ୍ୟ ବେହାଲ ହୋଇପଡ଼ିଛି । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଚିନ୍ତା ପ୍ରକଟ କରିବା ସହ ଓଲଡଟାଉନ୍ ର ବିଭିନ୍ନ ଅଞ୍ଚଳ ବୁଲିଦେଖିଛନ୍ତି। ଅନେକ ଲୋକଙ୍କ ଘରକୁ ଯାଇ ସମସ୍ତଙ୍କ ଅସୁବିଧା ପଚାରି ବୁଝିଛନ୍ତି । ପାଣି…

ଭୁଷୁଡିଲା ଶହେ ବର୍ଷର କୋଠା

ବ୍ରହ୍ମପୁର : ଲଗାଣ ବର୍ଷା ଯୋଗୁଁ ଭୁଷୁଡିଲା କୋଠା । ବ୍ରହ୍ମପୁର କାମ୍ପସାହିରେ ଥିବା ଆନ୍ଧ୍ରମହିଳା ସମାବେଶର ପୂରାତନ ପାଠାଗାରର କୋଠାଟି ଲଗାଣ ବର୍ଷାରେ ଭୁଷୁଡି ପଡ଼ିଛି । ଫଳରେ ପାଠାଗାରରେ ଥିବା ସମସ୍ତ ପୁସ୍ତକ ନଷ୍ଠ ହୋଇଯାଇଛି । ଅନେକ ସାମଗ୍ରୀ ମଧ୍ୟ ନଷ୍ଠ ହୋଇଯାଇଛି । ଏହି କୋଠାଟି ଶହେ…

ତାଲିବାନ ବିରୋଧରେ ଆଫଗାନୀ ମହିଳାଙ୍କ ଅଭିନବ ପ୍ରତିବାଦ

ଭୁବନେଶ୍ୱର: ତାଲିବାନର କବ୍‌ଜା ପରେ ଆଫଗାନିସ୍ତାନ ମହିଳାଙ୍କ ପାଇଁ ଏକ ବିପଦପୂର୍ନ ଦେଶ ଭାବେ ପରିଗଣିତ ହେଉଛି । ମହିଳା ଓ ଯୁବତୀଙ୍କୁ ତାଲିବାନୀ ଶାସନର କଠୋର ନିୟମ କାନୁନର ସାମ୍ନା କରିବାକୁ ପଡୁଛି । ନୂତନ ଶାସନ ଅଧିନରେ ସର୍ବସାଧାରଣରେ ମହିଳାଙ୍କୁ ହିଜାବ, ଅବାୟା ଓ ନକାବ ପିନ୍ଧିବାକୁ…

ନିର୍ଧୁମ୍ ଛେଚା ଖାଇଲା ଚୋର

ଅନୁଗୁଳ :ଘରେ ପଶି ଚୋରି କରୁଥିବା ବେଳେ ଧରାପଡ଼ିଲେ ଚୋର । ନିର୍ଧୁମ୍ ମାଡ ଖାଇବା ପରେ ପୋଲିସ ଚୋରକୁ ବାନ୍ଧି ନେଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟଦୁଇଜଣ ଫେରାର ଅଛନ୍ତି। ଏପରି ଘଟଣା ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡା ଗାଁର ଆମ୍ବିୁରି ସାହିରେ ଘଟିଛି । ଟଙ୍କା ସହ ସୁନାଗହଣା ଲୁଟିବା…

ପାରାଦୀପର ସ୍ଥିତି ବେହାଲ , ବୁଡିଲା ତଳିଆ ଅଞ୍ଚଳ

ପାରାଦୀପ : ଲଗାଣ ବର୍ଷାରେ ପାରାଦୀପ ସ୍ଥିତି ବେହାଲ ହୋଇପଡ଼ିଛି । ତଳିଆ ଅଞ୍ଚଳ ଗୁଡିକରେ ଘର ଭିତର ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଆଉ କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଜମିଛି । ଗତକାଲି ରାତିରୁ ବର୍ଷା ସାଙ୍ଗରେ ପବନ ବଢ଼ୁଥିବାରୁ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା…

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଶ୍ରୀନଗର ରାସ୍ତାକଡରୁ ମିଳିଲା ୬ ଚାଇନିଜ ଗ୍ରେନେଡେ

ବେମିନା: ଶ୍ରୀନଗରର ବେମିନା ଅଂଚଳରେ ଆତଙ୍କବାଦୀମାନେ ଏକ ବଡ ଧରଣର ଷଡଯନ୍ତ୍ର ରଚିଥିଲେ । ଯାହାକୁ ସୁରକ୍ଷାକର୍ମୀ ମାନେ ପଣ୍ଡ କରି ଦେଇଛନ୍ତି । ସିଆରପିଏଫ ଟିମ୍ ଏକ ପବ୍ଲିକ ସ୍କୁଲ ନିକଟରୁ ରାସ୍ତା କଡରୁ ୬ଟି ଚାଇନିଜ ଗ୍ରେନେଡ ଜବତ କରିଛନ୍ତି । ରୋଡ ଡିଭାଇଡର ନିକଟରେ ଏହାକୁ ରଖା ଯାଇଥିଲା…