Latest Odisha News

BREAKING NEWS

Browsing Category

ଫିଚର

ଏନସିବି ନୋଟିସର ଉତ୍ତର ଦେଲେ କରଣ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଏନସିବି ନୋଟିସର ଜବାବ ଦେଇଛନ୍ତି । ପାର୍ଟିରେ କୌଣସି ଟ୍ରଗ୍ସ ବ୍ୟବହାର କରାଯାଇନଥିବା କହିଛନ୍ତି କରଣ ଜୋହର । ପାର୍ଟିରେ ଯେଉଁ ଭିଡିଓ କଥା କୁହାଯାଉଛି ସେଥିରେ ଡ୍ରଗ୍ସ ବ୍ୟବହାର ହୋଇନାହିଁ । ଏହା ସହ କରଣ ଜୋହର ପାର୍ଟି ସମ୍ବନ୍ଧୀୟ ଆଉ ଏକ ଭିଡିଓ…

ହାଥରସ କେସ୍‌: ଚାର୍ଜସିଟ ଦାଖଲ କଲା ସିବିଆଇ, ଗଣବଳାତ୍କାର ହୋଇଥିଲା

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଘଟଣାର ତଦନ୍ତ କରୁଥିବା ସିବିଆଇ ୪ ମାସ ପରେ ଶୁକ୍ରବାର ଚାର୍ଜସିଟ ଦାଖଲ କରିଛି । ୪ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ଓ ହତ୍ୟା ସହ ଏସସି/ଏସସଟି ଆକ୍ଟ ଅନୁସାରେ ଦଫା ମଧ୍ୟ ଲଗାଯାଇଛି । ସେପ୍ଟମ୍ବର ୧୪ରେ ଜଣେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୬୩ କରୋନା ରୋଗୀ; ସୁନ୍ଦରଗଡ଼ରେ ସର୍ବାଧିକ ୬୬ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୬୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ତନ୍ମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୬୬ ଆରୋଗ୍ୟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ୩୬୩ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ…

ଭୁବନେଶ୍ବରରେ ଆସନ୍ତା ୩ ତାରିଖରୁ ଖୋଲିବ ସବୁ ମନ୍ଦିର, ବିଏମସି ପକ୍ଷରୁ ଅନୁମତି

ଭୁବନେଶ୍ବର: ଭୁବନେଶ୍ବରରେ ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲିବ ସବୁ ମନ୍ଦିର । ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଅନ୍ୟ ସମସ୍ତ ମନ୍ଦିର ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ମନ୍ଦିର ଖୋଲିବା ନେଇ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । କରୋନା କଟକଣା ମଧ୍ୟରେ ମନ୍ଦିର…

କେଜ୍ରିୱାଲଙ୍କ ବିରୋଧରେ ପୋଲିସରେ ଏତଲା ଦେଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ଶାଖା ପକ୍ଷରୁ ପୋଲିସରେ ଏତାଲା ଦିଆଯାଇଛି । କେଜ୍ରିୱାଲ ବିଧାନସଭାରେ କୃଷି ଆଇନକୁ ଚିରି ଆନ୍ଦୋଳନରତ କୃଷକମାନଙ୍କୁ ଉସୁକାଉଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏହା ଦ୍ୱାରା…

ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଅଫିସ୍ ବିକ୍ରି ନେଇ olxରେ ବିଜ୍ଞାପନ, ୪ ଗିରଫ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଅଫିସ୍ ସାଢେ ୭ କୋଟିରେ ବିକ୍ରି ପାଇଁ olxରେ ଦିଆଯାଇଥିଲା ବିଜ୍ଞାପନ । ଏହା ପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । କ’ଣ ସତରେ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀ ଅଫିସ୍ ବିକ୍ରି କରୁଛନ୍ତି ? olxରେ ବିଜ୍ଞାପନ ଦେଇ କ’ଣ ଅଫିସ୍ ବିକ୍ରି…

ବେଙ୍ଗଲ ପଲଟିକାଲ ଡ୍ରାମା : ଶୁଭେନ୍ଦୁଙ୍କ ଇସ୍ତଫା ଗ୍ରହଣ କଲେନି ବାଚସ୍ପତି

କୋଲକାତା: ବେଙ୍ଗଲ ନିର୍ବାଚନ ଯେତେ ପାଖଉଛି ସେତେ ଡ୍ରାମା ଦେଖିବାକୁ ମିଳୁଛି । ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଥଲେ ମଧ୍ୟ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ଏହାକୁ ଗ୍ରହଣ କରି ନାହାନ୍ତି । ବର୍ତମାନ ପରିସ୍ଥିତିରେ ଇସ୍ତଫା ଗ୍ରହଣ କରାଯିବା ସମ୍ଭବପର…

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଏନଏସଏ ବା ଜାତୀୟ ନିରାପତ୍ତା ଆଇନ ଲାଗୁ ହୋଇଛି । ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଏନଏସଏ ଲାଗିଛି । ପୋଲିସ କମିଶନର ଏନଏସଏ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସିଡିଜେଏମ୍ କୋର୍ଟରେ ଜାମିନ ପାଇବାର କିଛି…

ଆଇସିଏମ୍ଆର ମୁଖ୍ୟଙ୍କୁ କରୋନା, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ମୁଖ୍ୟ ଡକ୍ଟର ବଳରାମ ଭାର୍ଗଭ ଶୁକ୍ରବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜି ନ୍ୟୁଜ୍ ରିପୋର୍ଟ ମୁତାବକ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି କରାଯାଇଛି।…

ପ୍ରଥମ ଥର ସୌରଜଗତ ବାହାରେ ଥିବା ଗ୍ରହରୁ ମିଳିଲା ରେଡିଓ ସଙ୍କେତ

ୱାଶିଂଟନ:ବୈଜ୍ଞାନିକମାନଙ୍କୁ ଶୁକ୍ରବାର ବଡ ସଫଳତା ମିଳିଛି । ପ୍ରଥମ ଥର ପାଇଁ ସୌରଜଗତ ବାହାରେ ସ୍ଥିତ ଏକ ଗ୍ରହରୁ ରେଡିଓ ସଙ୍କେତ ମିଳିଛି । ନେଦରଲାଣ୍ଡ ସ୍ଥିତ ଲୋ ଫ୍ରିକ୍ୟୁଏନ୍ସି ଆରେର ବ୍ୟବହାର କରି ଟାଉ ବୁଟ୍ସ ପ୍ରଣାଳୀରେ ଏହି ସଙ୍କେତକୁ ଧରାଯାଇ ପାରିଛି । ସୌରଜଗତଠାରୁ ୫୧…