Latest Odisha News

BREAKING NEWS

Browsing Category

ଫିଚର

ଲଜ୍ଜା ! ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ ୧୭ ଜଣ ମଦୁଆ

ରାଞ୍ଚି: ଝାଡ଼ଖଣ୍ଡରେ ଲଜ୍ଜା । ୫ଟି ପିଲାର ମାଆ ହୋଇଥିବା ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି ୧୭ ଜଣ ମଦୁଆ । ଏଭଳି ନିନ୍ଦନୀୟ ଘଟଣା ଘଟିଛି ଡୁମକା ଜିଲ୍ଲାର ମୁଫାସିଲ ପୁଲିସ ଥାନା ଅଞ୍ଚଳର ଏକ ଗାଁରେ । ଅଭିଯୋଗ ପରେ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଛି । ଗତ ମଙ୍ଗଳବାର ରାତି ୮ଟା…

ମିଳିଲା କ୍ୟାବିନେଟ ମଞ୍ଜୁରୀ; ବଳାତ୍କାର ପାଇଁ ଏହି ରାଜ୍ୟରେ ମିଳିବ ଫାଶୀ ଦଣ୍ଡ

ମୁମ୍ବାଇ: ସମାଜରେ ମହିଳାଙ୍କ ପ୍ରତି ବଢୁଥିବା ଯୌନ ନିର୍ଯାତନାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେଉଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର (ମହାରାଷ୍ଟ୍ର) ସରକାର ଏଭଳି ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ଯେଉଁଥିରେ ବଳାତ୍କାର ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହେବ। ଏହି ବିଲ୍ କୁ…

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଢ଼େ ୧୨ଟା ବେଳେ ଭୂମି ପୂଜନ ରହିଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରାୟ ଦୁଇ ଶହ ଅତିଥି । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ…

ମାର୍ଗଶୀର ଗୁରୁବାର ମାଣବସା ଓଷା

(ମାଣବସାକୁ କୁମାର ଭୀମସେନଙ୍କ ସ୍ବତନ୍ତ୍ର ଉପସ୍ଥାପନା) ମାଣବସା ଓଷା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର…

କର‌ୋନା ଟିକା ନ‌େଲ‌େ ପ୍ରଥମ ଓଡିଆ

ଲଣ୍ଡନ: ପ୍ରଥମ ଓଡିଆ ଭାବ‌େ କର‌ୋନା ଟିକା ‌ନ‌େଇଛନ୍ତି ବ୍ରିଟ‌େନରେ ସ୍ବାସ୍ଥ୍ୟର୍କମୀ ଭାବ‌େ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର। ସୂଚନା ଅନୁଯାୟୀ ଗତ ମଙ୍ଗଳ ବାର ଠାରୁ ବ୍ରିଟ‌େନର‌େ ଫାଇଜର ଟିକାକରଣ ଆରମ୍ଭ ହ‌ୋଇଥିବା ବ‌େଳେ ଡ. ଶୈଳେଶ ମିଶ୍ରଙ୍କୁ ଏହି ଟିକା ଦିିଆଯାଇଛି। ଏନେଇ…

ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ବାଧା

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରହୁଛି । ଏହାସହ କୁହୁଡ଼ି ବି ପଡୁଛି । ଆଜି ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଥିଲା । ସକାଳୁ ସକାଳୁ ଏତେମାତ୍ରାରେ କୁହୁଡ଼ି ପଡିଥିଲା ଯେ ରାସ୍ତାଘାଟ କିଛି ଦେଖାଯାଉ ନଥିଲା । ଏପରିକି ୨୦ମିଟର ଭିତରେ…

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଭଦ୍ରକ: ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ନେଇ ଅନେକ ଦିନରୁ…

କରୋନାରେ ମୃତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ମିଳିଲା ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ହୋଇଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବୀରଙ୍କ  ପରିବାର ପାଇଁ…

ଧରାଶାୟୀ ହେବ ଶତ୍ରୁ ଦେଶର ଡ୍ରୋନ୍: ଭାରତୀୟ ନୌସେନାକୁ ମିଳିବ ସ୍ମାଶ-୨୦୦୦ ପ୍ଲସ

ନୂଆଦିଲ୍ଲୀ: ଶତ୍ରୁର ଡ୍ରୋନକୁ ମାତ୍ ଦେବା ପାଇଁ ଭାରତୀୟ ନୌସେନା ଇସ୍ରାଏଲରୁ ଅସ୍ତ୍ରଶସ୍ତ୍ର ଅର୍ଡର କରିଛି । ଏହା ଆଣ୍ଟି ଡ୍ରୋନ୍ ଅସ୍ତ୍ର କମ୍ପ୍ୟୁଟରାଇଜିଡ୍ ଫାୟାର କଣ୍ଟ୍ରୋଲ ଓ ଇଲେକ୍ଟ୍ରୋ ଫାୟାର ଅପ୍ଟିକ୍ ସାଇଟ୍ ପ୍ରଣାଳୀରେ ପ୍ରସ୍ତୁତ ଏକ ଲେସ୍ । ଏହା ବନ୍ଧୁକ ଓ ରାଇଫଲ ଉପରେ ଫିଟ୍…

ଫୁଲବାଣୀରେ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଫୁଲବାଣୀରେ ମେଡିକାଲ କଲେଜ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣକୁ ଅନୁମୋଦନ ଦେଇଛି ରାଜ୍ଯ କ୍ୟାବିନେଟ। ସେହିପରି କୋରାପୁଟରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ନିର୍ମାଣକୁ ଅନୁମୋଦନ ମିଳିଛି। ଏହି ଦୁଇଟି…