Latest Odisha News

BREAKING NEWS

Browsing Category

ଫିଚର

ଋଷର ମସ୍କୋରେ ଆରମ୍ଭ ହେଲା ଟୀକାକରଣ, ଖୋଲିଲା ୭୦ ଭ୍ୟାକସିନ୍ ସେଣ୍ଟର

ମସ୍କୋ: ଋଷର ରାଜଧାନୀ ମସ୍କୋରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍-୧୯ ଟୀକାକରଣ । ଯେଉଁମାନଙ୍କୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି, ସେହିମାନଙ୍କୁ ଏହି ଟିକା ଦିଆଯାଉଛି । ଋଷ ନିଜର ସ୍ପୁଟନିକ୍-ଭି ଟିକା ଦେଉଛି । ହଜାର ହଜାର ଲୋକ ଟୀକାକରଣ ପାଇଁ ପଞ୍ଜିକରଣ କରିଛନ୍ତି । ସ୍ପୁଟନିକ୍-ଭି…

କାଲି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ । ସିଡନୀରେ ମ୍ୟାଚ୍ ଅନୁଷ୍ଠିତ ହେବ । ସିଡନୀର ଏହି ଗ୍ରାଉଣ୍ଡରେ ଦୁଇଟି ଦିନିକିଆ ଖେଳିଥିଲା ଭାରତ । ଏହି ଦୁଇ ମ୍ୟାଚରେ ଅଷ୍ଟ୍ରେଲିଆ ବିଶାଳ ସ୍କୋର କରିଥିଲା । ଫଳରେ ଭାରତ ପରାସ୍ତ ହୋଇଥିଲା । ପୁଣି ଥରେ ଏହି…

ଓଡ଼ିଶାରୁ ସୁସ୍ଥ ହେଲେ ୬୦୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ତେବେ ୬୦୫ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍…

କରୋନା ଟୀକାକରଣ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଟୀକାକରଣ ବ୍ୟବସ୍ଥା ସହଜ କରିବାକୁ ରାଜ୍ୟ ସରକାର ଗଠନ କଲେ କମିଟି । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି ।୨୧ ଜଣିଆ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ରହିବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଏଥିରେ ସଦସ୍ୟ ସଚିବ ଭାବେ କାମ କରିବେ ରାଜ୍ୟ ଟୀକାକରଣ…

ବାହାରିପାରିଲାନି ନିଷ୍କର୍ସ: ସମୟ ମାଗିଲେ ସରକାର, ୯ରେ ପୁଣି କୃଷକଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ପଞ୍ଚମ ପର୍ଯ୍ୟାୟ ବୈଠକରୁ ବି ବାହାରିପାରିଲାନି ନିଷ୍କର୍ସ । ଆଜିର ବୈଠକରେ ପୁଣି ସମୟ ମାଗିଲେ ସରକାର । ଆସନ୍ତା ୯ ତାରିଖ ସକାଳ ୧୧ଟାରେ ପୁଣି ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହେବ । ବୈଠକ ପରେ କୃଷକ ନେତାଙ୍କ ପକ୍ଷରୁ କୁହାଯାଇଛି ଯେ,…

ବିଶ୍ୱ ରେକର୍ଡ: ଗୋଟିଏ ମୁଦିରେ ୧୨ ହଜାର ୬୩୮ଟି ହୀରା

ନୂଆଦିଲ୍ଲୀ: ଗୋଟିଏ ମୁଦିରେ ଲାଗିଛି ୧୨ ହଜାର ୬୩୮ଟି ହୀରା । ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନାଁ । ହେଲେ ଏପରି ହିଁ ହୋଇଛି । ଭାରତର ଡାଇମଣ୍ଡ ହବ୍ କୁହାଯାଉଥିବା ସୁରତର ଜଣେ ୨୫ ବର୍ଷୀୟ ଜୁଏଲର ହରୀଶ ବଂଶଲ ଏପରି ଏକ ମୁଦି ତିଆରି କରିଛନ୍ତି । ଯେଉଁଥିରେ ଲାଗିଛି ୧୨ ହଜାର ୬୩୮ଟି ହୀରା…

ଫେରୁଛନ୍ତି ରାନୁ ମଣ୍ଡଳ…

ପଶ୍ଚିମବଙ୍ଗ: ରାନୁ ମଣ୍ଡଳ । ଅନେକ ହୁଏ ତ ଏହି ଚେହେରା କିମ୍ବା ନାଁକୁ ଭୁଲିନଥିବେ । ପଶ୍ଚିମବଙ୍ଗ ରାଣାଘାଟ ରେଳବାଇ ପ୍ଲାଟଫର୍ମରେ ଗୀତ ଗାଇ ଏହି ମହିଳା ଜଣକ ରାତାରାତି ଇଣ୍ଟରନେଟ୍ ଷ୍ଟାର ପାଲଟିଥିଲେ । ଏପରିକି ହିମେଶ ରେଶମିୟାଁଙ୍କ ନିର୍ଦ୍ଦେଶନାରେ ଗୀତ ବି ଗାଇଥିଲେ । ଦର୍ଶକଙ୍କୁ…

ବାଇକ ପଛରେ ବସିଥିବା ଲୋକଙ୍କ ପାଇଁ ମଧ୍ୟ ହେଲ୍‌ମେଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ବାଇକ୍‌ ଚାଳକ ଓ ପଛ ସିଟରେ ବସିଥିବା ଲୋକଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ । ନିଯମ ନ ମାନିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ବିପଦ ଓ ଜରିମାନାକୁ ଏଡ଼ାଇବା ଲାଗି ସତର୍କ ହେବାକୁ ପରାମର୍ଶ ।…

ଟାଟାର ସ୍ପଷ୍ଟୀକରଣ ‘ଆକାଶ କେବେ ବି ଟାଟାର କର୍ମଚାରୀ ନ ଥିଲେ’

ଭୁବନେଶ୍ୱର: ଆକାଶ ପାଠକଙ୍କୁ ନେଇ ପୁଣି ଥରେ ଟାଟା ମୋଟର୍ସର ସ୍ପଷ୍ଟୀକରଣ ଦେଇଛି । ଆକାଶ କେବେ ବି କମ୍ପାନିର କର୍ମଚାରୀ ନଥିଲେ କିମ୍ବା । ସ୍କାଏ କିଙ୍ଗ ସଂସ୍ଥା ସହ କମ୍ପାନିର କୌଣସି କାରବାର ନାହିଁ । ଏପରିକି ସ୍କାଏ କିଙ୍ଗ ଭାଉଚର ଉପରେ କେବେବି କମ୍ପାନି ଜିଏସଟି ଫେରସ୍ତ ଦାବି କରିନି…

ନିଜର ଶୋ’ ଆରମ୍ଭ କରୁଛନ୍ତି ମହାଭାରତର ‘ଭୀଷ୍ମ’

ନୂଆଦିଲ୍ଲୀ: 'ଦି କପିଲ ଶର୍ମା ଶୋ'କୁ ଅଶ୍ଳୀଳ ବୋଲି ବର୍ଣ୍ଣନା କରିଥିବା ଅଭିନେତା ମୁକେଶ ଖାନ୍ନା ନିଜର ଶୋ' ଆରମ୍ଭ କରିଛନ୍ତି। ଯାହା 'ଦି କପିଲ ଶର୍ମା ଶୋ’ର ଟାଇଟଲ ସହିତ ମେଳ ଖାଉଛି। ଯେଉଁଥିରେ ସେ ମହାଭାରତର ଅନୁଭୂତି ବାଣ୍ଟୁଥିବା ନଜର ଆସୁଛନ୍ତି। ଏହି ଶୋ’ରେ ସେ ମହାଭାରତ ପରି…