Latest Odisha News

BREAKING NEWS

Browsing Category

ଫିଚର

‘ପରୀ’କୁ ନ୍ୟାୟ ମିଳିବା ଦରକାର: ପିସିସି ପ୍ରଭାରୀ

ଭୁବନେଶ୍ୱର: ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ କଂଗ୍ରେସ ବିଧାୟକଙ୍କ ମତଭେଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପିସିସି ପ୍ରଭାରୀ ଏ. ଚେଲ୍ଲା କୁମାର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ ଭବନରେ ଏହି ବୈଠକ ବସିଥିଲା । ବୈଠକ…

ସର୍ବଦଳୀୟ ବୈଠକରେ ଦୁଇଟି ପ୍ରସ୍ତାବ ରଖିଲା ବିଜେଡି

ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ଖୁବଶୀଘ୍ର କୋଭିଡ୍ ଟିକା ଆସିବା ନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଦୁଇଟି ପ୍ରସ୍ତାବ ଦେଇଛ ବିଜେଡି । ଅଗ୍ରାଧିକାର ଭିତରେ ଓଡ଼ିଶାକୁ ପ୍ରଥାମିକତା ଦେବାକୁ ଦାବି ରଖିଛି ଦଳ । ସର୍ବଦଳୀୟ ବୈଠକରେ ଯୋଗ ଦେବା ପରେ ଏହି…

ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ, କିଛି ସପ୍ତାହ ଭିତରେ ଆସିପାରେ କରୋନା ଟିକା

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । ଆଗାମୀ କିଛି ସପ୍ତାହ ଭିତରେ ମିଳିପାରେ କରୋନା ଟିକା । କେବଳ ବିଶେଷଜ୍ଞଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା ରହିଛି । ଆଜି ସର୍ବଦଳୀୟ ବୈଠକ ପରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଟାଟା ମୋଟର୍ସରେ ଚାକିରି କରି ନଥିବା ସ୍ୱୀକାର କଲେ ଆକାଶ ପାଠକ !

ଭୁବନେଶ୍ୱର: ଜେରା ବେଳେ ଭିଜିଲାନ୍ସ ଆଗରେ ସତ ଓଗାଳୁଛନ୍ତି ପାଠକ ବାପା-ପୁଅ । ଟାଟା ମୋଟର୍ସରେ ଚାକିରି କରି ନଥିଲେ ଆକାଶ ପାଠକ । ପଚରାଉଚରା ବେଳେ ସେ ଭିଜିଲାନ୍ସ ଆଗରେ ଏକଥା ସ୍ୱୀକାର କରିଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ଏନେଇ ସୂଚନା ମିଳିଛି । ସେହିପରି ଟାର୍ଟର ପ୍ଲେନରେ…

ମହାମାରୀରେ ରାଜ୍ୟରୁ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା । ମହାମାରୀ ଜନିତ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୪ଜିଲ୍ଲାର ସଂକ୍ରମିତ । କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ଦୁଇ…

ରାଜ୍ୟରୁ ୩୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହାର ୯୮%

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା କାୟା କମୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୧୫ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୬୨ଟି । ୨୭ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ…

ଆକାଶ ପାଠକଙ୍କ ସତ ଜାଣିବାକୁ ଟାଟା କର୍ତ୍ତୃପକ୍ଷଙ୍କୁ କମିଶନରେଟ ପୋଲିସର ଚିଠି

ଭୁବନେଶ୍ୱର: ଆଇଏଫଏସ୍ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଟାଟାର ଏମଡି ଥିଲେ କି ନାହିଁ ? ନା ସେ ମିଛ କହୁଛନ୍ତି ? ଆକାଶଙ୍କ ସମ୍ପର୍କରେ ସତ ଜାଣିବା ପାଇଁ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଖାରବେଳନଗର ଥାନା ପକ୍ଷରୁ ଚିଠି ଲେଖାଯାଇଛି । ଜବାବ ଆସିଲା ପରେ…

RBI ମୁଦ୍ରାନୀତି ସମୀକ୍ଷା: ରେପୋରେଟ୍ ୪%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ତ୍ରୈମାସିକ ମୁଦ୍ରୀନୀତି ସମୀକ୍ଷା କରି ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୪% ଓ ରିଭର୍ସ ରେପୋରେଟ୍ ୩.୩୫%ରେ ଅପରବର୍ତ୍ତିତ ରହିଛି । ମୁଦ୍ରୀନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।…

ପଶ୍ଚିମ ଓଡ଼ିଶାରେ ଶୀତ ଲହରି: ୧୬ ସହରରେ ୧୫ ଡିଗ୍ରୀ ସେଲସିୟସ ତଳେ ପାରଦ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଶୀତ ଲହରି । ଥରାଉଛି ଜାଡ଼ । ବିଭିନ୍ନ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ଶୀତରେ ଥରୁଛି ଅଧା ଓଡ଼ିଶା । ୧୬ଟି ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୮.୪ ଡିଗ୍ରୀ…

ସୈତାନ ସ୍ୱାମୀ: ଟାଙ୍ଗିଆରେ ହାଣି ସ୍ତ୍ରୀକୁ ମାରି ଦେଇଥିବା ଅଭିଯୋଗ

ସୁନ୍ଦରଗଡ: ସ୍ୱାମୀ ସାଜିଲା ସୈତାନ । ଯାହାକୁ ସାତ ଜନ୍ମର ସାଥି କରିଥିଲା କ୍ଷଣକ ରାଗରେ ତାକୁ ନିର୍ମତ ଭାବରେ ହତ୍ୟା କରିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ଯାଇଛି ସ୍ତ୍ରୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ । ଘରୋଇ କଳହକୁ…