Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱବିଦ୍ୟାଳୟ ଓ କଲେଜରେ ଖୋଲିବ ଲାବୋରେଟୋରୀ

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଲାବୋରେଟୋରୀ ଖୋଲାଯିବ ବୋଲି ଶୁକ୍ରବାର ଦିନ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ପରୀକ୍ଷାମୂଳକ କାର୍ଯ୍ୟ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ…

ବିବାଦ ସୃଷ୍ଟି କଲା ଟି୨୦ର କନକସନ ସବଷ୍ଟିଚ୍ୟୁଟ ନିୟମ

କାନବେରା:ଭାରତ-ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ମ୍ୟାଚରେ ନୂତନ ଭାବେ ଲାଗୁ କରାଯାଇଥିବା କନକସନ ସବଷ୍ଟିଚ୍ୟୁଟ ନିୟମ ବିବାଦ ସୃଷ୍ଟି କରିଛି । ଏହି ନିୟମ ଯୋଗୁ ଭାରତକୁ ମ୍ୟାଚ ଜିତାଇବାରେ ସଫଳ ହୋଇଛନ୍ତି ୟୁଜଭେନ୍ଦ୍ର ଚାହଲ । ଭାରତ ଇନିଂସ ଶେଷ ଭାଗରେ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡେଜାଙ୍କ…

ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ୧୪ କୋଟି ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ୧୪ କୋଟିର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିର କହିବା ଅନୁସାରେ ବିଜୟ ମାଲ୍ୟାଙ୍କ ୩୨ avenue FOCH, ଫ୍ରାନ୍ସ ସମ୍ପତ୍ତି ଫ୍ରାନ୍ସ ଅଥରିଟି ପକ୍ଷରୁ ଜବତ କରାଯାଇଛି । ଫ୍ରାନ୍ସରେ ଜବତ କରାଯାଇଥିବା ସମ୍ପତ୍ତିର ମୂଲ୍ୟ ୧.୬…

ଏଲଏସିରେ ଭାରତର ଏକା ସଙ୍ଗରେ ୧୦ ଆକାଶ ମିସାଇଲ ପରୀକ୍ଷା ସଫଳ

ନୂଆଦିଲ୍ଲୀ: ଲାଇନ ଅଫ ଆକଚୁଆଲ କଂଟ୍ରୋଲ (ଏଲଏସି)ରେ ଭାରତ ଏକାସଙ୍ଗରେ ୧୦ ଆକାଶ ମିସାଇଲ ପରୀକ୍ଷା କରି ସଫଳ ହୋଇଛି । ଚୀନ ସହ ଉତେଜନାପୂର୍ଣ୍ଣ ପରିସ୍ଥିତିରେ ଭାରତର ଏହି ସଫଳତା ଏୟାରଫୋର୍ସର ସମ୍ମାନ ବଢ଼ାଇଛି । ଶତ୍ରୁ ଦେଶର ଡମି ବିମାନକୁ ଅଳ୍ପ ସମୟରେ ମଧ୍ୟରେ ଆକାଶ ମିସାଇଲ ଖସାଇବାରେ ସଫଳ…

କରୋନା ପଜିଟିଭ୍ ହେଲେ ଖେଳାଳି: ଟସ୍ ପୂର୍ବରୁ ସ୍ଥଗିତ ରହିଲା ମ୍ୟାଚ୍

କେପଟାଉନ୍: ମ୍ୟାଚ୍ ପାଇଁ ପ୍ରସ୍ତୁତି ସରିଥିଲା । ମୁହାଁମୁହିଁ ହୋଇଥାନ୍ତେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଟସ୍ ପଡିଥାନ୍ତା, ମ୍ୟାଚ୍ ଆରମ୍ଭ ହୋଇଥାନ୍ତା । ହେଲେ ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଲା ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି ମ୍ୟାଚ୍ ଦିନ କରୋନା ପଜିଟିଭ୍ ଚିହ୍ନଟ ହେବାରୁ…

ଉଇଗୁର ମୁସଲମାନଙ୍କୁ ଘୁଷୁରୀ ମାଂସ ଖାଇବାକୁ ବାଧ୍ୟ କରାଉଛି ଚୀନ

ବେଜିଂ: ଉଇଗୁର ମୁସଲମାନଙ୍କ ପ୍ରତି ଚୀନ ଅମାନବୀୟ ବ୍ୟବହାର ଜାରି ରଖିଛି । ମୁସଲମାନଙ୍କ ତ୍ରାଣକର୍ତା ସାଜିଥିବା ପାକିସ୍ତାନ ଓ ତୁର୍କୀ କିନ୍ତୁ ଚୀନ ଭୟରେ ଏଥିନେଇ ମୁହଁ ଖୋଲୁ ନାହାନ୍ତି । ଅଲ ଜଜୀରା ରିପୋର୍ଟ ମୁତାବକ ଚୀନ ଏବେ ପ୍ରତ୍ୟେକ ଶୁକ୍ରବାର ଶରଣାର୍ଥୀ ଶିବରରେ ରହୁଥିବା…

୫ ହଜାର ଟଙ୍କା ପର୍ଯ୍ୟନ୍ତ କରିହେବ କଣ୍ଟାକ୍ଟଲେସ୍ ପେମେଣ୍ଟ, ଜାନୁଆରୀ ୧ରୁ ନୂଆ ନିୟମ

ନୂଆଦିଲ୍ଲୀ: କଣ୍ଟାକ୍ଟଲେସ୍ ପେମେଣ୍ଟର ପ୍ରସାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । କଣ୍ଟାକ୍ଟଲେସ୍ ପେମେଣ୍ଟ ଲିମିଟ୍ ୨୦୦୦ରୁ ବୃଦ୍ଧି କରି ୫୦୦୦ କରିବାକୁ ପ୍ରସ୍ତାବ ରଖିଛି ଆରବିଆଇ । ଡିଜିଟାଲ ପେମେଣ୍ଟର ପ୍ରସାର ପାଇଁ ଲଗାତର ପ୍ରୟାସ କରୁଛି ରିଜର୍ଭ…

ନଟରାଜନ, ଚହଲଙ୍କ ଚମତ୍କାର ବୋଲିଂ, ପ୍ରଥମ ଟି୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଟିମଇଣ୍ଡିଆ

କାନବେରା: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ୧୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତ ପ୍ରଦତ ୧୬୨ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୭ ଉଇକେଟ ବିନିମୟରେ ୧୫୦ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ…

ଜାନୁଆରୀ ୧୫ ସୁଦ୍ଧା ନୂଆ ଭୋଟର ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଜାନୁଆରୀ ୧୫ ସୁଦ୍ଧା ଏହି ତାଲିକା ପ୍ରକାଶ ପାଇବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଭୋଟର ତାଲିକାରେ ନୂଆ ଭୋଟର ଭାବେ ନାଁ ଯୋଡିବା, ଭୋଟର…

ବଲାଙ୍ଗିରରେ ଦୁର୍ଘଟଣାରେ ବାପ-ପୁଅ ମୃତ, ମାଆ ଓ ବର୍ଷକର ପୁଅ ଗୁରୁତର

ବଲଙ୍ଗିର: ତୁଷରା ଥାନା ଜଙ୍ଗେଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବଲେରୋ ସହ ଏକ ବାଇକ ଧକ୍କା ହେବାରୁ ବାଇକଟି ଜଳିଯାଇଥିବା ଜଣାପଡିଛି । ବାଇକରେ ଥିବା ବାପା-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନୟ ଏକ ଶିଶୁ ପୁତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ତୁଷରା…