Latest Odisha News

BREAKING NEWS

Browsing Category

ଫିଚର

ଜିଏସଟି ରିଟର୍ଣ୍ଣ ଦାଖଲ ନକଲେ ହୋଇପାରେ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ !

ନୂଆଦିଲ୍ଲୀ: ଜିଏସଟି ରିଟର୍ଣ୍ଣ (ଵସ୍ତୁ ଓ ସେବା କର ରିଟର୍ଣ୍ଣ) ଦାଖଲ ନକରିବା ଏବେ କାରବାର କରୁଥିବା ଲୋକଙ୍କ ପାଇଁ ଭାରୀ ପଡିବ | ମିଡ଼ିଆ ରିପୋର୍ଟ ଅନୁସାରେ, ଜିଏସଟି ରିଟର୍ଣ୍ଣ ଦାଖଲ ନକରୁଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇପାରେ ବା ତାଙ୍କ ରେଜିଷ୍ଟ୍ରେସନ ବାତିଲ ହୋଇପାରେ |…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୮-୧୨-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨୮ ରିଖ ଶନିବାର ଧନୁ ୧୩ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ଭୁକ୍ତ ତୃତୀୟା ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର  ଘାତ ବାର-:  ବୃଷ…

ନୂଆବର୍ଷରେ ବୁଲନ୍ତୁ ଓଡ଼ିଶାର ଏହିସବୁ ଦର୍ଶନୀୟ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର…

ମାର୍ଚ୍ଚ ୩ରୁ +୨ ପରୀକ୍ଷା; ସମୁଦାୟ ୩ ଲକ୍ଷ ୪୯ ହଜାର ୧୫୪ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୩ରୁ +୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଚାଲିବ । ସେହିପରି ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ ରୁ ୨୬ ଯାଏଁ ଚାଲିବ । +୨ କଳା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଏବଂ ଧନ୍ଦାମୂଳକ ଶିକ୍ଷା ମାର୍ଚ୍ଚ ୧୬ ରୁ ଆରମ୍ଭ ହୋଇ ୨୮ ତାରିଖରେ…

ଶନିବାର ଓ ରବିବାର ଆପଣଙ୍କ ଜିଲ୍ଲାର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତସେବା !

ଭୁବନେଶ୍ୱର: ମରାମତି କାର୍ଯ୍ୟପାଇଁ ଶନିବାର ଓ ରବିବାର କଟକ, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ସୂଚନା ଜାରି ହୋଇଛି । ଶନିବାର: ୧.ଜନପଥ, ଶ୍ରୀୟା ସ୍କୋୟାର, ରାମ ମନ୍ଦିର, ବିଡିଏ କଲୋନି, ରେଳ ବିହାର, ବିଡିଏ…

ଆଇଏସଏଲ ଫୁଟବଲ୍: କଳିଙ୍ଗ ଷ୍ଟାଡ଼ିୟମରେ ଜାମସେଦପୁର ଏଫସିକୁ ୨-୧ରେ ପରାସ୍ତ କଲା ଓଡ଼ିଶା ଏଫସି

ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏଫସି ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ହାସଲ କରିପାରିଛି । ଆଜିର ମ୍ୟାଚରେ ଓଡ଼ିଶା ଏଫସି ଚମତ୍କାର ଖେଳ ପ୍ରଦର୍ଶନ କରି ଜାମସେଦପୁର ଏଫସିକୁ ୨-୧ ଗୋଲରେ ପରାସ୍ତ କରିଛି ।…

ନକଲି ଶିକ୍ଷାନୁଷ୍ଠାନ ଉପରେ ଲାଗିବ ଅଙ୍କୁଶ; ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର

ଭୁବନେଶ୍ୱର: ରାଜ୍ୟରେ ଏବେ ଛତୁ ଫୁଟିଲା ପରି ଗଢି ଉଠୁଛି ଶହ ଶହ ସଂଖ୍ୟାରେ ଶିକ୍ଷାନୁଷ୍ଠାନ । ସେଥିମଧ୍ୟରେ କେଉଁଟା ଅସଲି କେଉଁଟା ନକଲି ଅନୁଷ୍ଠାନ ତାହା ଶିକ୍ଷାର୍ଥୀ ଜାଣିବା କଷ୍ଟକର ବ୍ୟାପାର ହୋଇପଡ଼ିଛି । ତେଣୁ ରାଜ୍ୟ ଏବଂ ରାଜ୍ୟ ବାହାରେ କେତେ ନକଲି ଶିକ୍ଷାନୁଷ୍ଠାନ ରହିଛି ସେ…

ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କୁ ନିର୍ଯାତନା ନେଇ ମୁହଁ ଖୋଲିଲେ ସୋଏବ୍ ଅଖତାର୍

କରାଚି: ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିଆନ ଜନସାଧାରଣ ପାକିସ୍ତାନରେ ନିର୍ଯାତିତ ହେଉଥିବାର ଖବର ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି । ହିନ୍ଦୁ ମନ୍ଦିର ଏବଂ ଖ୍ରୀଷ୍ଟିଆନଙ୍କ ଅନେକ ଚର୍ଚ୍ଚ ଆଜି ପର୍ଯ୍ୟନ୍ତ ଖୋଲିବାକୁ ସ୍ଥାନୀୟ ମୌଳବାଦୀ ମୁସଲମାନମାନେ ବାଧା…

ବିଦାୟ ନେଲା କାର୍ଗିଲ ଯୁଦ୍ଧର ‘ବାହାଦୂର’; ମିଗ୍-୨୭ର କିଛି ରୋଚକ କଥା ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ବାହାଦୂର ଲଢୁଆ ଯୁଦ୍ଧ ବିମାନ ମିଗ୍-୨୭ । ୧୯୯୯ କାର୍ଗିଲ ଯୁଦ୍ଧରେ ଏହି ବିମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆଜିଠାରୁ ମିଗ୍-୨୭ ବିମାନ କାର୍ଯ୍ୟମୁକ୍ତ ହୋଇଛି, ଅର୍ଥାତ୍ ଆଉ ଭାରତୀୟ ବାୟୁ ସେନାରେ ମିଗ୍-୨୭ ଯୁଦ୍ଧ ବିମାନକୁ ଦେଖିବାକୁ…

ରିଲିଜ ହେଲା ଗୁଡ଼ନ୍ୟୁଜ: ପ୍ରଥମ ଦିନରେ ସାଉଁଟିଲା ଦର୍ଶକଙ୍କ ପ୍ରଶଂସା

ମୁମ୍ବାଇ: ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଛି ଖିଲାଡି ବୟ ଅକ୍ଷୟ କୁମାର ଓ ବେବୋଙ୍କ ଅଭିନୀତ ମୁଭି ' ଗୁଡ଼ ନ୍ୟୁଜ' । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ରାଜ ମେହତା । ଏଥିରେ ଅକ୍ଷୟ କୁମାର, କରୀନା କପୁର, ଦିଲଜିତ୍‍ ଓ କିୟାରା ଆଡ଼ଭାଣୀ ପ୍ରମୁଖ…