Latest Odisha News

BREAKING NEWS

Browsing Category

ଫିଚର

ଦୀର୍ଘ ୧୪୫ ଦିନ ପରେ କାରଗିଲରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା

କାରଗିଲ: ଲଦାଖର କାରଗିଲ ଜିଲ୍ଲାରେ ଦୀର୍ଘ ୧୪୫ ଦିନ ପରେ ଶୁକ୍ରବାର ଦିନ ମୋବାଇଲ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି । ଧାରା ୩୭୦ ଉଚ୍ଛେଦ ପରେ ଏହି ସେବା ବନ୍ଦ କରିଦିଆଯାଇଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି । ଜମ୍ମୁ- କାଶ୍ମୀରରେ ଧାରା ୩୭୦ ଲାଗୁ ହେବା ସହ ଅଗଷ୍ଟ ୪ ତାରିଖରେ…

ଘୋଷିତ ହେଲା ୟୁପିଏସସି ସିଏମଏସ ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପକ୍ଷରୁ ୨୦୧୯ କମ୍ବାଇନଡ ମେଡ଼ିକାଲ ସର୍ଭିସ ପରୀକ୍ଷା ଫଳାଫଳ ଶୁକ୍ରବାର ଦିନ ପ୍ରକାଶିତ ହୋଇଛି । ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଖାଲି ପଡ଼ିଥିବା ସମୁଦାୟ ୯୧୯ଟି ପଦବୀ ମଧ୍ୟରୁ ୭୯୮ ଜଣ ପ୍ରାର୍ଥୀଙ୍କୁ ଏହି ସବୁ ପଦରେ ନିଯୁକ୍ତି…

ହିଂସାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ପ୍ରଦୀପ ମାଝୀଙ୍କ ନାମରେ ଏତଲା

ନବରଙ୍ଗପୁର: ଗତ ଗୁରୁବାର ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ ସମୟରର ହିଂସାକାଣ୍ଡ ପାଈଁ ପ୍ରବର୍ତ୍ତେଇବା ଅଭିଯୋଗରେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଦୀପ ମାଝୀ ଓ ଅନ୍ୟ ୧୫ଙ୍କ ବିରୋଧରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି । ଏହି ମାମଲା ଆଇପିସି ଧାରା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫,…

ଆଫଗାନିସ୍ଥାନରୁ ଆସିବ ପିଆଜ; ଦରବୃଦ୍ଧି ନେଇ ବଢିଲା ଖାଉଟୀଙ୍କ ଚିନ୍ତା !

କଟକ/ଭୁବନେଶ୍ୱର: ନିକଟରେ ପିଆଜ ଦର ହ୍ରାସ ହେବାର କୌଣସି ସମ୍ଭାବନା ନଥିବାରୁ ଓଡ଼ିଶାର ଖାଉଟୀଙ୍କ ଏବେ ଚିନ୍ତା ବୃଦ୍ଧି ହେବା ସ୍ୱାଭାବିକ । ଏସମ୍ପର୍କରେ କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଶୁକ୍ରବାର ଦିନ ‘ଓଡ଼ିଶା ସମ୍ବାଦ’କୁ କହିଛନ୍ତି ଯେ, ମହାରାଷ୍ଟ୍ରର…

ଭିଜିଲାନ୍ସ ଜାଲରେ କୋଟିପତି ମାଳୀ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ଉଦ୍ୟାନ ବିଭାଗରେ ମାଳୀ ଭାବେ କାର୍ଯ୍ୟକରୁଥିବା ଉଦ୍ଧବ ଚନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ୧୮ ଜଣ ଅଧିକାରୀ…

ମହିଳାଙ୍କ ପାଇଁ ନୂଆ ଫିଚର ସହ ଆସୁଛି ରୟାଲ ଏନଫିଲଡ !

ଭୁବନେଶ୍ୱର: ରୟାଲ ଏନଫିଲଡ଼, ଯାହା ନିଜର ଭାରି ରେଟ୍ରୋ ମଟର ସାଇକେଲ ପାଇଁ ପ୍ରସିଦ୍ଧ ଅଟେ , ତାହା ଏବେ ମହିଳା ଓ ଯୁବ ବର୍ଗଙ୍କ ପାଇଁ ହାଲୁକା ଓ ଶସ୍ତାରେ ମୋଟରସାଇକେଲ ଆଣିବାକୁ ଯାଉଛି । ତେବେ ଏହାକୁ ଏକ୍ସପ୍ଲୋରର ବା ହଣ୍ଟର ବି କୁହାଯାଇପାରେ। ତେବେ କମ୍ପାନୀ ଏବେ ଏହାର କୋଡନେମ୍…

ବିଦାୟ ୨୦୧୯: ଐତିହାସିକ ଅଯୋଧ୍ୟା ରାୟ ବର୍ଷର ସବୁଠୁ ଚର୍ଚ୍ଚିତ ଘଟଣା…

ଭୁବନେଶ୍ୱର: ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଦୀର୍ଘ ୭୦ ବର୍ଷରୁ ଅଧିକ ଦିନ ଧରି ଚାଲିଥିବା ଶ୍ରୀରାମ ଜନ୍ମଭୂମି-ବାବରୀ ମସଜିଦର ଅଯୋଧ୍ୟା ବିବାଦୀୟ ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରିଥିଲେ । ଏହା ହେଉଛି ବିଗତ ୨୦୧୯ର ସବୁଠୁ ଅଧିକ ସମ୍ବେଦନଶୀଳ ତଥା ଚର୍ଚ୍ଚିତ ଘଟଣା ।…

ଖରାପ ପାଗ ଯୋଗୁଁ ବାତିଲ ହେଲା ଉପ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ

ବଲାଙ୍ଗିର: ଓଡିଶା ଗସ୍ତରେ ଶୁକ୍ରବାର ଦିନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଆସିବାକୁ ଥିବାବେଳେ ଖରାପ ପାଗ ଯୋଗୁଁ ଏହା ବାତିଲ ହୋଇଛି । ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସେ ବଲାଙ୍ଗିର ଗସ୍ତରେ ଆସି ବରକାଣିରେ ନିର୍ମିତ ବିପିଏସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ…

ତୋଷାଳି ମେଳା: କୋରାପୁଟ ଜନଜାତିଙ୍କ ସଂଗୀତ ଓ ନୃତ୍ୟ ସାଜିଲା ଆକର୍ଷଣ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ସ୍ଥାନୀୟ ଜନତା ମଇଦାନଠାରେ ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଛି । ସାରା ଦେଶରହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନେ ଏହି ମେଳାରେ ଅଂଶଗ୍ରହଣ…

ନୂଆବର୍ଷରେ ବୁଲିଯାଆନ୍ତୁ ଓଡ଼ିଶାର ଏହିସବୁ ଦର୍ଶନୀୟ ସ୍ଥାନ

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର…