Latest Odisha News

BREAKING NEWS

Browsing Category

ଫିଚର

ଭାରତଠୁଁ ‘ବ୍ରହ୍ମୋସ କ୍ଷେପଣାସ୍ତ୍ର’ କିଣିବ ଫିଲିପାଇନ୍ସ !

ନୂଆଦିଲ୍ଲୀ: ଭାରତରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ କିଣିବାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ଆଗ୍ରହ ପ୍ରକାଶ କରିଛି । ଏଥିଲାଗି ଫିଲିପାଇନ୍ସ ସରକାର ଏବେ ଭାରତ ସରକାରଙ୍କ ସହିତ ଆଲୋଚନା କରୁଥିବା ସୂଚନା ମିଳିଛି । ଏହି ମିସାଇଲ ପାଇବାପରେ ନିଜ ଦେଶ ପ୍ରତି ଆସୁଥିବା…

ସଂସ୍ଥା ବନ୍ଦ ହୋଇଯିବା ଖବର ଏକ ଗୁଜବ: ବିଏସଏନଏଲ୍

ଭୁବନେଶ୍ୱର: ଏବେ ପ୍ରଚୁର କ୍ଷତିରେ ଚାଲିଥିବା ଦେଶର ସର୍ବ ବୃହତ ଟେଲିକମ୍ ସଂସ୍ଥା ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସଏନଏଲ) ବନ୍ଦ ହୋଇଯିବା ନେଇ ଗଣମାଧ୍ୟମରେ କିଛି ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଏହା ଏକ ଗୁଜବ ବୋଲି ବିଏସଏନଏଲ କହିଛି । ବିଏସଏନଏଲର ବରିଷ୍ଠ ପଦାଧିକାରୀ ତଥା ଓଡ଼ିଶାର…

ମୟଙ୍କ ଅଗ୍ରୱାଲଙ୍କ ଶତକ, ଭାରତ ନିୟନ୍ତ୍ରଣରେ ପ୍ରଥମ ଇନିଂସ

ପୁଣେ: ଭାରତ ଓ ଦକ୍ଷିଣ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେର ଏମସିଏ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି । ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ ବିନିମୟରେ କରିଛି ୨୭୩ ରନ । That will be Stumps on Day 1 in Pune. #TeamIndia 273/3. Kohli 63*, Rahane 18*. Join us for Day…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ରାଜଭବନ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ…

କାଶ୍ମୀରକୁ ନେଇ ଚୀନ ରାଷ୍ଟ୍ରପତିଙ୍କ ମନ୍ତବ୍ୟରେ ଭାରତର କଡ୍ଡା ଜବାବ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ କାଶ୍ମୀର ସମ୍ପର୍କରେ ଯେଉଁ ମତ ଦେଇଥିଲେ, ଭାରତ ତାହାର ପ୍ରତିକ୍ରିୟାରେ କଡ୍ଡା ଜବାବ ଦେଇଛି । \nଚୀନର ବେଜିଂଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଚୀନ ରାଷ୍ଟ୍ରମୁଖ୍ୟ ଜିନପିଙ୍ଗ ଙ୍କ ମଧ୍ୟରେ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ…

ତୃତୀୟଥର ପାଇଁ ବିବାହ କଲେ ବଲିଉଡ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା !

ମୁମ୍ବାଇ: ବିବାହ କଲେ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା ! ପ୍ରଥମଥର ନୁହେଁ ଆଜ୍ଞା ତୃତୀୟଥର ପାଇଁ ବିବାହ କରିଛନ୍ତି ରେମୋ । କିନ୍ତୁ କାହାଣୀରେ ରହିଛି ଏକ ଟ୍ଵିଷ୍ଟ। ରେମୋ ନିଜ ପତ୍ନୀଙ୍କୁହିଁ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ଘଟଣାଟି ଏମିତି ଯେ ରେମୋ ଓ…

ପୁଣି କମାଲ କଲେ ମେରିକମ, ଭାରତ ପାଇଁ ଆଣିଲେ ଆଉ ଏକ ପଦକ

ଉଲାନ-ଉଦ: ପୂର୍ବରୁ ଛଅଥର ଚାମ୍ପିୟାନ ରହିସାରିଥିବା ଏମସି ମେରିକମ 'ୱାର୍ଲଡ଼ ବକ୍ସିଂ ଚାମ୍ପିଅନସିପ' ଇତିହାସରେ ସବୁଠୁ ସଫଳତମ ବକ୍ସର ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଋଷର ଉଲାନ ଉଦ ସହରରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପରେ ଗୁରୁବାର ଦିନ ୫୧କେଜି ବକ୍ସିଂ…

କାଠଯୋଡି ନଦୀକୁ ଡେଇଁଥିବା ଯୁବକଙ୍କ ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

କଟକ: କାଠଯୋଡି ନଦୀ ମଧ୍ୟକୁ ଗତ ବୁଧବାର ଦିନ ଡେଇଁ ପଡିଥିବା ନିଖୋଜ ଯୁବକକୁ ଖୋଜିବା ଲାଗି ଦ୍ୱିତୀୟ ଦିନରେ ବି ଉଭୟ ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ କର୍ମଚାରୀ ମିିଳିତ ଭାବେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ନିଆଳି ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମର ଦେବବ୍ରତ…

ମାଓ ଅଧ୍ୟୁଷିତ ଅଞ୍ଚଳରେ ଖୋଲିବ ଡାକଘର

ଭୁବନେଶ୍ୱର: ରାଜ୍ୟର ତୃଣମୂଳ ସ୍ତରରେ ଡାକସେବା ପ୍ରଦାନ କରିବା ଲାଗି ପ୍ରାୟ ୧୩୩ଟି ଡାକଘର ନିର୍ମାଣ ପାଇଁ ଓଡିଶା ଡାକ ପରିମଣ୍ଡଳ ନିଷ୍ପତ୍ତି ନେଇଛି । ଖାସକରି ମାଓ ଅଧ୍ୟୁଷିତ ଅଞ୍ଚଳରେ ଡାକସେବା ପ୍ରଦାନ ଲାଗି ଯୋଜନା ରହିଛି । ଗତ ବୁଧବାର ଦିନ ‘ବିଶ୍ୱ ଡାକ ଦିବସ’ ଅବସରରେ ଏକ…

‘ଜିଓ’ର ନୂଆ ନିୟମ; ଅନ୍ୟ ନେଟଓ୍ୱର୍କକୁ କଲ ପାଇଁ ଦେବାକୁ ପଡିବ ମିନିଟକୁ ‘ଛ’ ପଇସା

ନୂଆଦିଲ୍ଲୀ: ଆଜିଠାରୁ ଲାଗୁହେଲା ଜିଓର ନିୟମ । ଜିଓ ନେଟୱର୍କରୁ ଅନ୍ୟ ନେଟଓ୍ୱର୍କକୁ କଲ୍‌ କଲେ ଏବେ ଦେବାକୁ ପଡିବ ଦେୟ । ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୧୦ ତାରିଖରୁ ମିନିଟ୍‌ ପିଛା ଦେବାକୁ ପଡିବ 'ଛଅ ପଇସା' । ପୂର୍ବରୁ ଜିଓ ସମସ୍ତ ନେଟୱର୍କକୁ ମାଗଣା କଲ୍‌ ସେବା ଯୋଗାଇଦେଉଥିବା…