Latest Odisha News

BREAKING NEWS

Browsing Category

ଫିଚର

ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦିୟୁରାପ୍ପା

ବେଙ୍ଗାଲୁରୁ: କିଛିଦିନ ଧରି କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟର ପରିସମାପ୍ତି ହେବାକୁ ଯାଉଛି, ବରିଷ୍ଠ ବିଜେପି ନେତା ବି ଏସ ୟେଦିୟୁରାପ୍ପା ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ଗଣମାଧ୍ୟମର ସୂଚନା…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୩ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ଭୁବନେଶ୍ୱର ସମେତ ପ୍ରାୟ ୧୩ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ୪ଟା ୩୦ମି.…

କଡାକଡି ହେଲା ପାଟ୍ରୋଲିଂ, କମିଶନରେଟ୍ ପୋଲିସର ରାତି ଅଧିଆ ଛାନଭିନ୍ !

କଟକ/ଭୁବନେଶ୍ୱର: କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ ଗୁରୁବାର ବିଳମ୍ବିତ ରାତିରେ ଜୋରଦାର୍ ଛାନଭିନ୍ କରାଯାଉଥିବା ନଜରକୁ ଆସିଛି । ଏପରିକି ପ୍ରବଳ ବର୍ଷା ସତ୍ୱେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଟ୍ୱିନସିଟିର ରାଜରାସ୍ତାରେ ପାଟ୍ରୋଲିଂ କରୁଥିବା ନେଇ ସୂଚନା…

ରାୟଗଡାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ରାୟଗଡା: ରାୟଗଡାର ବିଷମକଟକ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ଗତ ୧୭ ତାରିଖ ଦିନ ପିଡିତାଙ୍କ ମା’ ଘରେ ନଥିବାବେଳେ ଏହାର ସୁଯୋଗ ନେଇ ତଥା ଉକ୍ତ ନାବାଳିକାକୁ ଏକୁଟିଆ ପାଇ କେହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡିତା ଜଣକ…

‘କାରଗିଲ୍ ବିଜୟ ଦିବସ’: ଆଜି ଭାରତ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ

ଭୁବନେଶ୍ୱର: ଆଜି ହେଉଛି ‘କାରଗିଲ୍ ବିଜୟ ଦିବସ’ । ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନାର ‘ଅପରେସନ ବିଜୟ’ ଅଭିଯାନ ସଫଳ ହେବାସହ ପାକିସ୍ତାନୀ ଅନୁପ୍ରବେଶକାରୀ ମାନେ ଦଖଲ କରିଥିବା ସମସ୍ତ ଘାଟି ହରାଇଥିଲେ । ପାକିସ୍ତାନ ବିପକ୍ଷରେ ବୀରତ୍ୱର ସହ ଯୁଦ୍ଧ କରି ବିଜୟ…

ଅନେକ ରୋଗରୁ ରକ୍ଷାକରେ ‘ଲେମ୍ବୁପାଣି’

ଲେମ୍ବୁପାଣିର ନିୟମିତ ବ୍ୟବହାର ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ହଜମ ପକ୍ରିୟା ମଧ୍ୟ ଠିକ୍ ରହିଥାଏ । ଲେମ୍ବୁପାଣି ମଧ୍ୟ ଶରୀରର ପି.ଏଚର ସ୍ତରକୁ ସନ୍ତୁଳିତ ରଖେ। ସାଇଟ୍ରସ ଫଳମାନଙ୍କରେ ଭିଟାମିନ-ସି ପ୍ରଚୁର ପରିମାଣରେ ଭରି ରହିଥାଏ । ଏହାଦ୍ୱାରା ଶରୀରରେ…

ଶେଷରେ ଜେଲରୁ ମୁକୁଳିଲେ ମାନ୍ୟବର…

କଟକ: ଆତ୍ମଘୋଷିତ ଧର୍ମଗୁରୁ ବାବା ସାରଥୀ ପ୍ରାୟ ୪ ବର୍ଷ ପରେ ଗୁରୁବାର ଦିନ ଚୌଦ୍ୱାର କେନ୍ଦ୍ରୀୟ ଜେଲରୁ ମୁକୁଳିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ, ଜୁଲାଇ ୨୨ ତାରିଖରେ ବାବା ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା । ଏହି ସର୍ତ୍ତମୂଳକ ବେଲ ଅନୁଯାୟୀ,…

ଭାରତୀୟ ଜାତୀୟ ହକିଦଳରେ ସାମିଲ୍ ହେଲେ ୨ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଓଡ଼ିଶାର ୨ଜଣ ଉଦୀୟମାନ ହକି ଖେଳାଳି ନୀଲମ୍ ସଞ୍ଜୀବ ଖେସ୍ ଏବଂ ଆଶୀଷ ଟପ୍ନୋ ଭାରତୀୟ ଜାତୀୟ ଦଳରେ ସାମିଲ୍ ହୋଇଛନ୍ତି । ଓଡ଼ିଶାର ଏହି ଦୁଇଜଣ ଖେଳାଳି ଅଗଷ୍ଟ ୧୭ରେ ଜାପାନଠାରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ଲାଗି ମନୋନୀତ ହୋଇଥିବା ୧୮ ଜଣିଆ ଭାରତୀୟ ଜାତୀୟ…

ବାହୁବଳୀଙ୍କ କ୍ରେଜ: ରିଲିଜ ହେବାକ୍ଷଣି ସୋସିଆଲ ମିଡିଆରେ ଛାଇଗଲା ‘ସାହୋ’ର ପୋଷ୍ଟର

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ସିନେମା ‘ସାହୋ’ର ନୂଆ ପୋଷ୍ଟର ରିଲିଜ ହେଉହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସିନେମାରେ ପ୍ରଭାସଙ୍କ ବିପକ୍ଷରେ ଶ୍ରଦ୍ଧା କପୂର ନଜର ଆସିବେ । ପ୍ରଭାସ ଓ ଶ୍ରଦ୍ଧା ଥିବା ପୋଷ୍ଟରକୁ ତରୁଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ…

ବିରୋଧୀ ଦଳଙ୍କ ବିରୋଧ ସତ୍ୱେ ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାରିତ ହେଲା

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କ ବୈବାହିକ ଅଧିକାର ସୁରକ୍ଷା ସମ୍ପର୍କୀତ ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାସ୍ ହୋଇଛି । ଗୁରୁବାର ଦିନ ଲୋକସଭାରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ସହିତ ଏହି ବିଲଟିକୁ ବିରୋଧ କରାଯାଇଥିଲା । ଏହା  ସତ୍ୱେ ବିଲ୍ ଟି ଗୃହରେ ପାରିତ ହୋଇଛି । ଏହି ‘ତିନି…