Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୬-୦୭-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୬ ରିଖ ଶୁକ୍ରବାର କର୍କଟ ୧୦ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ନବମୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ ରାଶିର ଘାତ…

ତାଳଚେର ମାଟି ଧସିବା ଘଟଣା: ଏମସିଏଲକୁ ଦାୟୀ କଲେ ସ୍ଥାନୀୟ ବିଧାୟକ

ତାଳଚେର: ତାଳଚେର ମାଟି ଧସିବା ଘଟଣାରେ ଗୁରୁବାର ଦିନ ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ମହାନଦୀ କୋଲଫିଲ୍ଡ ଲିମିଟେଡ଼ (ଏମସିଏଲ)କୁ ଦାୟୀ କରିଛନ୍ତି । "ଏମସିଏଲ ଅଧିକାରୀମାନେ ସୁରକ୍ଷାର ପୂର୍ବ ପ୍ରସ୍ତୁତି ବିନା କୋଇଲାଖଣିର ରେଡ଼ ଜୋନ୍ ଘୋଷିତ ହୋଇଥିବା ମାଟିତଳ ସ୍ଥାନରେ…

‘ଆନ୍ତଃରାଜ୍ୟ ନଦୀଜଳ ବିବାଦ ଟ୍ରିବ୍ୟୁନାଲ’ ଗଠନକୁ ଲୋକସଭାରେ ବିଜେଡ଼ିର ବିରୋଧ

ନୂଆଦିଲ୍ଲୀ: ଏକକ ଆନ୍ତଃରାଜ୍ୟ ନଦୀଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ ନେଇ କେନ୍ଦ୍ର ନେଇଥିବା ନିଷ୍ପତ୍ତିକୁ ଗୁରୁବାର ଦିନ ବିଜୁ ଜନତା ଦଳ ବିରୋଧ କରିଛି । ଏହି ପ୍ରସଙ୍ଗକୁ ଲୋକସଭାରେ ଉପସ୍ଥାପିତ କରି ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯଦିଓ ଜଳ ଉତ୍ସ ଏକ ରାଜ୍ୟ ଭିତ୍ତିକ…

ଭାରତୀୟ ସେନାରେ ‘କଳିଙ୍ଗ ରେଜିମେଣ୍ଟ’ ପ୍ରତିଷ୍ଠା କରିବାକୁ ଓଡ଼ିଶାର ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀରେ ‘କଳିଙ୍ଗ ରେଜିମେଣ୍ଟ’ ପ୍ରତିଷ୍ଠା କରିବା ପରି ଓଡ଼ିଶାର ବହୁଦିନର ଦାବୀକୁ ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଉପସ୍ଥାପନ କରିଛନ୍ତି । ଭାରତୀୟ ପ୍ରତିରକ୍ଷାକୁ ରାଜ୍ୟର ଅବଦାନ ତଥା ଅତୀତର ସମୃଦ୍ଧିଶାଳୀ ଓଡ଼ିଶା ସମ୍ପର୍କରେ ଆଲୋକପାତ କରି ସାଂସଦ…

ପୁଣି ପରଦାରେ ସର୍ଜିକାଲ୍ ଷ୍ଟ୍ରାଇକ୍‌

ମୁମ୍ବାଇ: ‘ହାଓ ଇଜ୍‌ ଦ ଜୋସ୍‌’ ....' ହାଏ ସାର' - ଏଭଳି ନାରା ଶୁଣିଲେ ମନେପଡେ ଭାରତୀୟ ଯବାନଙ୍କ ବୀରଗାଥାର ଚଳଚ୍ଚିତ୍ର ‘ଉରି ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କଥା । ଅଭିନେତା ଭିକି କୌଶଲଙ୍କ ଏହି ଡାଇଲଗ ଶୁଣିଲେ ଆଜିବି ପ୍ରତ୍ୟେକ ଭାରତୀୟଙ୍କ ରକ୍ତରେ ଶତ୍ରୁ ପ୍ରତି ପ୍ରତିଶୋଧର ବହ୍ନି…

ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କଲେ ନବୀନ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ବୁଧବାର ଦିନ ପ୍ରକାଶ ପାଇଥିବା ପାଟକୁରା ନିର୍ବାଚନୀ ଫଳାଫଳକୁ ନେଇ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ଏହି ବୈଠକରେ ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ…

ଧୋନୀ କାଶ୍ମୀରରେ ଭାରତୀୟ ସେନା ସହିତ ଦେଶଲାଗି ସେବା କରିବେ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ତଥା ଲେଫ୍ଟନାଣ୍ଟ କର୍ଣ୍ଟେଲ (ସମ୍ମାନିତ) ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ସେନା ସହିତ ସାମିଲ ହୋଇ କାଶ୍ମୀର ଉପତ୍ୟକାରେ ଦେଶମାତୃକା ଲାଗି ସେବା କରିବେ । ଧୋନୀ ଏବେ ୧୦୬ ପାରାଚ୍ୟୁଟ୍ ବାଟାଲିୟନ ସହ ସାମିଲ୍ ହୋଇ ଜୁଲାଇ ୩୧ରୁ ଅଗଷ୍ଟ ୧୫…

ମ୍ୟାଟ୍ରିକ୍ ଓ +୨ ଲାଗି ଗୋଟିଏ ବୋର୍ଡ଼ ସ୍ଥାପନ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିର ପ୍ରସ୍ତାବିତ ଚିଠା ଅନୁଯାୟୀ, ଓଡ଼ିଶା ସରକାର ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରି ଦୁଇଟି ଶିକ୍ଷା ପରିଷଦକୁ ମିଶ୍ରଣ କରି ଗୋଟିଏ ବୋର୍ଡ଼ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।…

ଭଦ୍ରକରେ ମିଳିଲା ବିରଳ ପ୍ରଜାତି ମାଛ, ଦାମ୍ ଜାଣିଲେ ଉଡିଯିବ ହୋସ୍ !

ଭଦ୍ରକ: ଓଡିଶା ଉପକୂଳବର୍ତ୍ତୀ ଧାମରା ପୋର୍ଟ ନିକଟ ଗଭୀର ସମୁଦ୍ର ମଧ୍ୟରୁ ଜଣେ ମତ୍ସ୍ୟଜୀବୀ ଗତକାଲି ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ପରେ ଏହି ମାଛଟିକୁ ପ୍ରାୟ ୩୨ ହଜାର ମୂଲ୍ୟ ଟଙ୍କାରେ ନିଲାମ କରାଯାଇଥିବା ଜଣାପଡିଛି । କୈବଲ୍ୟ ପ୍ରଜାତିର ଏହି ଦୁର୍ଲଭ ମାଛଟିର ଓଜନ ପାଖାପାଖି…

ଲୋକସଭାରେ ଆଜି ପୁଣି ଆଗତ ହେବ ‘ତ୍ରିପଲ ତଲାକ’ ବିଲ୍

ନୂଆଦିଲ୍ଲୀ : ଲୋକସଭାରେ ଗୁରୁବାର ଦିନ ମୋଦି ସରକାରଙ୍କ ପକ୍ଷରୁ ‘ତ୍ରିପଲ ତଲାକ’ ବିଲ୍ ଆଗତ ହେବାନେଇ ସମ୍ଭାବନା ରହିଛି । ଗୃହରେ ଆଜି ବିଧେୟକ ଉପରେ ଆଲୋଚନା ହେବା ପରେ ଏହି ତିନି ତଲାକ ବିଲ୍ ପାସ୍ ହୋଇପାରେ । ପ୍ରାପ୍ତ ସୂଚନାନୁଯାୟୀ ଏଥିପାଇଁ ବିଜେପି ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ୍…