Latest Odisha News

BREAKING NEWS

Browsing Category

ଫିଚର

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୩ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧ଟା ୧୫ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି…

ରାଉରକେଲାରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ରାଉରକେଲା: ରାଉରକେଲାର ଲାଠିକଟା ଥାନା ଅନ୍ତର୍ଗତ ଶିଉଡି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛି। ଆହତ ଅପରାଧୀ ଜଣକ ନାମ ସୁନୀଲ ମାଝି ବୋଲି ଜଣାପଡିଛି । ସୁନୀଲର ଜଙ୍ଘରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା…

କେଶ ପାଇଁ ଦେଶୀ ଘିଅ . . .

ସାଧାରଣତଃ ଘିଅ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ । ପ୍ରାୟ ସମସ୍ତେ ଘିଅକୁ ଖାଦ୍ୟ ଓ ପୂଜା ସାମଗ୍ରୀରେ ବ୍ୟବହାର କରିଥିବେ! କିନ୍ତୁ ଏହାକୁ କେହି କେଶରେ ବ୍ୟବହାର କରିବା କଥା ଜାଣି ନଥିବେ । ଦେଶୀ ଘିଅ ମାଲିସ କଲେ କେଶ ଶୀଘ୍ର ବଢିଥାଏ ଓ ମଜବୁତ ହୋଇଥାଏ । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ…

ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପାଟକୁରା ନିର୍ବାଚନ ଜିତିଲେ

କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଛି ଶାସକ ବିଜୁ ଜନତା ଦଳ । ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ରାଜ୍ୟ ରାଜନୀତିର ହେଭିୱେଟ୍ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି । ଏହି ବିଜୟ…

ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା: ସ୍କୁଲ ଶିକ୍ଷୟତ୍ରୀ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ଗୋହିରା ଛକ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ଜଣେ ଶିକ୍ଷୟତ୍ରୀ ପ୍ରାଣ ହରାଇଥିବା ବେଳେ ଜଣେ ପୂର୍ବତନ ପଧାନ ଶିକ୍ଷକ ଗଭୀର ଭାବେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜଟଣୀ ସ୍ଥିତ ଏମଡିଆରଏସ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ଓ…

ପାଟକୁରା ନିର୍ବାଚନ ଫଳାଫଳ ଘୋଷଣା ପରେ କେଉଁ ନେତା କ’ଣ କହିଲେ, ଜାଣନ୍ତୁ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନର ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଏ କ’ଣ କହିଲେ ଜାଣନ୍ତୁ । ନବୀନ ପଟ୍ଟନାୟକ ଏହି ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ନିର୍ବାଚିତ କରିଥିବାରୁ…

ତାଳଚେର ମାଟି ଧସିବା ଘଟଣା: ଜଣେ ମୃତ

ଅନୁଗୁଳ: ତାଳଚେର ମାଟି ଧସିବା ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ମାଟି ତଳୁ ଉଦ୍ଧାର ହୋଇଛି ଗୋଟିଏ ମୃତ ଦେହ। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଲମ୍ବିତ ରାତିରେ ତାଳଚେର ସ୍ଥିତ ଭାରତପୁର କୋଇଲା ଖଣିରେ ହଠାତ ମାଟି ଅତଡାଖସିଥଲା । ଏଥିରେ ପ୍ରାୟ ୧୩ ଜଣ ଶ୍ରମିକଙ୍କ ସମେତ ଅନେକ ଗାଡି ମୋଟର…

ଦେବକୁଣ୍ଡ: ଯେଉଁଠି ଦେବତା ମାନେ କରନ୍ତି ସ୍ନାନ

ନିତିଦିନିଆ ଜୀବନରୁ ବୋର ହୋଇଗଲେ ମନ ଚାହେଁ କୁଆଡେ ଟିକେ ବୁଲି ଆସିବାକୁ । ପ୍ରକୃତିର ଶୋଭାରାଜିରେ କିଛି ସମୟ ଅତିବାହିତ କରି ଆସିଲେ ମନରୁ ସତେ ଯେପରି ଅପସରି ଯାଏ ସମସ୍ତ କ୍ଳାନ୍ତି । ଆପଣ ମଧ୍ୟ ଯଦି ବୁଲିବା ପାଇଁ ପ୍ଲାନିଂ କରୁଛନ୍ତି,ତେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ…

ଚିନି କଳମାନଙ୍କ ଦେୟର ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ୨୦୧୯-୨୦ ଆଖୁ ଋତୁରେ ଚିନି କଳମାନଙ୍କ ସଠିକ୍ ଦେୟ ନିର୍ଦ୍ଧାରଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଅନୁମୋଦନ କରିଛନ୍ତି । ୨୦୨୯-୨୦ ଋତୁ ପାଇଁ ଆଖୁ ମୂଲ୍ୟ…

ଆସନ୍ତା ୪ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଜୁଲାଇ ୨୬ ତାରିଖରେ ଏକ ଲଘୁଚାପର ଆଶଙ୍କା ରହିଥିବା ଯୋଗୁଁ ଆଗାମୀ ୪ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏକ ଆଲର୍ଟ ଜାରି ହୋଇଛି । ଜୁଲାଇ ୨୫…