Latest Odisha News

BREAKING NEWS

Browsing Category

ଫିଚର

ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି, ପ୍ରଦର୍ଶନୀ ପଡ଼ିଆରେ ହୋଇଛି ଫୁଲ୍ ଡ୍ରେସ୍ ରିହର୍ସଲ

ଭୁବନେଶ୍ଵର : ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୋଲିସ ଡିଜି ସୁନିଲ୍ ବଂଶଲଙ୍କ ତତ୍ତ୍ଵାବଧାନରେ ଚାଲିଛି ରିହର୍ସଲ । ଚଳିତ…

ପ୍ରେସକ୍ରିପ୍ସନରେ ଜେନେରିକ ମେଡିସିନ ଲେଖିବାକୁ ଡାକ୍ତର ବାଧ୍ୟ; ନ ହେଲେ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ସ୍ୱାସ୍ଥ୍ୟସେବା ସମ୍ପର୍କିତ ନୂଆ ଆଇନ ଜାରି କରିଛନ୍ତି । ସମସ୍ତ ଡାକ୍ତର ଏଣିକି ପ୍ରେସକ୍ରିପସନରେ ଜେନେରିକ ଔଷଧ ଲେଖିବାକୁ ବାଧ୍ୟ । ଏହି ନିୟମ ନ ମାନିଲେ  ଡାକ୍ତରୀ ଲାଇସେନ୍ସ ରଦ୍ଦ କରାଯିବ । ଏମିତି ଚେତାବନୀ ଦେଇଛି ଏନଏମସି।…

ଜଳୁଛି ଆମେରିକାର ହଓ୍ବାଇ ଦ୍ବୀପ ଜଙ୍ଗଲ: ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି

ଆମେରିକା: ଦିନକୁ ଦିନ ବ୍ୟାପିବାରେ ଲାଗିଛି ଆମେରିକାର ହଓ୍ବାଇ ଦ୍ବୀପ ଜଙ୍ଗଲରେ ଲାଗିଥିବା ନିଆଁ  । ସ୍ବର୍ଗ ପରି ସୁନ୍ଦର ଦେଖାଯାଉଥିବା ସହର ଏବେ ପୁରା ଛାରଖାର ହେବାକୁ ଲାଗିଛି  । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି  । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୮୦କୁ…

କାନାଡାରେ ପୁଣି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ଥାନୀ ଆତଙ୍କୀ

ନୂଆଦିଲ୍ଲୀ: କାନାଡାରେ ପୁଣି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ଥାନୀ ଆତଙ୍କୀ । ଖଲିସ୍ଥାନୀ ଚରମପନ୍ଥୀ ଲଗାତାର ଭାବେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ଖଲିସ୍ଥାନୀ ସମର୍ଥକ ସରେ ସ୍ଥିତ ଏକ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ସେତିକି ନୁହେଁ, ମନ୍ଦିର…

ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର, ଓଡିଶା ସୀମାରେ ହାଇଆଲର୍ଟ ଜାରି

ଝାରଖଣ୍ଡ: ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର  । ଜଙ୍ଗଲରେ ଭିତରେ ଆତଙ୍କବାଦୀଙ୍କ ଷ୍ଟାଇଲରେ ବଙ୍କର ତିଆରି କରି ସୁରକ୍ଷାକର୍ମୀଙ୍କୁ ଚକମା ଦେଉଥିଲେ ମିଶିର ବିଶ୍ରା । ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ  । ମିଶିର ସିପିଆଇ ମାଓବାଦୀ…

ମଣିପୁରରେ ସହିଦ ହେଲେ ଓଡ଼ିଆ ଯବାନ, ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ

ବରଗଡ: ମଣିପୁରରେ ଓଡ଼ିଆ ଯବାନ ସହିଦ । ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ଗାଡ଼ି ଦୁର୍ଘଟଣାରେ ବରଗଡର ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲ ସହିଦ ହୋଇଥିବା ସୂଚନା ମିଳିଛି । ନୀଳାଞ୍ଚଳ ୨୦୦୪ ମସିହାରୁ ଆସାମ ରାଇଫଲ୍ସରେ  କାର୍ଯ୍ୟରତ ଥିଲେ। ଏହି ଖବର ମିଳିବା ପରେ ଗାଁରେ ଶୋକାକୂଳ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ଚାମ୍ପିୟନ

ମାଡ୍ରାସ: ମେୟର ରାଧାକ୍ରିଷ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଫାଇନାଲରେ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତକୁ କିନ୍ତୁ ଫାଇନାଲରେ ମାଲେସିଆ ନାକେଦମ କରିଥିଲା । ଯୁଗରାଜ…

ଅଜବ ଚର୍ମରୋଗ: ହାତ,ପାଦରେ ବଢୁଛି ଉଦ୍ଭିଦ ଭଳି ଚର୍ମ , ଅଚଳ କରିଦେଉଛି ମଣିଷକୁ

ବାଂଲାଦେଶ : କଥାରେ ଅଛି ଶରୀର ଅଛି ତ ରୋଗ ଅଛି । ଅନେକଙ୍କ ଶରୀରରେ ଭିନ୍ନ ଭିନ୍ନ ରୋଗ ରହିଥାଏ । ଯାହାକୁ ନେଇ ଲୋକେ ଚିନ୍ତିତ ହେବା ସହ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିଥାନ୍ତି । ପରେ ସୁସ୍ଥ ହୋଇଥାନ୍ତି । କିନ୍ତୁ ବାଙ୍ଗଲାଦେଶରେ ଏମିତି କିଛି ଅଜବ ରୋଗ ଦେଖିବାକୁ ମିଳିଛି,…

ଅଜବ ସ୍କୁଟର: ଯାହା ଦେଖିବାକୁ ଓଲଟା, ଚାଲୁଛି ସିଧା

ଆଜିକାଲି ସୋସିଆଲ ମିଡିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆଖି ବିଶ୍ୱାସ କରିପାରେନା । ଆଉ କିଛି ଭିଡ଼ିଓ ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ…

ପିଏମ ସ୍ବନିଧି ଯୋଜନାର ପ୍ରଗତି ବାବଦରେ ତିନି ରାଜ୍ୟରେ ସମୀକ୍ଷା କରିବ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କେ କରାଡ଼ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ବର ଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ପୂର୍ବ ଭାରତୀୟ ରାଜ୍ୟରେ ପିଏମ ସ୍ବନିଧି ଯୋଜନାର ପ୍ରଗତି ଓ…