Latest Odisha News

BREAKING NEWS

Browsing Category

ଖାଦ୍ୟ

ଏହି ଫଳର କେବଳ ମଞ୍ଜି ନୁହେଁ, ଚୋପାରେ ମଧ୍ୟ ରହିଛି ଅନେକ ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ପୋଷକ ତତ୍ତ୍ୱରେ ଭରପୁର ଡାଳିମ୍ବ ଶରୀର ପାଇଁ ବହୁ ମାତ୍ରାରେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଶରୀରରେ ରକ୍ତର ମାତ୍ରା ବଢାଇବା ପାଇଁ ଡାଳିମ୍ବ ରାମବାଣ ସଦୃଶ୍ୟ । ଡାଳିମ୍ବର ମଞ୍ଜି ଠାରୁ ଆରମ୍ଭ କରି ତା’ର ଚୋପା ପର୍ଯ୍ୟନ୍ତ ସବୁଥିରୁ ଶରୀରକୁ ପୋଷକ ତତ୍ତ୍ଵ ମିଳିଥାଏ । ଡାଳିମ୍ବ…

ଜିଙ୍କ ଅଭାବରୁ ଦେଖାଯାଇଥାଏ ଅନେକ ରୋଗ, ଦୈନିକ ଖାଦ୍ୟରେ ଖାଆନ୍ତୁ ଏହି ୫ ଖାଦ୍ୟ ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଜିଙ୍କ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ମେଟାବୋଲିଜିମ୍ କୁ ସୁସ୍ଥ ରଖିବା, ସ୍ନାୟୁଗତ ସ୍ୱାସ୍ଥ୍ୟ ଏବଂ ହଜମ ଶକ୍ତି କୁ ଭଲ ରଖିବାରେ ଜିଙ୍କ ମଧ୍ୟ ପ୍ରଭାବଶାଳୀ ଅଟେ । ଯଦି ଶରୀରରେ ଜିଙ୍କ ଅଭାବ ଥାଏ, ତେବେ କ୍ଷତ ଭଲ ହେବା ପାଇଁ ସମୟ…

ସବୁ ପ୍ରକାର ଫଳକୁ ପଛରେ ପକାଇଦେବ ଏହି ଫଳ, ଫାଇଦା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ନିରୋଗ ରହିବାକୁ ହେଲେ ପ୍ରତିଦିନ ଫଳ ଖାଆନ୍ତୁ, କିନ୍ତୁ ଓଡ଼ିଶାରେ ଅଧିକାଂଶ ସୁସ୍ଥ ହେବାକୁ ଫଳ ଖାଇଥାନ୍ତି। ତେଣୁ ଆମ ଶରୀର ପାଇଁ ଫଳ କେତେ ଉପଯୁକ୍ତ ତାହା ତ ଏଇଠୁ ବୁଝିପାରୁଥିବେ। ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ କୁହନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ଗୋଟେ ଦିନରେ ଅତି କମ୍…

ଏହି ଛତୁରୁ ମିଳେ ଆମିଷଠୁ ବି ଅଧିକ ପ୍ରୋଟିନ୍, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଓୟେଷ୍ଟର ମସରୁମରେ ଆମିଷ ଅପେକ୍ଷା ଅଧିକ ପ୍ରୋଟିନ ମିଳିଥାଏ । ଏହା ଅନେକ ପୌଷ୍ଟିକ ଗୁଣରେ ଭରପୁର ଥିବା ସହ ଅନେକ ସ୍ଵାସ୍ଥ୍ୟପ୍ରଦ ମଧ୍ୟ । ଓୟେଷ୍ଟର ମସରୁମ୍ ର ରଙ୍ଗ ଏବଂ ଆକାର ସିପ୍ ପରି । ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର…

ଓଜନ କମାଇବାରେ ସାହାର୍ଯ୍ୟ କରେ ଏହି ଚା, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ପ୍ରାୟତଃ ଆମ ମାନଙ୍କର ଦିନର ଆରମ୍ଭ ଏକ କପ୍‌ ଚା’ରୁ ହୋଇଥାଏ । କାରଣ ଆମ ଦେଶରେ ଅଧିକାଂଶ ଲୋକ ଚା’ର ସୌକିନ ଥାନ୍ତି । ଘରକୁ କେହି ଅତିଥି ଆସିଲେ ପ୍ରଥମେ କପେ ଚାହାରେ ହିଁ ତାଙ୍କ ସ୍ୱାଗତ କରାଯାଇ ଥାଏ । କିନ୍ତୁ ସକାଳୁ ସକାଳୁ ଖାଲି ପେଟରେ ଚା ପିଇବା ଦ୍ୱାରା ଅନେକ ସମସ୍ୟାର…

ଅଧିକ ଲୁଣ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ଗମ୍ଭୀର ରୋଗ

ଭୁବନେଶ୍ଵର: ଲୁଣ ବିନା ଖାଦ୍ୟର ସ୍ୱାଦ ଆସେନାହିଁ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି କୁହାଯାଏ। ଏଥିରେ ସୋଡିୟମ୍ ଭରପୂର ମିଳିଥାଏ। କିନ୍ତୁ, ଅଧିକ ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ଏହା ଅନେକ ରୋଗର କାରଣ…

ଅତ୍ୟଧିକ ମସଲା ଜନିତ ଖାଦ୍ୟ ଶରୀରକୁ ମଧ୍ୟ ଦେଇଥାଏ ଫାଇଦା, କିନ୍ତୁ ଧ୍ୟାନରେ ରଖନ୍ତୁ ଏହି କଥା

ଭୁବନେଶ୍ଵର: ସାଧାରଣତଃ ଆମକୁ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଡାକ୍ତର ମନା କରିଥାଆନ୍ତି । କାରଣ ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ ଆମ ଶରୀରକୁ ହାନୀ ପହଞ୍ଚାଇଥାଏ । ସେଥିପାଇଁ ଆମେ ପ୍ରାୟତଃ ଆମର ସ୍ଵାସ୍ଥ୍ୟ କଥା ଭାବି ମସଲା ଯୁକ୍ତ ଖାଦ୍ୟ ଖାଇନଥାଉ । ତେବେ କଣ ଆପଣ ଜାଣିଛନ୍ତି କି ମସଲା ଯୁକ୍ତ…

ଏହି ରୋଗରେ ପୀଡିତ ଥିଲେ ଖାଆନ୍ତୁ ନାହିଁ ଅଣ୍ଡା, ନଷ୍ଟ ହୋଇପାରେ ଶରୀରର ଏହି ଅଙ୍ଗ

ଭୁବନେଶ୍ଵର: ସାଧାରଣତଃ ଅନେକ ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ଅଣ୍ଡାରେ ପ୍ରୋଟିନ୍ ଭରପୁର ପରିମାଣରେ ଥାଏ । ଅଣ୍ଡାକୁ ପ୍ରୋଟିନର ସବୁଠାରୁ ଉତ୍କୃଷ୍ଟ ଉତ୍ସ ବୋଲି କୁହାଯାଏ । ଅଣ୍ଡାକୁ ଯେ କେବଳ ଜଳଖିାଆରେ ଖିଆ ଯାଏ ତାହା ନୁହେଁ, ଅଣ୍ଡାକୁ ଲଞ୍ଚ୍ ଓ ଡିନର୍ ରେ ମଧ୍ୟ…

ମହିଳାମାନେ ଖାଆନ୍ତୁ କଞ୍ଚା ଅମୃତଭଣ୍ଡା, ଏହି ସବୁ ରୋଗରୁ ମିଳିବ ଉପଶମ

ନୂଆଦିଲ୍ଲୀ: କଞ୍ଚା ଅମୃତଭଣ୍ଡା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ସେହିପରି ପାଚିଲା ଅମୃତଭଣ୍ଡା ମଧ୍ୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବିଶେଷକରି ମହିଳାମାନେ କଞ୍ଚା ଅମୃତଭଣ୍ଡା ଖାଇବା ଜରୁରୀ । କଞ୍ଚା ଓ ପାଚିଲା ଅମୃତଭଣ୍ଡା ଯେତିକି ସ୍ୱାଦିଷ୍ଟ ତାହା…

ଶୀତଦିନେ ଆପଣଙ୍କର ବି ଓଠ ଫାଟୁଛି କି? ତେବେ ଏପରି ନିଅନ୍ତୁ ଓଠର ଯତ୍ନ

ଭୁବନେଶ୍ଵର: ପ୍ରାୟତ ଶୀତ ଋତୁରେ ଓଠ ଫାଟିବା ଲୋକଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଯାଏ । ଶରୀରରେ ଜଳୀୟଅଂଶ ଅଭାବ ହେଲେ ଓଠ ଫାଟିବା ସହିତ ଚର୍ମ ଶୁଷ୍କ ରହେ । ବାସ୍ତବରେ ଶୀତଋତୁ ଆସିବା ମାତ୍ରେ ଆମେ ଜଳର ବ୍ୟବହାରକୁ କମ୍ କରିଦେଉ । ଯେଉଁ କାରଣରୁ ଶୀତଦିନେ ଶୁଖିଲା ଚର୍ମ ଏବଂ ଶୁଖିଲା ଓଠରେ…