Latest Odisha News

BREAKING NEWS

Browsing Category

କ୍ରିକେଟ

ଅଧିକ ସୁନା ଆଣିଥିବାରୁ ମୁମ୍ବାଇ ବିମାନ ବନ୍ଦରରେ କ୍ରିକେଟର କୃଣାଳ ପାଣ୍ଡ୍ୟାଙ୍କୁ ପଚରାଉଚରା

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା କୃଣାଳ ପାଣ୍ଡ୍ୟା ଆବଶ୍ୟକତାଠାରୁ ଅଧିକ ସୁନା ଆଣିଥିବାରୁ ଫସିଛନ୍ତି । ତାଙ୍କୁ ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଆଣିଥିବା ସୁନାର କାଗଜପତ୍ର ଦେଖାଇବା ପାଇଁ ପାଣ୍ଡ୍ୟାଙ୍କୁ କଷ୍ଟମ…

ସେହ୍ୱାଗଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତଙ୍କୁ ସ୍ଥାନ ନାହିଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ନିକଟରେ ସମ୍ପନ୍ନ ହୋଇଥିବା ଆଇପିଏଲର ଶ୍ରେଷ୍ଠ ଏକାଦଶ ବାଛିଛନ୍ତି । ତେବେ ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ସ୍ଥାନ ମିଳି ନାହିଁ । ଯାହା କି ଅନେକଙ୍କୁ ଚକିତ କରିଛି ।…

ଅଭିନେତା ମୋହନଲାଲ କିଣିବେ ନବମ ଆଇପିଏଲ୍ ଟିମ୍ !

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ଶୁଣିବାକୁ ମିଳୁଛି ୨୦୨୧ ଆଇପିଏଲରେ ବିସିସିଆଇ ସାମିଲ କରିବ ନବମ ଟିମ୍ । ଏ ନେଇ ନିଷ୍ପତ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିନଥିଲେ ବି କିଛି ସମ୍ଭାବ୍ୟ ନିଲାମଧାରୀ ନାଁ ସାମ୍ନାକୁ ଆସିଛି । ବିଗତ କିଛିବର୍ଷ ଧରି ବିସିସିଆଇର ଯୋଜନା ମୁତାବକ ଖେଳ ଓ ମନୋରଂଜନ…

ସଫଳ ହେଲା ଆଇପିଏଲ, କାନ୍ଦୁଛି ପାକିସ୍ତାନ୍ କ୍ରିକେଟ୍ !

ଭୁବନେଶ୍ୱର: ଚଳିତବର୍ଷ କରୋନା ମହାମାରୀ ଓ ଅନ୍ତର୍ଜାତୀୟ କଟକଣାରେ ବି ସୁଚିନ୍ତିତ ଉପାୟରେ ଆୟୋଜିତ ହୋଇଥିଲା ଆଇପିଏଲ୍ । କେବଳ ଆୟୋଜନ କାହଁକି ବରଂ ସବୁଠୁ ସଫଳତମ ସଂସ୍କରଣ ଭାବେ ମଧ୍ୟ ୨୦୨୦ ଆଇପିଏଲ୍ ମର୍ଯ୍ୟଦା ପାଇଛି । ହେଲେ ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ କିନ୍ତୁ ଆଖିରୁ ଲୁହ…

ଇଣ୍ଟରନେଟ୍‌ରେ ଭାଇରାଲ୍ ଟିମ୍ ଇଣ୍ଡିଆର ନୂଆ ଜର୍ସି !

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କ୍ରିକେଟ୍ ମହା-ମୁକାବିଲା । ଏଥିପାଇଁ ନିକଟରେ ଅଷ୍ଟ୍ରେଲିଆ ଦଳ ଟି୨୦ ଓ ଦିନିକିଆ ମ୍ୟାଚ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଥିଲା । ଆଉ ଏବେ ଶୁଣିବାକୁ ମିଳିଛି ଟିମ୍ ଇଣ୍ଡିଆ ବି କୁଆଡେ ଦିନିକିଆ ଓ ଟି୨୦ରେ ନୂଆ ତଥା ପାରମ୍ପରିକ ଜର୍ସି ପରିଧାନ…

ଆଇପିଏଲ ୧୩ତମ ସଂସ୍କରଣର ରେକର୍ଡ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଶେଷ ହୋଇଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୫ମ ଟାଇଟଲ ହାସଲ କରିଛି । ଆସନ୍ତୁ ଜାଣିବା ଏହି ସଂସ୍କରଣର ରେକର୍ଡ ସମ୍ପର୍କରେ.. ୧.ସର୍ବାଧିକ ଚାମ୍ପିୟନ: ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଏହି ଟାଇଟଲ ହାସଲ…

ଆୟାର, ପନ୍ତଙ୍କ ଲଢ଼ୁଆ ବ୍ୟାଟିିଂ, ମୁମ୍ବାଇ ସମ୍ମୁଖରେ ୧୫୭ ରନର ଲକ୍ଷ୍ୟ

ଦୁବାଇ: ଶ୍ରେୟାଶ ଆୟାର ଓ ଋଷଭ ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୧୫୭ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା । ଟସ୍ ଜିତି ଦିଲ୍ଲୀ ଅଧିନାୟକ…

ଆଇପିଏଲ ଫାଇନାଲ : ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

ଦୁବାଇ: ଆଇପିଏଲର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟର୍ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବ । ମୁମ୍ବାଇ…

ଖୁସି ଖବର : ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ଷ୍ଟାଡିୟମରେ ଉପଭୋଗ କରିପାରିବେ ଦର୍ଶକ

ସିଡନୀ:କରୋନା କଳରେ ମନୋରଞ୍ଜନର ସଂଜ୍ଞା ବଦଳି ଯାଇଥିଲା । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଧିରେ ଧିରେ କଟକଣା ଖେଲାଯାଉଛି । କ୍ରିକେଟପ୍ରେମୀଙ୍କ ପାଇଁ ଏହି ଅବସରରେ ଖୁସି ଖବର ଆସିଛି । ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜକୁ ଦର୍ଶକ ଷ୍ଟାଡିୟମରେ ବସି ଉପଭୋଗ କରିପାରିବେ । ମଙ୍ଗଳବାର…

୫ ମାସ ତଳେ ଆଇପିଏଲ ନେଇ ଭବିଷ୍ୟବାଣୀ କରିଥିଲେ, ୬ରୁ ୫ ଠିକ୍….

ଆବୁଧାବି: ଆଇପିଏଲର ଫାଇନାଲ ମ୍ୟାଚ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହା ପରେ ଚାମ୍ପିୟନ କିଏ ହେବ ଜଣାପଡିବ । ତେବେ ବର୍ତମାନ ସୋସିଆଲ ସାଇଟରେ ୪ ମାସ ତଳେ ଫଳାଫଳ ଭବିଷ୍ୟବାଣୀ କରିଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ । ତାଙ୍କ ଟୁଇଟ ଏବେ…