Latest Odisha News

BREAKING NEWS

Browsing Category

କ୍ରିକେଟ

ପ୍ରଥମ ଟେଷ୍ଟ ପରେ କୋହଲି ସ୍ୱଦେଶ ଫେରିବେ, ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଯିବେ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପରେ ସ୍ୱଦେଶ ଫେରିବେ । ଏହାର କାରଣ ହେଲା ପତ୍ନୀ ଅନୁଷ୍କା ସେ ସମୟରେ ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବେ । କୋହଲି ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କ ସହିତ ରହିବେ । ସେହିପରି…

ଧାୱନ ଧମାକା, ଦିଲ୍ଲୀ ୧୮୯/୩

ଆବୁଧାବି: ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ଦ୍ୱିତୀୟ ପ୍ଲେ ଅଫ ମୁକାବିଲାରେ ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୦ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୮୯ ରନ…

ବାଂଲାଦେଶ ଟି୨୦ ଅଧିନାୟକ ମହମ୍ମୁଦାଲ୍ଲାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ପଜିଟିଭ

ଢ଼ାକା: ବାଂଲାଦେଶ ଟି୨୦ କ୍ରିକେଟ ଦଳର ଅଧିନାୟକ ମହମ୍ମୁଦାଲ୍ଲାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଫଳରେ ସେ ପାକିସ୍ତାନ ସୁପର ଲିଗରେ ଖେଳିପାରିବେ ନାହିଁ । ମୋଇନ ଅଲୀଙ୍କ ସ୍ଥାନରେ ମୁଲ୍ଲାତାନ ସୁଲ୍ଲତାନ ଟିମରେ ତାଙ୍କୁ ସାମିଲ କରାଯାଇଥିଲା । କୌଣସି କରୋନା ଲକ୍ଷଣ ନ…

ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ ଟିମ୍

ଆବୁଧାବି: ଆଇପିଏଲ୍-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ଇଜର୍ସ ହାଇଦ୍ରାବାଦ ମୁକାବିଲା ହୋଇଛି ।  ଦିଲ୍ଲୀ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ବିଜେତା ଦଳ ହିଁ ୪ ଥର ବିଜେତା ମୁମ୍ବାଇ ଫାଇନାଲରେ ଭେଟିବ । ହାଇଦ୍ରାବାଦ ଲଗାତାର…

ଆଇପିଏଲ: ଏଲିମିନେଟର ମ୍ୟାଚରେ ଖେଳିଥିଲେ ୮ ଅଧିନାୟକ

ଆବୁଧାବି: ଆଇପିଏଲ ୧୩ତମ ସଂସ୍କରଣରେ ଶୁକ୍ରବାର ଅନୁଷ୍ଠିତ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଲିମିନେଟର ମ୍ୟାଚରେ ୮ଜଣ ଅଧିନାୟକ ଖେଳୁଥିଲେ । ବାଙ୍ଗାଲୋର ପକ୍ଷରୁ ୩ଜଣ ଖେଳୁଥିଲେ । ସେମାନେ ହେଲେ ଟିମ୍ ଇଣ୍ଡିଆର ତଥା ବାଙ୍ଗାଲୋରର ନିୟମିତ ଅଧିନାୟକ ବିରାଟ କୋହଲି,…

ବାଙ୍ଗାଲୋରକୁ ୧୩୧ ରନରେ ରଖିଲା ହାଇଦ୍ରବାଦ

ଆବୁଧାବି: ଚଳିତ ଆଇପିଏଲରେ ଶୁକ୍ରବାର ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନୈରାଶ୍ୟଜନକ ବ୍ୟାଟିଂ କରିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମୁକାବିଲାରେ ବାଙ୍ଗାଲୋର ୨୦ ଓଭରରେ ୭ ଉଇକେଟ ହରାଇ ୧୩୧ ରନ କରିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଏବି…

ଆଇପିଏଲ ଏଲିମିନେଟର ମ୍ୟାଚ: ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତି

ଆବୁଧାବି: ଚଳିତ ଆଇପିଏଲର ଶୁକ୍ରବାର ଖେଳାଯାଉଥିବା ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ବାଙ୍ଗାଲୋର ଚୂଡାନ୍ତ ଦଳରେ ୩ଟି ପରିବର୍ତନ କରିଛି । ଜୋଶ ଫିଲିପ,…

ମୋ ଘରେ ଏବେ କରୋନା ଭାଇରସ୍ ପ୍ରବେଶ କରିସାରିଛି: ଗମ୍ଭୀର

ନୂଆଦିଲ୍ଲୀ: ଏବେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଘରେ  କରୋନା ଏଣ୍ଟ୍ରି ମାରିଛି । ଯାହା ପରେ ଗମ୍ଭୀର ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି । ଗମ୍ଭୀର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗମ୍ଭୀର ଟୁଇଟରେ ଲେଖିଛନ୍ତି, ମୋ ଘରେ…

ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ ମାମଲା:ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ସୁପ୍ରିମକୋର୍ଟଙ୍କ ସମନ

ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛି । ଏହି ମାମଲାରେ ରିପବ୍ଳିକ ଟିଭିର ମାଲିକ ଅର୍ଣ୍ଣବଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମନ କରିବାକୁ ଯାଇ…

ଆଇପିଏଲ ପ୍ରଥମ କ୍ୱାଲିଫାୟର: ଟସ ଜିତି ପ୍ରଥମେ ବୋଲିଂ କରିବ ଦିଲ୍ଲୀ

ଦୁବାଇ : ଆଇପିଏଲର ଚାପ ଭରା ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ ନିଷ୍ପତି ନେଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ  ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ । ଆଜି…