Latest Odisha News

BREAKING NEWS

Browsing Category

ଖେଳ

୨୩ ବର୍ଷରୁ କମ ବିଶ୍ୱ ହ୍ୱିଲଚେୟାର ଫେନ୍ସିଂ: ପବିତ୍ର ସାହୁ ଜିତିଲେ ରୌପ୍ୟ

ଭୁବନେଶ୍ୱର: ଥାଇଲାଣ୍ଡର ନାଖନ ରାଚସିମାରେ ଅନୁଷ୍ଠିତ ୨୩ ବର୍ଷରୁ କମ ବିଶ୍ୱ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିୟନଶିପରେ ଓଡିଶାର ପବିତ୍ର ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି । ଅସୀଚାଳନାରେ ତାଙ୍କର ଏହି ସଫଳତା ରାଜ୍ୟ ଏବଂ ଦେଶକୁ ଗୌରବାନ୍ୱିତ କରିଛି । ଜର୍ମାନୀର କ୍ଲେମେନ୍ସ କର୍ସିଫେନ…

ସାତ୍ୱିକ ସ୍ୱାଇଁ ଫିଡେ ୱାର୍ଲ୍ଡ କପ ୮ ବର୍ଷରୁ କମ ଚେସରେ ଖେଳିବେ

ଭୁବନେଶ୍ୱର: ଓଡିଶାର ସାତ୍ୱିକ ସ୍ୱାଇଁ ୟଙ୍ଗଷ୍ଟରଙ୍କ ପାଇଁ ଆୟୋଜିତ କରାଯାଉଥିବା ଫିଡେ ବିଶ୍ୱକପ ଚେସ ପାଇଁ ମନୋନୀତ ହୋଇଛନ୍ତି । ଭୁବନେଶ୍ୱରର ଏହି ଉଦୀୟମାନ ଚେସ ତାରକା ୮ ବର୍ଷରୁ କମ ବିଭାଗରେ ଅଂଶଗ୍ରହଣ କରିବେ । ଉଭୟ ବାଳକ ଓ ବାଳିକା ବିଭାଗରେ ୪୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ୮…

ସୁବର୍ଣ୍ଣ ସୁଯୋଗ ହାତଛଡା କଲା ଆରସିବି, ୧ ରନରେ ଜିତିଲା କେକେଆର

ଇଡେନଗାର୍ଡେନ: ଏଠାରେ ରବିବାର ଅନୁଷ୍ଠିତ ଆଇପିଏଲର ଏକ ରୋମାଂଚକ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ପରାସ୍ତ କରିଛି । ଏହି ପରାଜୟ ଯୋଗୁ ଆରସିବିର ପ୍ଲେ ଅଫ ପ୍ରବେଶ ଆଶା ପ୍ରାୟତଃ କ୍ଷୀଣ ହୋଇଛି । ପ୍ରଥମେ ବ୍ୟାଟିଂ କରି କେକେଆର ୬ ୱିକେଟ ବିନିମୟରେ…

ଅବସର ନେଲେ ପୂର୍ବତନ ଏକ ନମ୍ବର ଖେଳାଳି ମୁଗୁରୁଜା

ନୂଆଦିଲ୍ଲୀ: ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଗାର୍ବାଇନ ମୁଗୁରୁଜା ମାତ୍ର ୩୦ ବର୍ଷ ବୟସରେ ଟେନିସରୁ ଅବସର ଘୋଷଣା କରିଛନ୍ତି । ସ୍ପେନର ଏହି ଷ୍ଟାର ଖେଳାଳି ଦୀର୍ଘ ଦିନ ଧରି ଟେନିସଠାରୁ ଦୂରେଇ ରହିବା ପରେ ସେ ଏବେ ଏହି ନିଷ୍ପତି ନେଇଛନ୍ତି । ୨୦୨୩ ଜାନୁୟାରୀ ପରଠାରୁ ସେ ଆଉ ଟେନିସ…

ତୃତୀୟ ଥର ପାଇଁ ୨୫୦ରୁ ଅଧିକ ସ୍କୋର କଲା ହାଇଦ୍ରାବାଦ

ନୂଆଦିଲ୍ଲୀ: ଟ୍ରେଭିସ ହେଡ, ଅଭିଷେକ ଶର୍ମା ଓ ଶାହାବାଜ ଅହମ୍ମଦଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚଳିତ ଆଇପିଏଲରେ ତୃତୀୟ ଥର ପାଇଁ ସନରାଇଜର୍ସ ହାଇଦ୍ରାବାଦ ୨୫୦ରୁ ଅଧିକ ସ୍କୋର କରିଛି । ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିସ୍ଫୋରକ ବ୍ୟାଟିଂ…

ଟି୨୦ ବିଶ୍ୱକପ ଖେଳିବା ନେଇ ମୁହଁ ଖୋଲିଲେ ଦୀନେଶ

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତେବେ ଦୀନେଶ କାର୍ତିକ କିନ୍ତୁ ପ୍ରଭାବୀ ପ୍ରଦର୍ଶନ କରି ପ୍ରଶଂସକ ଓ ଚୟନ କମିଟିଙ୍କ ପ୍ରଭାବିତ କରିଛନ୍ତି । ଦୀନେଶଙ୍କୁ ଟି୨୦ ବିଶ୍ୱକପ ଖେଳିବା ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ,…

ଅଲିମ୍ପିକ କୋଟା ହାସଲ କଲେ ଭିନେଶ, ଅଂଶୁ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ ଓ ଅଂଶୁ ମଲିକ ପ୍ୟାରିସ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଛନ୍ତି । ଏସିଆନ ଅଲିମ୍ପିକ କ୍ୱାଲିଫାୟରରେ ଚମତ୍କାର ପ୍ରଦର୍ଶନ କରି ଏ ହି ସଫଳତା ହାସଲ କରିଛନ୍ତି । ମହିଳା ୫୦ କିଗ୍ରା ବିଭାଗରେ ଭିନେଶ କାଜକସ୍ତାନର ଲୌରା ଗ୍ୟାନେକେଜିଙ୍କୁ ୧୦-୦ରେ…

ଆଇପିଏଲ: ଏହି ଖବର ନେଇ ରାଗି କି ନିଆଁ ବାଣ ପଞ୍ଜାବ ମାଲିକାଣୀ ପ୍ରୀତି

ଚଣ୍ଡୀଗଡ: ଚଳିତ ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ପ୍ଲେ ଅଫ ପ୍ରବେଶ ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ଏହାର ମାଲିକାଣୀ ପ୍ରୀତି ଜିଂଟା ରୋହିତ ଶର୍ମା ସମ୍ପର୍କୀତ ଏକ ଖବର ପ୍ରସାରଣ ନେଇ ରାଗି କି ନିଆଁବାଣ ହୋଇଛନ୍ତି । ଏହି ଖବରରେ ରୋହିତଙ୍କୁ ନିଜ ଟିମରେ ନେବା ପାଇଁ ପ୍ରୀତି ସବୁ କିଛି…

କେ.ଏଲ ରାହୁଲ-ଋତୁରାଜ ଗାଇକୱାଡଙ୍କ ଏଭଳି ଭୁଲ ପାଇଁ ଦେବାକୁ ପଡ଼ିଲା ୧୨ଲକ୍ଷ ଟଙ୍କା ଜରିମାନା

ଲକ୍ଷ୍ନୌ : ଗତକାଲି ଅଟଳ ବିହାରୀ ବାଜପାୟୀ ଏକାନ୍ନା କ୍ରିକେଟ ଷ୍ଟାଡିୟମ୍ ରେ ଆଇପିଏଲ ୩୪ ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ମୁକାବିଲା ହୋଇଛି। ଲକ୍ଷ୍ନୌ ସୁପର ଜାଏଣ୍ଟ ଓପନରଙ୍କ ସମ୍ମୁଖରେ ଫିକା ପଡ଼ିଲେ ଚେନ୍ନାଇ ବୋଲର। ଚେନ୍ନାଇ ସୁପର କିଙ୍ଗସ ଏବଂ…

ଧୋନୀଙ୍କ ଶାଶୁ ଚଳାଉଛନ୍ତି ୮୦୦ କୋଟି ଟଙ୍କାର କମ୍ପାନୀ

ନୂଆଦିଲ୍ଲୀ: ରାଂଚୀ ପରି ଏକ ଛୋଟ ସହରରୁ ଆସି ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଦୁନିଆରେ ରାଜ କରିବା ପରେ ଏବେ ସାଜିଛନ୍ତି ବ୍ୟବସାୟୀ । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଭିନ୍ନ ଭିନ୍ନ ବ୍ୟବସାୟରେ ନିବେଶ କରିଛନ୍ତି । ଏହା ମଧ୍ୟରେ ଧୋନୀ ଏଂଟରଟେନମେଂଟ ଲିମିଟେଡ ଅନ୍ୟତମ ।…