Latest Odisha News

BREAKING NEWS

Browsing Category

ଖେଳ

ସଫଳତାର ସହ ଉଦଯାପିତ ହେଲା ଜେ୩୦ ଆଇଟିଏଫ ଟେନିସ ଟୁର

ଭୁବନେଶ୍ୱର: ଜେ ୩୦ ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ଜୁନିୟର ୨୦୨୪ ଏଠାରେ ସଫଳତାର ସହ ଉଦଯାପିତ ହୋଇଛି । ଆଇଟା, ଓଡିଶା ସରକାର ଓ ଓଟିଏ ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା । କାନାଡା, ନେପାଳ, ବାଂଲାଦେଶ, ଆମେରିକା ଓ ଭାରତର ୧୧୫ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ବାଳକ…

ଈଶାନ, ଶ୍ରେୟାଶ ଘଟଣାରେ ଦୋଷ ଝାଡିଲେ ଜୟଶାହ

ନୂଆଦିଲ୍ଲୀ: ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେବା ଘଟଣାରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ନିଜ ଦୋଷ ଝାଡିଛନ୍ତି । ସେ କହିଛନ୍ତି ସେମାନଙ୍କୁ ଏଥିରୁ ବାଦ ଦେବା ନିଷ୍ପତି ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଥିଲା । ଏଥିରେ ମୋର କୌଣସି ଭୂମିକା ନାହିଁ ।…

ମହିଳା ରେସଲର ଯୌନ ଉତ୍ପୀଡନ ମାମଲା: ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ସିଂଙ୍କ ଅଡୁଆ ବଢ଼ିଛି । ରାଉଜ ରେଭିନ୍ୟୁ କୋର୍ଟ ଶୁକ୍ରବାର ମହିଳା ରେସଲରଙ୍କ ଦ୍ୱାରା ତାଙ୍କ ବିରୋଧରେ ଲଗା ଯାଇଥିବା ଯୌନ ଉତ୍ପୀଡନ ମାମଲାରେ ଚାର୍ଜ ଫ୍ରେମ ଦାଖଲ କରିଛନ୍ତି । ଏ ପର୍ଯ୍ୟନ୍ତ ୫ ଜଣ…

ଅଲବିଦା କହିବେ ରୋହିତ-ବିରାଟ !

ଭୁବନେଶ୍ବର : ୮ ମାସର ବ୍ୟବଧାନରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ବିଶ୍ୱକପ୍ । କ୍ରିକେଟ୍ ମହାକୁମ୍ଭ ଆସିବା ମାତ୍ରେ ଦୁଇ ଭାରତୀୟଙ୍କ ଉପରେ ଥାଏ ଅଧିକ ନଜର । ଜଣେ ରୋହିତ ଶର୍ମା ଓ ଆଉ ଜଣେ ବିରାଟ କୋହଲି । ଦିନେ ସଚିନ ତେନ୍ଦୁଲକରଙ୍କ ବିନା ଯେମିତି କ୍ରିକେଟ୍ ଅସମ୍ଭବ ବୋଲି ଲାଗୁଥିଲା । ଏବେ…

ଟି୨୦ ବିଶ୍ୱକପ ପରେ ନୂତନ କୋଚ

ମୁମ୍ବାଇ: ଟି୨୦ ବିଶ୍ୱକପ ଚଳିତ ବର୍ଷ ଜୁନରେ ଆୟୋଜିତ ହେବ । ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଏହାକୁ ଆୟୋଜନ କରିବେ । ରିପୋର୍ଟ ମୁତାବକ ଟି୨୦ ବିଶ୍ୱକପ ପରେ ବିସିସିଆଇ ନୂତନ କୋଚ ପାଇଁ ବିଜ୍ଞାପନ ବାହାର କରିବ । ଦିନିକିଆ ବିଶ୍ୱକପ ୨୦୨୩ ପରେ ଟିମ ଇଣ୍ଡିଆର ମୂଖ୍ୟ କୋଚ ରାହୁଲ…

ରେସଲର ବଜରଙ୍ଗ ପୂନିଆଙ୍କୁ ୨୦୨୪ ଶେଷ ପର୍ଯ୍ୟନ୍ତ ସସପେଣ୍ଡ କଲା ୟୁଡବ୍ଲ୍ୟୁଡବ୍ଲ୍ୟୁ

ନୂଆଦିଲ୍ଲୀ: ଦି ୟୁନାଇଟେଡ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଗୁରୁବାର ଭାରତୀୟ ରେସଲର ବଜରଙ୍ଗ ପୂନିଆଙ୍କୁ ସାମୟିକ ଭାବେ ସସପେଣ୍ଡ କରିଛି । ନାଡାର ରିପୋର୍ଟ ପାଇବା ପରେ ଆନ୍ତର୍ଜାତୀୟ ସଂଘ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଲାଗୁ ରହିବ ବୋଲି ଘୋଷଣା କରିଛି । ଟୋକିଓ…

ଜାତୀୟ ମହିଳା ହକି ଲିଗ: ମିଜୋରମକୁ ହରାଇଲା ଓଡିଶା

ରାଂଚୀ: ଚଳିତ ଜାତୀୟ ମହିଳା ହକି ଲିଗରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଗୁରୁବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୨-୦ ଗୋଲରେ ମିଜୋରମକୁ ପରାସ୍ତ କରିଛି । ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ୨୫ତମ ମିନିଟରେ ପ୍ରତିଭା ଏକ୍କା ଓଡିଶା ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ । ଏହା ପରେ…

ଲକ୍ଷ୍ନୌ ଅଧିନାୟକ ଦାୟିତ୍ୱରୁ ଓହରିଲେ ରାହୁଲ !

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ଲେ ଅଫ ପ୍ରବେଶ ଆଶା କଠିନ ହୋଇଯାଇଛି । ବୁଧବାର ସନରାଇଜର୍ସ ବିପକ୍ଷ ମୁକାବିଲାରେ ଦଳ ଶୋଚନୀୟ ଭାବେ ୧୦ ୱିକେଟରେ ପରାସ୍ତ ହୋଇଥିଲା । ଏହା ପରେ ଲକ୍ଷ୍ନୌ ଫ୍ରାଂଚାଇଜରର ମାଲିକ ପଡିଆରେ ଅଧିନାୟକ କେଏଲ ରାହୁଲଙ୍କ ଉପରେ ଅସନ୍ତୁୂଷ୍ଠ…

ପ୍ଲେ-ଅଫରେ ମୁମ୍ବାଇ ଇଣ୍ଡିଆନ୍ସ ସ୍ଥାନ ପାଇବାର ଆଶା ଧୂଳିସାତ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ପ୍ଲେଅଫ୍ ଦୌଡ଼ରୁ ୫ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ବାଦ୍ ପଡ଼ିଥିବା ବେଳେ ଚଳିତ ସିଜିନରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ଥିବା ପ୍ରଥମ ଦଳ ହୋଇଛି ଏମଆଇ। ସମସ୍ତ ଉଦ୍ୟମ ସତ୍ତ୍ୱେ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇନଥିବାରୁ କ୍ରମାଗତ ପରାଜୟ ଫଳରେ…

ଲକ୍ଷ୍ନୌର ମୁଣ୍ଡ ବିନ୍ଧାଇଲେ ହେଡ-ଅଭିଷେକ, ୬୨ ବଲ ବାକିଥାଇ ମ୍ୟାଚ ଜିତାଇଲେ

ହାଇଦ୍ରାବାଦ:ଚଳିତ ଆଇପିଏଲରେ ପୂନର୍ବାରେ ଟ୍ରେଭିସ ହେଡ ଓ ଅଭିଷେକ ଶର୍ମା ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ରଥମେ ବ୍ୟାଟିଂ କରି ୧୬୫ ରନ କରିଥିଲା । ହେଡ ଓ ଅଭିଷେକ ୯.୪ ଓଭରରେ ୧୬୬ ରନ ସଂଗ୍ରହ କରି…