Latest Odisha News
Browsing Category

ଖେଳ

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ବର୍ତମାନ ଚାଲିଛି ଆଇପିଏଲ୍ ମହାସମର । ଏହାପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ ୨୦୨୪ । ଟି-୨୦ ବିଶ୍ୱକପ ଜୁନ ୧ ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ।ଏହି ଅବସରରେ  ଦଳ ଘୋଷଣା କରିଥିବା ପ୍ରଥମ ଦେଶ ହେଉଛି ନ୍ୟୁଜିଲାଣ୍ଡ ।କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ…

ଆଇପିଏଲ ପ୍ରଦର୍ଶନ ନୁହେଁ, ୱେଷ୍ଟଇଣ୍ଡିଜ ପିଚକୁ ଦେଖି ଦଳ ଚୟନ କରାଯିବ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ । ଚୟନ କମିଟି ଏଥର କୌଣସି ପ୍ରକାରର ଭୁଲ କରିବାକୁ ଚାହୁଁନି । ପୂର୍ବରୁ ଆଇପିଏଲ ପ୍ରଦର୍ଶନକୁ ଭିତି କରି ଦଳ ଚୟନ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଏହାକୁ ଖଣ୍ଡନ କରାଯିବ ସହ ୱେଷ୍ଟଇଣ୍ଡିଜ ଓ…

ପନ୍ତଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ୱେ ସଞ୍ଜୁଙ୍କ ସପକ୍ଷରେ ଚୟନ କମିଟି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳ ଘୋଷଣା କରାଯିବ । ରିପୋର୍ଟ ମୁତାବକ ୯ଜଣଙ୍କ ଖେଳାଳିଙ୍କ ଉପରେ ଚୟନ କମିଟି ମୋହର ମାରି ସାରିଛନ୍ତି । ୱିକେଟ କିପର କିଏ ହେବ ତାହା ଚୟନ କମିଟି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସର ରିଷଭ ପନ୍ତ ଚଳିତ…

ନିଆରା ଶୈଳୀରେ ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ ପାଇଁ ଘୋଷଣା କଲା ଦଳ

ଅକଲାଣ୍ଡ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ସ୍ୱତନ୍ତ୍ର ଶୈଳୀରେ ଦଳ ଘୋଷଣା କରି ସମସ୍ତଙ୍କ ମନ ଜିଣି ପାରିଛି । ୨ଜଣ ଛୋଟ ପିଲା ମାଟିଲ୍ଡା ଓ ଅଙ୍ଗସ ପ୍ରେମମିଟରେ କେନ ୱିଲିୟମସନଙ୍କ ନେତୃତ୍ୱରେ ୧୫ଜଣିଆ ଖେଳାଳିଙ୍କ ନାମ ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡର ଏହି ପଦକ୍ଷେପକୁ…

ସମାଲୋଚକଙ୍କ ଉପରେ ରାଗିଗଲେ କୋହଲି

ଅହମ୍ମଦାବାଦ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୯ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଏହି ମ୍ୟାଚରେ ବିରାଟ କୋହଲି ୪୪ ବଲରେ ୬ ଚୌକା ଓ ୩ ଛକା ବଳରେ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ପୂର୍ବ ମ୍ୟାଚରେ କୋହଲି ୪୩ ବଲରେ ୫୧ ରନ…

ଆଇପିଏଲ ୨୦୨୪: ବୃଦ୍ଧି ପାଉଛି ଶତକ ସଂଖ୍ୟା

ଅହମ୍ମଦାବାଦ: ଆଇପିଏଲ ୨୦୨୪ ସଂସ୍କରଣରେ ଶତକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୪୫ତମ ମୁକାବିଲା ୱିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସହଜରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଏଥିସହ ଚଳିତ ସଂସ୍କରଣରେ ସର୍ବାଧିକ ଶତକ ହାସଲରେ ନୂତନ ରେକର୍ଡ…

ତୀରନ୍ଦାଜ ବିଶ୍ୱକପ: ୧୪ ବର୍ଷ ପରେ ଭାରତୀୟ ପୁରୁଷ ଟିମ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ରିକର୍ଭ ଟିମ ଅଲିମ୍ପିକ ଚାମ୍ପିୟନ ଦକ୍ଷିଣ କୋରିଆ ଟିମକୁ ପରାସ୍ତ କରି ତୀରନ୍ଦାଜ ବିଶ୍ୱକପରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଧୀରଜ ବୋମ୍ମେଦେଓରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ ଗୋଟିଏ ବି ସେଟ ହାତଛଡା କରି ନ ଥିଲେ । ୨୦୧୦ରେ ତରୁଣଦୀପ ଶାଂଘାଇ…

ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ, ବେଙ୍ଗାଲୁରର କ୍ରମାଗତ ଦ୍ୱିତୀୟ ବିଜୟ

ଅହମ୍ମଦାବାଦ: ୱିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଗୁଜରାଟ ଟାଇଟାନ୍ସକୁ ୯ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପରାସ୍ତ କରିଛି । ବେଙ୍ଗାଲୁରର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ…

ସ୍ପେନିଶ ପାରା ଆନ୍ତର୍ଜାତୀୟ ବ୍ୟାଡମିଂଟନ: ଓଡିଶାର ଦୀପ ରଞ୍ଜନଙ୍କୁ ୨ଟି ରୌପ୍ୟ

ନୂଆଦିଲ୍ଲୀ: ଟେଲେଡୋରେ ଅନୁଷ୍ଠିତ ସ୍ପେନିଶ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନରେ ଓଡିଶାର ଦୀପ ରଞ୍ଜନ ବିଶୋୟୀ ୨ଟି ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ପୁରୁଷ ଡବଲ୍ସ ଏସଏଲ୩ ଓ ଏସଏଲ୪ରେ ଉତରାଖଣ୍ଡର ମନୋଜ ସରକାରଙ୍କୁ ସାଥୀ କରି ଏହି ସଫଳତା ହାସଲ କରିଛନ୍ତି । ୨ଟି…

ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ

ନୂଆଦିଲ୍ଲୀ: ବର୍ତମାନ ଚାଲିଛି ଆଇପିଏଲ୍‌ ମହାସମର । ଶନିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ  ବିପକ୍ଷରେ ମୁମ୍ବାଇ ୧୦ ରନ୍‌ରେ ହାରିଛି । ତେବେ ଏହି ମ୍ୟାଚ ପରେ ମୁମ୍ବାଇ ଇଣ୍ଡିଆନ୍ସର ଓ୍ଵିକେଟ କିପର ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ । ଆଇପିଏଲ୍‌ର ଆଚରଣ ବିଧି ଉଲ୍ଲଂଘନ…