Latest Odisha News

BREAKING NEWS

Browsing Category

ସହର

City

ରାଜଧାନୀରେ ଚାଞ୍ଚଲ୍ୟ: ସ୍ୱିଗୀ ଡେଲିଭରୀ ବଏକୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରୁ ଡେଲିଭରୀ ବଏକୁ ଅପହରଣ ଅଭିଯୋଗ । ଭୁବନେଶ୍ୱର ଉତ୍ତରା ଛକ ନିକଟରୁ ସ୍ୱିଗୀ ଡେଲିଭରୀ ବଏଙ୍କୁ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ପତିତପାବନ ପୃଷ୍ଚି ଓ ଘର ଧଉଳି ଥାନା ବିଜୟ ନଗର ଅଞ୍ଚଳରେ । ଗତକାଲି ରାତି ୧୦ଟା ବେଳେ ଏହି ଘଟଣା…

ଭୁବନେଶ୍ୱରରେ ମ୍ୟାଡ୍ ମୁଲ୍ ବାର୍ ସିଲ୍, ମାନୁ ନଥିଲେ ନାଇଟକର୍ଫ୍ୟୁ ନିୟମ

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ଯୋଗୁ ବାର୍ ସିଲ୍ । ଭୁବନେଶ୍ୱର ଜନପଥରେ ଥିବା ମ୍ୟାଡ୍ ମୁଲ୍ ବାରକୁ ସିଲ୍ କରିଛି ବିଏମସି । ରାତି ୧୦ଟା ପରେ ବାର୍ ଚାଲିଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲେ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଓ ଖାରବେଳ ନଗର ଥାନା ପୋଲିସ । ନାଇଟକର୍ଫ୍ୟୁ…

ମୁହାଁମୁହିଁ ଧକ୍କା ପରେ ଘର ଉପରେ ମାଡ଼ିଗଲା ଟ୍ରକ୍

ବ୍ରହ୍ମପୁର: ମୁହାଁମୁହିଁ ପିଟି ହେଲେ ଦୁଇଟି ଟ୍ରକ୍ । ଏହାପରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଘର ଉପରେ ମାଡ଼ିଗଲା । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ବ୍ରହ୍ମପୁର-ଦିଗପହଣ୍ଡି ୨୧୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବ୍ରହ୍ମପୁର…

ହାରିଗଲା ମାନବିକତା, ନୁଆଁଖାଇ ପାଇଁ ମାଆକୁ ମୁଖାଗ୍ନି ଦେଲାନି ପୁଅ

ବରଗଡ: ହାରିଗଲା ମାନବିକତା । ନୁଆଁଖାଇ ପାଇଁ ମାଆକୁ ମୁଖାଗ୍ନି ଦେଲାନି ପୁଅ । ପର୍ଵ ପାଳନ ଉପରେ ଗୁରୁତ୍ୱ ଦେଲା କିନ୍ତୁ ନିଜ ମୃତ ମାଆର ଶବ ସତ୍କାର କରିବା ପାଇଁ ମନାକଲା। ଦୀର୍ଘ ୧୫ଘଣ୍ଟା ମୃତ ଦେହ ପଡ଼ିରହିଲା ପରେ ସମାଜସେବୀ ସଂଗଠନ ସଂକଳ୍ପ ପରିବାର କଲା ସଂସ୍କାର । ଘଟଣା ଘଟିଛି ବରଗଡର…

ମୁଖ୍ୟ ଶାସନ ସଚିବଙ୍କ ଗଜପତି ଗସ୍ତ

ଗଜପତି: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଗଜପତି ଗସ୍ତରେ ଯାଇଛନ୍ତି। ଗଜପତି ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ତୁମ୍ବା ପୁରିଆ ସାହିର ବୁରୁଖତା ଦେଇ କୁନ୍ତୀ ମନ୍ଦିର ଆଦି ସ୍ଥାନ ଅନୁସନ୍ଧାନ…

ସ୍ୟାଣ୍ଡ ଆନିମେସନରେ ନୂଆଖାଇର ଶୁଭେଚ୍ଛା

ପୁରୀ : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ଏହି ଅବସରରେ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ କରି କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ନୂଆଖାଇ ଜୁହାର…

ଯାଜପୁରରେ ବଧୂ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁରରେ ବଧୂ ହତ୍ୟା । ମଙ୍ଗଳପୁର ଥାନା ମହାନ୍ତି ପାଟଣା ଗାଁ ରେ ବଧୂ ହତ୍ୟା ଅଭିଯୋଗ । ମୃତ ମହିଳା ଜଣକ ହେଲେ ଭାଷ୍କର ବେହେରାଙ୍କ ପତ୍ନୀ ବବିତା ବେହେରା । ବବିତାଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକେ ମିଳିମିଶି ହତ୍ୟା କରିଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି । ଗତକାଲି…

ଶିକ୍ଷୟିତ୍ରୀଙ୍କ ଗଣେଶ ମୂର୍ତ୍ତି ସଂଗ୍ରହ ନିଶା

ପୁରୀ: ପେଶାରେ ଜଣେ ଶିକ୍ଷୟତ୍ରୀ l ହେଲେ ଗଣେଶ ମୂର୍ତ୍ତି ସଂଗ୍ରହ କରିବା ତାଙ୍କ ନିଶା l ଏମିତି ନିଶା ଯୋଗୁଁ ଏବେ ତାଙ୍କ ଫାଖରେ ୬୦୦ରୁ ଅଧିକ ଗଣେଶ ମୂର୍ତ୍ତି ରହିଛି l ତାହା ପୁଣି ବିଭିନ୍ନ ଧାତୁ ଓ ସାମଗ୍ରୀରେ ତିଆରି l ଏମିତି ଜଣେ ନିଆରା ଶିକ୍ଷୟତ୍ରୀ ହେଉଛନ୍ତି ପୁରୀ ବାସେଳୀ ସାହିର…

ପାହୁର ପରମ୍ପରାରେ ନୂଆଁଖାଇ

ସୋନପୁର: କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି ସୁବର୍ଣ୍ଣପୁରର ନୂଆଁଖାଇ l ସୋନପୁର ଗଡଜାତରେ ଲୋକେ ଆନନ୍ଦ ଉଲ୍ଲାସରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଭକ୍ଷଣ କରିଛନ୍ତି l ନୂଆଁଖାଇରେ ଖାଲି ଯେ ଅନ୍ୟବ୍ୟଞ୍ଜନ , ପୀଠାପଣା ଆଦି ତିଆରି କରି ଖାଆନ୍ତି ତାହା ନୁହେଁ , ଇଷ୍ଟଦେବୀ ମାଆ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣ

ପୁରୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ପୁରୀ ଚୁଡଙ୍ଗ ସାହି ଖୁଣ୍ଟିଆ ବଗିଚାର ରଞ୍ଜନ ଭୋଇଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ରଞ୍ଜନ ଅପରାହ୍ନରେ ନିଜ ଘର ପାଖରେ ଠିଆ ହୋଇ ରାସ୍ତା ମରାମତି କାମ ଦେଖୁଥିବାବେଳେ ଦଶ ରୁ ବାର ଜଣ ଯୁବକ ମାରଣାସ୍ତ୍ର ଧରି…