Latest Odisha News

BREAKING NEWS

Browsing Category

ସହର

City

କେନ୍ଦ୍ରୀୟ ପ୍ରତିନିଧି ଦଳର ବାତ୍ୟା ସମୀକ୍ଷା

ବାଲେଶ୍ଵର: ବାଲେଶ୍ଵରରେ ବାତ୍ୟା ସମୀକ୍ଷା । ଏ ନେଇ ପାଇଁ ବାଲେଶ୍ଵରରେ ପହଂଚିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ସକାଳେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଏକ ଚାରି ଜଣିଆ ଟିମ ପହଞ୍ଚି ସର୍କିଟ ହାଉସରେ ପହଞ୍ଚିଥିଲେ। ସେଠାରୁ ପ୍ରତିନିଧି ଦଳ ସଦର ବ୍ଲକ ସାର୍ଥାରୁ ନେଇ ଚାନ୍ଦିପୁର, ବଳରାମଗଡ଼ି…

କଟକରେ ଗଡିଲା ସଚେତନ ରଥ

କଟକ: କରୋନାକୁ ନେଇ ସଚେତନ କରିବ ସଚେତନ ରଥ । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ସଚେତନ ରଥର ଶୁଭାରମ୍ଭ କରିଛି । ଯହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କରୋନାର ଦ୍ୱିତୀୟ ଲହରରେ ଧନ୍ଦି ହୋଇଥିଲା କଟକ ସହର । ଅମାନିଆଙ୍କ ପାଇଁ ବଢିଚାଲିଥିଲା ସଂକ୍ରମଣ…

ମିିଳିଲା ନିଖୋଜଙ୍କ ଠିକଣା, ପର୍ଦ୍ଦାଫାସ୍ ହେଲା ୪ ବର୍ଷ ତଳର ଷଡଯନ୍ତ୍ର

ବାରିପଦା: ଏକ ନିଖୋଜ ମାମଲାର ଅଡୁଆ ଖିଅକୁ ସଜାଡିବାରେ ସଫଳ ହୋଇଛି ବାରିପଦା ଟାଉନ୍ ଥାନା ପୋଲିସ । ୪ ବର୍ଷ ପୂର୍ବରୁ ଜଣେ ଯୁବକଙ୍କ ନିଖୋଜ ମାମଲା ସହ ଯୋଡି ହୋଇଛି ହତ୍ୟାକାଣ୍ଡ ଘଟଣା । ଶେଷରେ ବେଶ ନାଟକୀୟ ଢଙ୍ଗରେ ସାମ୍ନାକୁ ଆସିଛି ନିଖୋଜ ମାମଲା ଅସଲ କାହାଣୀ । ମିଳିଥିବା ରିପୋର୍ଟ…

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ !

ବାରିପଦା: ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଦେହ । ପାରିପାର୍ଶ୍ବିକ ସ୍ଥିତି କହୁଛି ବୋଧ ହୁଏ ମହିଳାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । କୃଷ୍ଣଚନ୍ଦ୍ରପୁର କେନ୍ଦୁଖୋଳ ପୋଲ ନିକଟସ୍ଥ କଲଭର୍ଟ ନିକଟରେ ଅପରିଚିତ ମହିଳାଙ୍କ ମୃତଦେହ ମିଳିଥିଲା । ମହିଳା ଜଣକ ଲାଲ ରଙ୍ଗର ଶାଢି,…

ଭୁବନେଶ୍ୱରରେ ମହିଳାଙ୍କ ତଣ୍ଟି କାଟି ଲୁଟ୍ ଉଦ୍ୟମ କରିଥିବା ଦୁର୍ବୃତ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କ ତଣ୍ଟିକୁ କାଟି ଲୁଟ୍ ଉଦ୍ୟମ କରିଥିବା ଦୁର୍ବୃତ୍ତ ଗିରଫ । ଆକ୍ରମଣକାରୀକୁ ଗିରଫ କରିଛି ସ୍ପେଶାଲ୍ ସ୍କାଡ୍ । କାହିଁକି ସେ ମହିଳାଙ୍କୁ ଆକ୍ରମଣ କରିଥିଲା ସେନେଇ ତାକୁ ପଚଚରାଉଚରା କରାଯାଉଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ…

ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ୱର: ଜିମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର କଳ୍ପନା ଛକରେ ଥିବା ଏକ ଜିମ୍ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ରଞ୍ଜିତ ନାୟକ ଓ ଘର ୟୁନିଟ୍-୬ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ ସଂପୃକ୍ତ ଜିମରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ ।…

ଲକଡାଉନରେ ମାତିଲେ ଲୁଟେରା, ପରିବା ଆଣିବାକୁ ଯାଉଥିବା ମହିଳାଙ୍କ ବେକକୁ କାଟିଲା ଦୁର୍ବୃତ୍ତ

ଭୁବନେଶ୍ୱର: ଲକଡାଉନ ବେଳେ ରାଜଧାନୀରେ ମାତିଲେ ଲୁଟେରା । ପରିବା ଆଣିବାକୁ ଯାଉଥିବା ବେଳେ ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ମହିଳାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ମୋଦିଙ୍କ ମନ୍ କି ବାତ୍

ଭୁବନେଶ୍ୱର: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ । ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ବାତ୍ୟ ୟାସ୍‌ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସଂକ୍ରମଣର ସ୍ଥିତି ଓ ଟିକା କରଣ ଉପରେ ଚର୍ଚ୍ଚା ।…

ମହାମାରୀ ସମୟରେ ମନ ଜିଣୁଛନ୍ତି ବର୍ଷା…

ଭୁବନେଶ୍ୱର : ମହାମାରୀ ସମୟରେ ମନ ଜିଣୁଛନ୍ତି ବର୍ଷା । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋଭିଡ ଗାଇଡ଼ଲାଇନ ପାଳନ କରି  ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ଏ ନେଇ ଗରିବ ଲୋକମାନଙ୍କୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି । ବସ୍ତି ସବୁ…

ୟାସ ପ୍ରଭାବରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା

ଭଦ୍ରକ : ଭଦ୍ରକ ଜିଲ୍ଲାରେ ବାତ୍ୟାରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା । ବାତ୍ୟା ୟାସ ପ୍ରଭାବରେ ଭଦ୍ରକ ଜ଼ିଲ୍ଲାର ଯେଉଁ ସବୁ କ୍ଷୟକ୍ଷତି ହୋଇଛି, ତାହାର ଆକଳନ କିପରି କରାଯାଉଛି । ତା ସହିତ ଓ ରିଲିଫରୁ ନେଇ ପୁନରଉଦ୍ଧାର କାର୍ଯ୍ୟ କିପରି ଆରମ୍ଭ ହୋଇଛି, ତାହାର ସମୀକ୍ଷା କରିଛନ୍ତି ରାଜ୍ୟ…