Latest Odisha News

BREAKING NEWS

Browsing Category

ସହର

City

ଭୁବନେଶ୍ୱରରେ ୫ଟି ସ୍କୁଲ ବୁଲି ଦେଖିଲେ 5T ସଚିବ

ଭୁବନେଶ୍ୱର: ସ୍କୁଲ ବୁଲିଲେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ୫ଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି 5T ସଚିବ । ୟୁନିଟ୍-୬, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ…

ଗୁଜବରେ ବିଶ୍ୱାସ ନକରି ଟିକା ନେବାକୁ ଅପିଲ କଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ୍ ଟିକା ନେଉଛି ଓଡ଼ିଶା । ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଆଜି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ବି ଟିକା ନେଇଛନ୍ତି । ସେ କହିଛନ୍ତି, କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ଟିକା ନେବାର ଅଧଘଣ୍ଟା…

ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ତାଙ୍କ ନାଁ ରବି ଦୁଲ୍ଲା । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସେ ସଜା କାଟୁଥିଲେ । ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲେ ରବି ଦୁଲ୍ଲା । ୨୦୦୮ରେ ସେ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୪ ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଚିହ୍ନଟ ନୂଆ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୨ ଜଣ କରୋନା ପଜିଟିଭ…

ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଫକୀରମୋହନଙ୍କ ୧୭୮ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଉତ୍କଳର ସାରସ୍ୱତ ବରପୁତ୍ର ତଥା ଓଡ଼ିଆ ଭାଷାର ମୁଖ୍ୟ ପୁରୋଧା ବ୍ୟାସକବି ଫକୀରମୋହନଙ୍କ ୧୭୮ତମ ଜୟନ୍ତୀ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ସମାଜବାଦୀ ପାର୍ଟିର…

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ମକର ସଂକ୍ରାନ୍ତି ଅବସରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ…

କଟକ ଜୁଏଲେରୀ ଶୋ’ରୁମରୁ ଚୋରୀ ଘଟଣାରେ ଅଭିଯୁକ୍ତ ଗିରଫ

କଟକ : ଡିସେମ୍ବର ୫ତାରିଖରେ ଜଗତପୁର ଅଂଚଳରେରେ ଥିବା ଏକ ଜୁଏଲେରୀ ଶୋ’ରୁମ ଚୋରୀ ଘଟଣାର ପର୍ଦ୍ଦାଫାସ ହୋଇଛି । ପୋଲିସ ଏହି ଏହି ଘଟଣାରେ ୪ଜଣ ଚୋର ଓ ଚୋରି ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୫ କେଜି ରୁପା, ୩୮୫ ଗ୍ରାମ ସୁନା, ୧୨୪୦୦ ଟଙ୍କା, ଗୋଟିଏ କାର, ୨ଟି…

ସାଇ ଇଣ୍ଟର ନ୍ୟାସନାଲ ପକ୍ଷରୁ ସାଇ ହୋମ ସ୍କୁଲର ଶୁଭାରମ୍ଭ

ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ଏଜୁକେଶନାଲ ଗ୍ରୁପ ଭୁବନେଶ୍ୱର ପକ୍ଷରୁ ଅନଲାଇନ ପାଠପଢା ପ୍ଲାଟଫର୍ମ ସାଇ ହୋମ ସ୍କୁଲସ୍‌ର ଶୁଭାରମ୍ଭ କରାଯାଇଛି । ଯେଉଁମାନେ କରୋନା ମହାମାରୀ ଭୟରେ ସ୍କୁଲ ଯିବାକୁ ସକ୍ଷମ ନୁହେଁ ସେମାନଙ୍କ ପାଇଁ ଦୃଷ୍ଟିରେ ରଖି ଏହାର ଶୁଭାରମ୍ଭ କରାଯାଇଛି । ନର୍ସରୀରୁ…

ପୁରୀରୁ ଯୋଧପୁର ଏବଂ ଆଜମେରକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୁରୀ-ଯୋଧପୁର ଏବଂ ପୁରୀ- ଆଜମେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଆସନ୍ତା ୨୦ ତାରିଖଠାରୁ ପ୍ରତି ବୁଧବାର ଅପରାହ୍ନ ୪ଘ.୦୫ମିନିଟରେ ପୁରୀ-ଯୋଧପୁର-ପୁରୀ’ ସ୍ୱତନ୍ତ୍ର ଟ୍ରେନ ଯୋଧପୁର ଅଭିମୁଖେ ଯିବ । ୨୩ ତାରିଖରୁ ପ୍ରତି ଶନିବାର ଯୋଧପୁରରୁ…

ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଲା କାର

ଭୁବନେଶ୍ୱରରେ : ମାଷ୍ଟର କ୍ୟାଣ୍ଟିନ ଛକରେ ଆଦି ଗୋଟିଏ କାର ହଠାତ ଜଳିଯାଇଥିଲା । କିନ୍ତୁ ସୌଭାଗ୍ୟକ୍ରମେ ଏଥିରେ ବସିଥିବା ତିନି ଜଣ ବ୍ୟକ୍ତି ବାହାରକୁ ବାହାରି ଆସିଥିଲେ । ଗାଡିଟି ରିପାରିଂ ପାଇଁ ଯାଉଥିବା ଜଣାପଡିଛି ।