Latest Odisha News

BREAKING NEWS

Browsing Category

ସହର

City

ଯୁବତୀଙ୍କୁ ହତ୍ୟା ଘଟଣାରେ ଦମ୍ପତ୍ତି ଗିରଫ

ଭଂଜନଗର: ଜଗନ୍ନାଥପ୍ରସାଦ ଗୋଷଣ୍ଡାପାଳରୁ ଗତ ଦୁଇ ତାରିଖରେ ମିଳିଥିବା ମୃତଦେହର ପତ୍ତା ମିଳିଛି । ତାଙ୍କୁ ଭୁବନେଶ୍ୱରରେ ହତ୍ୟା ପରେ ଗଂଜାମରେ ତାଙ୍କ ମୃତ ଦେହ ଫିଙ୍ଗାଯାଇଥିବା ଆଜି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଏକ ଦମ୍ପତ୍ତିଙ୍କୁ ଗିରଫ କରିଛି ।…

ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ, ଜାଣନ୍ତୁ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୩ ସେଟ୍ ସ୍ୱର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ସମ୍ପୃକ୍ତ ଦାତାଙ୍କ ନାମ ପଦ୍ମ ଚରଣ ପାତ୍ର ହୋଇଥିବା ବେଳେ ସେ ଭୁବନେଶ୍ୱରର ବାସିନ୍ଦା । ରବିବାର ଦିନ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ…

ଭୁବନେଶ୍ୱର:ରାଜ୍ୟ ସଂଗ୍ରହାଳୟରେ ଖୋଲିବାଜୁ ଯାଉଛି ଦେଶର ସବୁଠୁ ବଡ଼ ଆର୍ଟ ଗ୍ୟାଲେରୀ। ଏହା ଇଣ୍ଡିଆ ହାବିଟାଟସେଣ୍ଟର ଭିଜୁଆଲ ଆର୍ଟସ ଗ୍ୟାଲେରୀ ଠାରୁ ବଡ଼ ହେବ। ଏଠାରେ ୨୫୦ କଳାକୃତି ପ୍ରଦର୍ଶିତ ହେବ। ଜାନୁଆରୀ ଶେଷ-ଫେବୃଆରୀ ଆରମ୍ଭରେ ଏହି ଗ୍ୟାଲେରୀ ଉଦଘାଟନ କରାଯିବ। ଓଡିଶା ଲଳିତ କଳା…

ଚନ୍ଦକା ବନଖଣ୍ଡକୁ ଏବର୍ଷ ଆସିଛନ୍ତି ଅଧିକ ପକ୍ଷୀ

ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ବନଖଣ୍ଡରେ ଶେଷ ହୋଇଛି ପକ୍ଷୀ ଗଣନା । ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଆସିଛନ୍ତି । ମୋଟ୍ ୨୧ ହଜାର ୯୪୮ଟି ପକ୍ଷା ଆସିଥିବା ଜଣାପଡ଼ିଛି । ଗତବର୍ଷ ଅପେକ୍ଷା ପ୍ରାୟ ୬ହଜାର ଅଧିକ ପକ୍ଷୀ ଏବର୍ଷ ଆସିଛନ୍ତି । ୨୦୨୦ରେ ଏହି ସମୟରେ ଚନ୍ଦକା-ଡମପଡ଼ା ବନଖଣ୍ଡକୁ ୧୬…

କଟକରେ ବାଲିଘାଟରେ ଚଢ଼ାଉ: ୧୧ ଅଟକ, ୭ଟି ଟ୍ରାକ୍ଟର ଜବତ

କଟକ: ବାଲିଘାଟ ଉପରେ କମିଶନରେଟ ପୋଲିସର ଚଢ଼ାଉ । କଟକ ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ ଚଢ଼ାଉ ହୋଇଛି । ଏତିକିବେଳେ ଜବତ ହୋଇଛି ୭ଟି ଟ୍ରାକ୍ଟର । ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କ ମଧ୍ୟରେ ଗାଡ଼ିମାଲିକ, ଗାଡି ଚାଳକ ଓ ଘାଟ ଚଳାଉଥିବା କିଛି ବ୍ୟକ୍ତି ରହିଛନ୍ତି । ଏହି…

ଶ୍ରୀମନ୍ଦିରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ପୁରୀ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପ୍ରବେଶ କରିବା ବେଳେ ସେ କୋଭିଡ ରିପୋର୍ଟ ଦେଖାଇବା ପରେ ଦର୍ଶନ କରିଥିଲେ । ଜଷ୍ଟିସ ଏସ. ମୁରଲୀଧର ଗତ ୪ ତାରିଖରେ ଓଡ଼ିଶା ହାଇକୋର୍ଟର…

ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ । ଏହାକୁ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ଅର୍ଥ ବିନିଯୋଗ ହେବ । ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ…

ଜୟପୁରରେ ଭୁଶୁଡ଼ିଲା କେନାଲ ବନ୍ଧ, ଏକର ଏକର ଚାଷ ଜମି ଜଳମଗ୍ନ

କୋରାପୁଟ: ଜୟପୁର ଏକତାଗୁଡ଼ାରେ ଭୁଶୁଡ଼ିଲା କେନାଲ ବନ୍ଧ । ଏକର ଏକର ଚାଷ ଜମି ବୁଡ଼ି ଯାଇଛି । ନଷ୍ଟ ହୋଇଛି ବ୍ୟାପକ ଫସଲ । ଗତକାଲି ରାତିରେ ହଠାତ୍ ସବମାଇନର କେନାଲରେ କୋଲାବ ଡ୍ୟାମର ପାଣି ମାଡ଼ି ଆସିଥିଲା । ପାରାବେଡ଼ା-ଏକତାଗୁଡ଼ା ନିକଟରେ ଥିବା ଧନପୁର ସବମାଇନର କେନାଲରେ ଘାଇ ସୃଷ୍ଟି…

ରାଜଧାନୀରେ ଆରମ୍ଭ ‘ମୋ ଖତ’ର ବିକ୍ରୟ

ଭୁବନେଶ୍ୱର: ରାଜଧାନୀରେ ଜୈବିକ ସାର 'ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହାକୁ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ପରିମଳରୁ ଏହି ‘ମୋ ଖତ’ ପ୍ରସ୍ତୁତ ହେଉଛି । ବିଏମସି ପକ୍ଷରୁ ସହରର ଆବର୍ଜନା…

ପ୍ରଥମ ଦିନ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ୯ ମାସ ପରେ ଆଜିଠାରୁ ରାଜ୍ୟରେ ଖୋଲିଛି ସ୍କୁଲ । କ୍ଲାସରୁମରେ ପୁଣି ଥରେ ଆରମ୍ଭ ହୋଇଛି ପାଠପଢ଼ା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସ୍କୁଲ ଖୋଲିଛି । ଆଜି ପ୍ରଥମ ଦିନରେ ସ୍କୁଲ ପରିଦର୍ଶନ କରି ବ୍ୟବସ୍ଥା ପରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା…