Latest Odisha News

BREAKING NEWS

Browsing Category

ସହର

City

ବିଚ୍ ରାସ୍ତାରେ ଛୁରୀ ଭୁସି ଜଣଙ୍କୁ ହତ୍ୟା, ଜଣେ ଗୁରୁତର

ଜୟପୁର: ବିଚ୍ ରାସ୍ତାରେ ଛୁରାମାଡ଼ । ଛୁରୀ ଭୁସି ଜଣଙ୍କୁ ହତ୍ୟା । ଆକ୍ରମଣରେ ଆଉ ଜଣେ ଗୁରୁତର ହୋଇଛନ୍ତି । କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥର ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ନିକଟରେ ଏହି ଘଟଣା ଘଟିଛି । ମୃତକ ହେଲେ ଶଶାହାଣ୍ଡି ଗାଁର ଦଶରଥ ହରିଜନ । ଆହତଙ୍କ ନାଁ…

ରାଉରକେଲା ଗ୍ୟାସ ଲିକ୍ ଡ୍ରାଜେଡି: ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ କରିବା ଉଚ୍ଚସ୍ତରୀୟ କମିଟି । ବୋକାରୋ ଷ୍ଟିଲପ୍ଲାଣ୍ଟ ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ଟିମ୍ ଗଠନ କରିଛି ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ । ତଦନ୍ତକାରୀ ଟିମରେ କୋଲକାତା, ଭିଲାଇ, ଦୁର୍ଗାପୁର ଷ୍ଟିଲପ୍ଲାଣ୍ଟ ସିଜିଏମ୍…

ଖୋର୍ଦ୍ଧା ବାଇପାସରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୧କିଲୋ ୩୧୦ ଗ୍ରାମ ଧଳଜହର ଜବତ ହୋଇଛି । ଯାହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଖୋର୍ଦ୍ଧା ବାଇପାସ ଜାତୀୟ ରାଜପଥରୁ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀଙ୍କୁ…

ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା, ୨୧ଟି ଟିମ୍‌ ସାମିଲ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆଜିଠାରୁ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ୍‌ ଗଣନା କାମରେ ଲାଗିଛନ୍ତି । ଏହାସହ ସମ୍ବଲପୁର OUATର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ହୀରାକୁଦ ଜଳଭଣ୍ଡାରରେ ୧୮ଟି ଓ ପାୱାର…

RSP ଗ୍ୟାସ ଲିକ୍ ଟ୍ରାଜେଡୀ: ଆଉ ଜଣେ ଅଫିସର ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ ଲିକ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବନ କଲେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସିଇଓ । ଗ୍ୟାସ୍ ଲିକ୍ ଘଟଣାରେ ଏଯାଏ ତିନି ଜଣଙ୍କୁ…

ରାଜଧାନୀରେ ଫାଷ୍ଟ ଫୁଡ୍ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଗୋପବନ୍ଧୁ ଛକରେ ଥିବା ଫାଷ୍ଟଫୁଡ ଦୋକାନ ଗ୍ରୀନ ଚିଲିରେ ଅଗ୍ନିକାଣ୍ଡ। ଆଜି ସନ୍ଧ୍ୟାରେ ଘଟିଛି ଏହି ଘଟଣା । ତେବେ ଅଗ୍ନିକାଣ୍ଡରେୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…

ଆରଏସପି ଗ୍ୟାସ ଲିକ୍ ଘଟଣା: ୨ ଡିଜିଏମ ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୨ ଡିଜିଏମଙ୍କୁ ନିଲମ୍ବିତ କରାଯାଇଛି । । କାର୍ଯ୍ୟରେ ଅବହେଲା ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଦୁଇ ଅଧିକାରୀ ହେଲେ ଇଏମ୍‌ଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର…

ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି

ସମ୍ବଲପୁର : କୋଭିଡ କଟକଣା ସହ ସ୍ଥାନୀୟ ଭକ୍ତଙ୍କ ଦର୍ଶନ ଲାଗି ସମଲେଶ୍ବରୀ ମନ୍ଦିର ଖୋଲା ଯାଇଛି । ମା'ଙ୍କ ଦର୍ଶନ ପାଇଁ ସକାଳ ୬ ଟାରୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବଳ ଗହଳି ଦେଖାଯାଉଛି। ତେବେ ଏହାକୁ ଦୃଷ୍ଟିରେ ରଖି କ୍ଷେତ ରାଜ ପୁର ପୁଲିସ ପକ୍ଷରୁ ପରିଚୟ ପତ୍ର…

RSP ଗ୍ୟାସ୍ ଲିକ୍ ଟ୍ରାଜେଡି: ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍‌ ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଦୁଇ ଜଣ ପ୍ରାଣ ହରାଇଥିଲେ । ଗ୍ୟାସ ଲିକ୍ ଯୋଗୁ ୧୦ ଜଣ ଠିକା କର୍ମଚାରୀ ଅସୁସ୍ଥ ହୋଇଥିଲେ ।…

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍, ୨ କର୍ମଚାରୀ ମୃତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍ । କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି । ଏଥିରେ  ୨ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଆଇଜିଏଚ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି । ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର…