Latest Odisha News

BREAKING NEWS

Browsing Category

ସହର

City

କୋଭିଡ ନିୟମ ଭାଙ୍ଗୁଛନ୍ତି କି ? ସାବଧାନ.. ପୋଲିସ ନେଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଘରୁ ବାହାରିଲେ ମାସ୍କ ପିନ୍ଧୁନାହାନ୍ତି କି ? ହାଟ ହବଜାରକୁ ଗଲା ବେଳେ ସାମାଜିକ ଦୂରତ୍ୱ ନିୟମ ମାନୁଛନ୍ତି ତ ? ନ ହେଲେ କମିଶନରେଟ୍ ପୋଲିସ ନେଇ ପାରେ କାର୍ଯ୍ୟାନୁଷ୍ଠାନ । କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଏକ ହ୍ୱାଟସ୍ ଅପ୍ ନମ୍ବର ଜାରି କରାଯାଇଛି । ଏହି…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆଜି ପତ୍ନୀ ଓ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ମୃତ୍ୟୁକୁ ୨୪ ଦିନ ବିତିଯାଇଥିଲେ ସୁଦ୍ଧା ଏ ଯାଏଁ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରୁନାହିଁ । ଗତକାଲି ଏହି ଘଟଣାରେ…

ଆଜି ରାଉରକେଲାରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜିଠୁ ରାଉରକେଲାରେ ଆରମ୍ଭ ହେବ ପ୍ଲାଜମା ଥେରାପୀ ଚିକିତ୍ସା ସେଣ୍ଟର । ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ । ଆଇଜିଏଚରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ…

ସତ ହେଲା ଶିଶୁ ଶ୍ରମିକଙ୍କ ସ୍ୱପ୍ନ

ବାରିପଦା: ଦିନେ ସେମାନେ ଥିଲେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ଦିନ ପ୍ରକାଶିତ ମାଟ୍ରିକ୍‌ ରେଜଲ୍ଟ ତାଙ୍କ ମନରେ ଜନ୍ମ ଦେଇଛି ଅନେକ ସ୍ବପ୍ନ । କିଏ ପାଠ ପଢ଼ି ଚାକିରି କରିବ ତ ଆଉ କିଏ ନିଜକୁ ବିଭିିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିବା ଭଳି ଲକ୍ଷ୍ୟ ରଖି ନିଜକୁ ପ୍ରସ୍ତୁତ କରିବା…

ଚାଲିଗଲେ ଋତୁ, ଛାଡିଗଲେ ସ୍ମୃତି…

ଭୁୁବନେଶ୍ୱର: ସବୁଦିନେ ସମସ୍ତଙ୍କୁ ଖବର ଦେଉଥିବା ଲୋକ ଆଜି ନିଜେ ଖବର ପାଲଟିଛି । ଆଉ ନାହାନ୍ତି ଋତୁ ଟହଲ । ଗତକାଲି ଏହି ଖବର ଓଡିଶା ଗଣମାଧ୍ୟମ ସଂସ୍ଥାରେ ଖେଳାଇଦେଇଥିଲା ଶୋକର ଛାୟ । ଗଣମାଧ୍ୟମ ଜଗତର ଜଣେ ଅତ୍ୟନ୍ତ ଭଦ୍ର ଚରିତ୍ର ଆମକୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଉଚ୍ଚ ରକ୍ତଚାପରେ…

ଡାକ୍ତରୀ ଛାତ୍ରୀଙ୍କ ପ୍ଲାଜମା ଦାନ

କଟକ: କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କଲେ ଏସସିବିର ଡାକ୍ତରୀ ଛାତ୍ରୀ । ରାଜ୍ୟର ପ୍ରଥମ ମହିଳା ଭାବେ ସେ ପ୍ଲାଜମା ଦାନ କରିଛନ୍ତି । ସେ କରୋନା ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ହୋଇ ଫେରିବା ପରେ ଅନ୍ୟ ରୋଗୀଙ୍କୁ…

ମହାମାରୀ ତାଲାବନ୍ଦରେ ରାସ୍ତାକଡ଼ରେ ଜୀବିକା

ରାଜଧାନୀରେ ରାସ୍ତା କଡରେ ଖାଦ୍ୟ ବିକ୍ରି ବ୍ୟବସାୟ ଏକ ମାଧ୍ୟମ ବଞ୍ଚିବାର। ସାଧାରଣତଃ ଜଳଖିଆ ଖାଇବା ପାଇଁ ବହୁତ ଭିଡ ହୁଏ ଏଭଳି ଦୋକାନଗୁଡିକରେ । କିନ୍ତୁ କରୋନା ମାଡରେ ଆଜି ପରିସ୍ଥିତି ଭିନ୍ନ । ଆଉ ଗ୍ରାହକଙ୍କ ଭିଡ ଜମୁନି କି ଭଲ ଦି ପଇସା ରୋଜଗାର ହଉନି । ଫେଲୁ ମଉସା । ରାସ୍ତା…

୨୪ ତାରିଖରେ ମୃତ୍ୟୁ, ୨୮ ତାରିଖରେ ଜାଣିଲେ ପରିବାର ଲୋକେ

ବ୍ରହ୍ମପୁର : ବାପା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସାଧୀନ । କିନ୍ତୁ ଗତ ୨୪ତାରିଖରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନ ଥିବାରୁ ବ୍ୟସ୍ତ ବ୍ୟବ୍ରତ ହୋଇ ହେଲପ ଲାଇନ ନମ୍ବରକୁ କଲ କରୁଛି ପୁଅ । କେତେବେଳେ ଉତ୍ତର ଆସୁଛି ରୋଗୀ ଆଇସିୟୁରେ ଅଛନ୍ତି ତ କେତେବେଳେ କହୁଛନ୍ତି ୱାର୍ଡକୁ ଆସିଲେଣି ଆଉ…

ପୁଣି ତିନି ଶହ ପାର୍ କଲା ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ କରୋନା । କାୟା ବିସ୍ତାର କରି ଚାଲିଛି । ଦ୍ୱିତୀୟ ଥର ଜିଲ୍ଲାରୁ ପୁଣି ବାହାରିଛନ୍ତି ତିନି ଶହରୁ ଅଧିକ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୧୨ ଜଣ । ପୂର୍ବରୁ ଗତ ୨୩ ତାରିଖରେ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

କରୋନା କାଳରେ ଚିତ୍ର ଆଙ୍କି କଟକର ଗୌରବ ବଢାଇଲେ ହର୍ଷିଲ

କଟକ: କରୋନା ସଂକ୍ରମଣ ଭୟରେ ସ୍କୁଲ କଲେଜ ସବୁ ବନ୍ଦ । ଏଥି ପାଇଁ ଛାତ୍ରଛାତ୍ରୀ ଅନଲାଇନ କ୍ଲାସରେ ପାଠ ପଢୁଛନ୍ତି । ଅନ୍ୟ ସମୟରେ କିଏ ଡ୍ରଇଁ କରୁଛି ତ କିଏ ଗୀତ କି ନୃତ୍ୟ ଅଭ୍ୟାସ କରୁଛି । ଏହି ଅଭ୍ୟାସ ପାଇଁ କଟକର ଜଣେ ଛାତ୍ରଙ୍କୁ ଏବେ ବିଶ୍ୱସ୍ତରରେ ମିଳିଛି ପ୍ରଶଂସା । କରୋନା…