Latest Odisha News

BREAKING NEWS

Browsing Category

ସହର

City

ଏସସିବି ମେଡିକାଲରୁ କରୋନା ସନ୍ଦିଗ୍ଧ ଫେରାର

କଟକ: କରୋନା ସନ୍ଦେହରେ କଟକର ଏସସିବି ମେଡିକାଲରେ ଆୟର୍ଲାଣ୍ଡର ନାଗରିକ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ଥିବା ଜଣାପଡିଛି । ଏହି ଘଟଣା ପରେ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ…

ଏହି ସ୍କୁଲରେ ଆରମ୍ଭ ହେଲା ନୂଆ ନିୟମ; ପିଲାମାନେ ଶନିବାର ସ୍କୁଲକୁ ଆଣିବେନି ବହି, ବ୍ୟାଗ୍ !

ବ୍ରହ୍ମପୁର: କୋମଳମତି ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲାପାଳ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାମାନେ ଶନିବାର ଦିନ ବିଦ୍ୟାଳୟରେ ‘ନୋ ସ୍କୁଲ ବ୍ୟାଗ ଡ଼େ’ ଭାବେ ପାଳନ କରିବେ । ଅର୍ଥାତ୍ ଏହିଦିନ…

ରାଜ୍ୟସଭା ଦୌଡ଼: ରାଜନୀତିରେ ମିଶିବାର ପ୍ରଶ୍ନ ଉଠୁନାହିଁ କହିଲେ ମନୋଜ ନାୟକ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ ହେବା ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମନୋରଞ୍ଜନ ନାୟକଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହାକୁ ସେ ଦୃଢଭାବେ ଖଣ୍ଡନ କରିଛନ୍ତି । ରାଜନୀତି କରିବାକୁ ପୂର୍ବରୁ କେବେ ଆଗ୍ରହ…

ସଫଳତାର ସହ ଶେଷ ହେଲା ‘ବିଜୁ ପଟ୍ଟନାୟକ ମିନି ମାରାଥନ’; ଭାଗନେଲେ ୩୦୦୦ ପ୍ରତିଯୋଗୀ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ଗୁରୁବାର ୭ଟା ସମୟରେ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ…

୪ ବର୍ଷରେ ୨୦ ଲକ୍ଷ ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଅବସରରେ ୯ଜଣ ହିତାଧିକାରୀଙ୍କୁ ପକ୍କାଘର ‘ଯୋଗ୍ୟତା କାର୍ଡ ଅଧିକାର’ ପତ୍ର ବଣ୍ଟନ କରି ୨୦ଲକ୍ଷ ପକ୍କାଘରର ବଣ୍ଟନ ପ୍ରକିୟା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି…

ବାଂଲାଦେଶୀ ସେକ୍ସ ରାକେଟ ଠାବ; ଜଣେ ଦଲାଲକୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର: ଏସଟିଏଫର ଅଫରାଧ ଶାଖା ଗୁରୁବାର ଦିନ ଭୁବନେଶ୍ୱରରେ ଏକ ସେକ୍ସ ରାକେଟ ଠାବ କରିଛି । ଏହି ସେକ୍ସ ରାକେଟରେ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଗୋଠପାଟଣା ଅଂଚଳର ପ୍ରଶାନ୍ତ କୁମାର ଓରଫ ବୁଲୁ । ବରମୁଣ୍ଡା ବସ ଷ୍ଟାଣ୍ଡରେ…

ସଫଳତାର ଶୀର୍ଷରେ ନବୀନ: ୫ମ ପାଳି ସହ ୨୦ ବର୍ଷର ଶାସନ ପୂର୍ତ୍ତି

ଭୁବନେଶ୍ୱର: କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଜଣେ ଜନପ୍ରିୟ ନେତା ଓ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲଗାତର ୫ଥର ବିଜୁ ଜନତା ଦଳର ନେତୃତ୍ୱରେ ଶପଥ ଗ୍ରହଣ କରିବା ସହିତ ସଫଳତାର ସହିତ ୨୦ ବର୍ଷ ପୂରଣ କରିଛନ୍ତି ନବୀନ । ଓଡ଼ିଶା…

ସଫଳ ହେଲା ରାଜ୍ୟର ତୃତୀୟ କିଡନୀ ପ୍ରତ୍ୟାରୋପଣ

କଟକ/ ଭୁବନେଶ୍ୱର: ଗୁରୁବାର ଦିନ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରମାନେ ସଫଳତାପୂର୍ବକ କିଡନୀ ପ୍ରତ୍ୟାରୋପଣ କରିଛନ୍ତି । କିଡନୀ ଦାନ କରିଥିବା ମହିଳା ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗର ରାଜଲକ୍ଷ୍ମୀ ଦାସ । ନିକଟରେ ସେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ…

ଓଡିଶାରେ କରୋନା ଭୟ: ସଂକ୍ରମଣରୁ ରକ୍ଷା ପାଇଁ ସ୍କୁଲ ପିଲାଙ୍କୁ ସତର୍କ ସୂଚନା

ଭୁବନେଶ୍ୱର: ସାରା ଦେଶରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଓଡିଶା ସରକାର ମଧ୍ୟ ଏନେଇ ତତ୍ପରତା ପ୍ରକାଶ କରିଛନ୍ତି । କରୋନା ଆତଙ୍କକୁ ନେଇ ସ୍କୁଲ ପିଲାଙ୍କ ମଧ୍ୟରେ ସଚେତନତା ସୃ୍‌ଷ୍ଟି କରିଛନ୍ତି । ଏନେଇ ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି ଓଏସଇପିଏ ।…

ଲଜ୍ଜା: ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ କନେଷ୍ଟବଳ

ଭୁବନେଶ୍ୱର: ନିଜ ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରିବା ଅଭିଯୋଗରେ କମିଶନରେଟ ପୋଲିସ ଗୁରୁବାର ଦିନ ବିଜୟ ସେଠୀ ନାମକ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଶ୍ରୀ ସେଠୀ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଜଣକ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ…