Latest Odisha News

BREAKING NEWS

Browsing Category

ସହର

City

ଅଦାଲତଙ୍କ ସମସ୍ତ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ୫ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ୬ଟି ସ୍ଥାନରେ ଏହି ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅଦାଲତର ୩ୟ ଦିବସରେ ଫଇସଲା ହୋଇଛି ମୋଟ୍ ୩୯୯ଟି କେସ୍‌ । ମିଳିଥିବା ସୂଚନାନୁଯାୟୀ କଳାହାଣ୍ଡି, ବାଲେଶ୍ୱର,…

କାଲିଠୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡିବ ଜନସାଧାରଣ ଏକ୍ସପ୍ରେସ

ଭୁବନେଶ୍ୱର: ଲୋକଙ୍କ ଯାତ୍ରା ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହାକୁ ମାର୍ଚ୍ଚ ୧ରୁ ୩୧ ତାରିଖ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚଳାଚଳ କରାଯିବ । ଭୁବନେଶ୍ୱରରୁ ଆରମ୍ଭ ହୋଇ ଏହି ଟ୍ରେନ୍…

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅମିତ ଶାହ

ପୁରୀ: ବିଜେପରି ବରିଷ୍ଠ ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ଦିନ ପୁରୀ ଗସ୍ତରେ ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଶାହ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।…

ଶ୍ରୀମନ୍ଦିର ସେବାୟତଙ୍କ ପିଲାମାନଙ୍କ ଲାଗି ବିଦ୍ୟାଳୟ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ

ଭୁବନେଶ୍ୱର: ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଲାମ ପ୍ରକଳ୍ପ (ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ସେବକମାନଙ୍କ ପିଲାମାନଙ୍କ ପାଇଁ ମଡେଲ ସ୍କୁଲ) ଓଡିଶା ସରକାର ଅନୁମୋଦନ କରିଛନ୍ତି। ଏହା ପୁରୀର ମାଟିଟୋଟା ଠାରେ ୧୫ ଏକର ଜମିରେ ନିର୍ମାଣ ହେବ ଯେଉଁଥି ପାଇଁ ରାଜ୍ୟ ସରକାର ଅବଢା ଯୋଜନା ଅଧୀନରେ ୨୫…

ସିଏଏ ହିଂସାକାଣ୍ଡ ଲାଗି ବିରୋଧୀଦଳକୁ ଦାୟୀ କଲେ ଅମିତ ଶାହ

ଭୁବନେଶ୍ୱର: ଗୁଜରାଟ ପରେ ଓଡ଼ିଶା ମୋ ଲାଗି ଦ୍ୱିତୀୟ ଘର ଭଳି, ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ସପକ୍ଷରେ ଜନମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି…

କ୍ୟାମେରା ଲେନ୍ସରେ ଲଞ୍ଚ୍ ରାଜନୀତି…

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଆରମ୍ଭ ହୋଇଛି । ଏହି ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି । ଆଜି ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ…

ଯୁକ୍ତ ଦୁଇ ପରୀକ୍ଷା: ମାର୍ଚ୍ଚ ୧ ସୁଦ୍ଧା ପହଂଚିବ ପ୍ରଶ୍ନପତ୍ର

ଭୁବନେଶ୍ୱର: ଆଉ ମାତ୍ର ୩ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା । ସେଥିପାଇଁ ମାର୍ଚ୍ଚ ୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ପରିଚାଳନା ହବ୍ କୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଂଚିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର…

ଏଣିକି ଆରଟିଓ ଅଫିସରେ ପାନ, ଗୁଟଖା ଖାଇଲେ ଦେବାକୁ ପଡ଼ିବ ୫୦୦ ଟଙ୍କା ଜୋରିମାନା !

ରାଉରକେଲା: ଅଫିସ କାନ୍ଥରେ ପାନଛେପର ଚିତ୍ର ସବୁଆଡ଼େ ଦେଖିବାକୁ ମିଳିଥାଏ । ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଶୁକ୍ରବାର ଦିନ ଏକ ନୋଟିସ୍ ଜାରି କରିଛନ୍ତି । ଆରଟିଓ ଅଫିସକୁ ଆସୁଥିବା ଯଦି କୌଣିସି ବ୍ୟକ୍ତି ପାନ, ଗୁଟଖା ଖାଉଥିବା ଧରାପଡ଼ନ୍ତି ତେବେ…

କୋଇଲା ରୟାଲିଟି ବୃଦ୍ଧି ପାଇଁ ଦାବି କରିବ ଓଡିଶା

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ପୂର୍ବାଞ୍ଚଳ ପରିଷଦ ବୈଠକ ଭୁବନେଶ୍ୱର ଠାରେ ଆୟୋଜିତ କରାଯିବ । କୋଇଲା ରୟାଲିଟି, ଅପରାଧ ନିୟନ୍ତ୍ରଣ ଆଦି ଉପରେ ଓଡିଶା ପକ୍ଷରୁ ଦାବି କରାଯିବାର ସମ୍ଭାବନା ରହିଛି । ଏହି ବୈଠକରେ ବିହାର, ଝାଡଖଣ୍ଡ,…

ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ଲାଗି ଜାପାନ ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ ବୋଲି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ…