Latest Odisha News

BREAKING NEWS

Browsing Category

ସହର

City

ବିଶିଷ୍ଟ କଥାଶିଳ୍ପୀ ବିଣାପାଣି ମହାନ୍ତି ପାଇବେ ‘ଅତିବଡ଼ୀ ସମ୍ମାନ’

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଜଗତର ପ୍ରଖ୍ୟାତ କଥାଶିଳ୍ପୀ ବିଣାପାଣି ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ମାନଜନକ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଚଳିତବର୍ଷ ଶ୍ରୀମତୀ ମହାନ୍ତି ମଧ୍ୟ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ ହୋଇଛନ୍ତି । ଓଡ଼ିଆ…

ଜାଲ ପ୍ରମାଣପତ୍ର ତିଆରି ଅଭିଯୋଗରେ ଦୁଇ ସ୍କୁଲ ଶିକ୍ଷକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ସରକାରୀ ନିଯୁକ୍ତି ପାଇଁ ନକଲି ବିଇଡି ପ୍ରମାଣପତ୍ର ତିଆରି କରିବା ଅଭିଯୋଗରେ ଦୁଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଗୌରୀ ଶଙ୍କର ଜେନା ଓ ଦୟାନିଧି ପରିଡା । ଆସ୍କା ବ୍ଲକ ଶିକ୍ଷା ଅଧିକାରୀ କୃତିବାସ ବାରିକଙ୍କ…

ନିର୍ମାଣ ଶ୍ରମିକ କଲ୍ୟାଣ ସପ୍ତାହ ଉଦଘାଟିତ

ଭୁବନେଶ୍ୱର: ଆଜି ସ୍ଥାନୀୟ ସ୍ୱାଧିନତା ସଂଗ୍ରାମୀ ପଡିଆରେ ଶ୍ରମିକ ଓ ଇଏସଆଇ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ସପ୍ତାହ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, “ଶ୍ରମିକମାନେ…

ମାର୍ଚ୍ଚ ୫ରେ ‘ବିଜୁ ପଟ୍ଟନାୟକ ମିନି ମାରାଥନ’

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀ ମାର୍ଚ୍ଚ ୫ ରେ ପାଳିତ ହେବାକୁ ଥିବାବେଳେ ଭୁବନେଶ୍ୱରରେ ଆୟୋଜିତ ହେବ ବିଜୁ ପଟ୍ଟନାୟକ ମିନି ମାରାଥନ । ଯେଉଁଥିରେ ପ୍ରାୟ ୩୫୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିପାରନ୍ତି । କ୍ରୀଡା ଏବଂ ଯୁବ ସେବା ବିଭାଗ ଦ୍ୱାରା…

ପ୍ରଥମ ଦିନରେ କଟିଲା ୨ଲକ୍ଷ ୯୨ ହଜାରର ଚାଲାଣ

ଭୁବନେଶ୍ୱର: ଆଜିଠାରୁ ମୋଟରଯାନ ଆଇନ କଡାକଡି ହେବା ସହ ଜୋରଦାର ଧରପଗଡ ହୋଇଛି । ରାଜଧାନୀରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । ଗୋଟିଏ ଦିନରେ ପାଖାପାଖି ୨ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଆରଟିଓ-୨ ଆଜି…

ମୟୁରଭଞ୍ଜ ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ୪ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର: ବିଜେଡି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲାର ୮ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ବିଜେଡି ଦଳ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁସାରେ, ଚାନ୍ଦବାଲି ବିଧାୟକ ବ୍ୟେମକେଶ ରାୟଙ୍କୁ କରଞ୍ଜିଆ ଓ ଯଶିପୁର…

ଦିଲ୍ଲୀ ହିଂସାରେ ବିଏସଏଫ କନେଷ୍ଟବଳଙ୍କ ଘର ପୋଡି ଘଟଣା: ୧୦ ଲକ୍ଷର କ୍ଷତିପୂରଣ ଘୋଷଣା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ କ୍ଷତିଗ୍ରସ୍ତ ବିଏସଏଫ କନେଷ୍ଟବଳ ମହମ୍ମଦ ଅନିସଙ୍କୁ ୧୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ଦିଲ୍ଲୀର ସାଂପ୍ରଦାୟିକ ହିଂସାରେ ତାଙ୍କ ଘର ପୋଡି ଦିଆଯାଇଥିଲା । ଏଥିରେ ତାଙ୍କ ପରିବାର ସଦସ୍ୟ ସୁରକ୍ଷିତ…

ସଂଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରବିବାର ଦିନ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ କ୍ୟାବିନେଟ ପାହ୍ୟା ସହ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । ଫେବୃଆରୀ ମାସରେ ଓଡିଶା ସରକାର ନୀତି ଆୟୋଗ ଅନୁସାରେ ବୋର୍ଡର ପୁନର୍ଗଠନ…

‘ଟାଇମ୍ସ ବିଜନେସ୍ ଆୱାର୍ଡ ୨୦୨୦’ରେ ସମ୍ମାନିତ ହେଲେ ଡା.ବିଜୟ କୁମାର ସାହୁ

ଭୁବନେଶ୍ୱର: ଓଡିଶାର ଶିକ୍ଷା କ୍ଷେତ୍ରରେ ବିକାଶ ଦିଗରେ ଅବଦାନ ପାଇଁ ଡା.ବିଜୟ କୁମାର ସାହୁଙ୍କୁ ଟାଇମ୍ସ ଅଫ୍ ଇଣ୍ଡିଆ ତରଫରୁ ‘ଟାଇମ୍ସ ବିଜନେସ ଆୱାର୍ଡ ୨୦୨୦’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡିଶାର ଗୃହ, ଶକ୍ତି, ଉଦ୍ୟୋଗ ଓ ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆର ନୂଆ ପ୍ରୟାସ: ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ସମ୍ମମ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆଉ ଏକ ବଡ଼ ପ୍ରୟାସ ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ପରିଚାଳିତ ୱାନ୍‌-ଷ୍ଟପ୍‌,…