Latest Odisha News

BREAKING NEWS

Browsing Category

ସହର

City

ସବୁଦିନ ପାଇଁ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଦେହାନ୍ତ । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଥିବା ସୂଚନା  । ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ତାଙ୍କର ବିୟୋଗ ଘଟିଥିଲା  ।…

ସଂପର୍କରେ ତିକ୍ତତା;ବିବାହିତ ମହିଳାଙ୍କୁ ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର:ପ୍ରେମ ସଂପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇ ବିବାହିତ ମହିଳାଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ପ୍ରେମିକ। ପୋଲିସ ଅଭିଯୁକ୍ତ ପ୍ରମିକଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ କାତିକୁ ଜବତ କରିଛି। ଅଧିକ ତଦନ୍ତ ଚଳାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା…

ବିଏମସିର ପାତର ଅନ୍ତର ନୀତି: ‘ହକି ବେଳେ ପଟାନିକୁ ହଁ, ଖଣ୍ଡଗିରି ମେଳା ବେଳେ ଆମକୁ ନାଁ’

ଭୁବନେଶ୍ୱର: ରାଜଧାନୀ ଏବଂ ରାଉରକେଲାରେ ହକି ବିଶ୍ୱକପ ଚାଲିଛି। ନା ଅଛି କରୋନା ନିୟମ ନା ଅଛି ସାମାଜିକ ଦୂରତା। ଏହାରି ଭିତରେ ହକି ବିଶ୍ୱକପ ଶେଷ ହେବାକୁ ଯାଉଛି। କିନ୍ତୁ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା ଉପରେ  ବିଏମସି ଲଗାଇଥିବା କଟକଣାକୁ ନେଇ ଅସନ୍ତୋଷ ତେଜିଛି।…

ମଙ୍ଗଳବାରଠୁ ରାଜଧାନୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ

ଭୁବନେଶ୍ୱର: ଟୁଇନ୍ ସିଟିରେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମୋ ବସ ଆଉ ଦୁଇଟି ରୁଟରେ ଗଡ଼ିବ। ମଙ୍ଗଳବାର ଏହି ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ସିଆରୟୁଟି ବା ସେଣ୍ଟ୍ରାଲ ଅରବାନ ଟ୍ରାନସପୋର୍ଟ ଅଥରିଟି। ଏହି ଦୁଇଟି ନୂଆ ରୁଟ୍ ହେଉଛି ୪୧…

ଓଲଟିଲା ଯାତ୍ରୀବାହୀ ବସ; ଦୁଇ ମୃତ, ୧୪ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ବଣିଆବସା ନିକଟସ୍ଥ କାନକଟା ପାଖରେ ଏକ ଯାତ୍ରୀବାହୀ ବସ (ଓଆର୍୦୨ବିବି୯୭୭୭) ଶୁକ୍ରବାର ଅପରାହ୍ନରେ ଓଲଟି ପଡ଼ିଛି। ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ପାତ୍ରପୁର…

ଶ୍ରୀ ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇଥିବା ଅନିମେଶଙ୍କୁ କୋର୍ଟ ଚାଲାଣ କରିବ ପୋଲିସ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା । ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା। ଫଳରେ ଗତ ୧୮ ତାରିଖ ଦିନ ଅନିମେଶ…

ସେଲସ ମ୍ୟାନ୍‌‌ ସାଜିଥିଲେ ଚୋର;ମିଳିଲା ୧୩୬ଟି ମୋବାଇଲ୍‌‌ ଫୋନ୍‌‌

ବ୍ରହ୍ମପୁର: ଯେଉଁ କମ୍ପାନିରେ ସେଲସ ମ୍ୟାନ୍‌‌ ଭାବେ କାର୍ଯ୍ୟ କରୁଥିଲେ, ଶେଷରେ ସେଇ କମ୍ପାନିରୁ ହିଁ ଚୋରି କଲେ। ପୋଲିସ ହାତରେ ଧରାପଡ଼ିଲେ। ପାଖରୁ ମିଳିଲା ୧୩୬ଟି ମୋବାଇଲ ଫୋନ୍‌‌। ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ…

ଲୁଟ୍‌‌ ପରେ ନାବାଳିକାଙ୍କୁ ବଳାତ୍କାର ଘଟଣା;ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌‌

ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନାର ଲୁଟ୍‌‌ ପରେ ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ ପାଇଛି। ବୁଧବାର ମାମଲାର ବିଚାରକରି ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତ କାଳିଆ ପାତ୍ରଙ୍କୁ ଆଜୀବନ ଜେଲ୍‌‌ ଦଣ୍ଡ ସହିତ ୩୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି।…

ବ୍ରହ୍ମପୁରରେ ମାତିଛନ୍ତି ପାଣି ମିଟର୍‌‌ ଚୋର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଘରଗୁଡ଼ିକୁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଣି ସଂଯୋଗ ଦିଆଯାଇଛି। ପ୍ରତ୍ୟେକ ଘରେ ପାଣି ମିଟର ଲଗାଯାଇଛି। ପାଣି ବ୍ୟବହାର ଅନୁଯାୟୀ ଦେୟ ନିର୍ଦ୍ଧାରଣ ହେଉଥିବା ଯୋଗୁ ଏହି ମିଟରଗୁଡ଼ିକ ଖଞ୍ଜା ଯାଇଛି। ହେଲେ ସହରରେ ଗତ କିଛି ଦିନ ହେଲା ଏହି ପାଣି ମିଟର୍‌‌ ଗୁଡ଼ିକ…

ପରକୀୟା ପ୍ରୀତିରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ହତ୍ୟା ମାମଲାରେ ଦୁଇ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମର ଦିବ୍ୟାଙ୍ଗ ଯୁବତୀ ବିଷ୍ଣୁପ୍ରିୟା ସାହୁ(୩୧)ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ମୃତ ବିଷ୍ଣୁପ୍ରିୟାଙ୍କ ପଡୋଶୀ ଘର ଜଣେ ମହିଳା ହିଁ ଏହି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ। ମହିଳାଙ୍କ ସହ ଗ୍ରାମର ଜଣେ ଯୁବକଙ୍କ…