Latest Odisha News

BREAKING NEWS

Browsing Category

ସହର

City

ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗ , ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର :ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା କଂଗ୍ରେସ । ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ଆଜି ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ । ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଚଂଚକତା କରି ଅନୁସୂଚିତ ଜାତି ପାଇଁ…

ଭୁବନେଶ୍ୱରରେ ସୁଧୁରିଛି କରୋନା ସଂକ୍ରମଣ ସ୍ଥିତି, ତଥାପି ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି ନୋଡ଼ାଲ ଅଧିକାରୀ ଶୁଭେନ୍ଦୁ କୁମାର ଦାସ । ସେ କହିଛନ୍ତି, ରାଜଧାନୀରେ ସ୍ଥିତି ସୁଧୁରୁଛି । ଏବେବି ସତର୍କ ରହିବାକୁ ପଡ଼ିବ । ଭୁବନେଶ୍ୱରରେ ଚାରୋଟି ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଓ ଦୁଇଟି କୋଭିଡ଼ କେୟାର…

[ଭିଡ଼ିଓ] ଚାଷୀଙ୍କ ପାଇଁ ବାଧକ ସାଜିଛି ରେଳ ଧାରଣା

କାମାକ୍ଷାନଗର: ଚାଷୀଙ୍କ ପାଇଁ କାଳ ସାଜିଛି ରେଳ ଧାରଣା । ତାଳଚେର ଓ ଡ଼ୁବୁରୀ ମଧ୍ୟରେ ଚାଲିଥିବ। ରେଳପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି ।  କାମାକ୍ଷାନଗର ବ୍ଲକ ବଡସୁଆଁଳ ହାଟୁଆରି ଗ୍ରାମର ପ୍ରାୟ ଶହଶହ ଏକର ଜମି ରେଳଧାରଣା ଅପରପାର୍ଶ୍ୱରେ ରହିଅଛି । କିନ୍ତୁ ଜମିକୁ ଯିବା ପାଇଁ…

ସିଲ ହେଲା ଢ଼େଙ୍କାନାଳ ସିଭିଲ କୋର୍ଟ,୧୦ଜଣ କର୍ମଚାରୀ କରୋନା ପଜିଟିଭ

ଢ଼େଙ୍କାନାଳ: ମାଇକ୍ରୋ କଣ୍ଟେନମେଣ୍ଟ ସହ ସିଲ ହେଲା ଢ଼େଙ୍କାନାଳ ଜିଲ୍ଲା ସିଭିଲ କୋର୍ଟ । ୭୨ଘଣ୍ଟା ପାଇଁ ସିଲ୍ କଲା ପୌର ପ୍ରଶାସନ । ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପାଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସୂଚନା ଅନୁସାରେ, କୋର୍ଟର ୧୦ରୁ ଅଧିକ କର୍ମଚାରୀ କରୋନାରେ…

ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ । ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଦଶମ…

ହାଟରୁ ଧରା ପଡିଲେ ଦୁଇ ମୋବାଇଲ ଲୁଟେରା, ୩ଟି ମୋବାଇଲ ଓ ଗୋଟିଏ ଗାଡି ଜବତ

ଢେଙ୍କାନାଳ : ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରେ ଲୋକଙ୍କ ଆଖି ଆଗରେ କରୁଛନ୍ତି ଲୁଟ । ମୋବାଇଲ ଲୁଟେରାଙ୍କୁ କାବୁ କଲେ ଗାଁ ଲୋକ । ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ପରିବା ବଜାରରେ ଏପରି ଘଟଣା ଘଟିଛି । ଅଭିଯୁକ୍ତ ଲୁଟେରା ମାନଙ୍କ ନିକଟରୁ ୩ଟି ମୋବାଇଲ ଓ ଗୋଟିଏ ମୋଟର ସାଇକେଲ ଜବତ…

ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନିକଟ ବାଇପାସ୍ ରାସ୍ତାରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଚଉରିଆ ପଦର ଗାଁର ଶ୍ୟାମ ସୁନ୍ଦର ସାହୁ । ସୂଚନା ଅନୁସାରେ, ଦୁଇଜଣ ବାଇକରେ ନିଜ ଗାଁରୁ ବାହାରି ବାସୁଦେବପାଲି…

ସାଧାରଣତନ୍ତ୍ର ଦିବସ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ୍ ରିହର୍ସାଲ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ୍ ରିହର୍ସାଲ । ପରେଡରେ ୨ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୋଲିସ କଂଟିଞ୍ଜେଣ୍ଟ ଭାଗ ନେଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପରେଡରେ ସାମିଲ ହୋଇଛନ୍ତି ବିଏସଏଫ୍ ଟ୍ରୁଫ୍ । କରୋନା ପାଇଁ ସ୍କୁଲ ପିଲା କି ଅନ୍ୟମାନେ…

ପୁରୀରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ , ଅଭିଯୁକ୍ତକୁ ଖୋଜୁଛି ପୋଲିସ

ପୁରୀ : ପୁରୀରେ ପୁଣି ଲଜ୍ଜା । ୫ ବର୍ଷର ଶିଶୁ କନ୍ୟାକୁ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଛି । ପୁରୀ ଟାଉନା ଥାନା ସିଦ୍ଧ ବକୁଳ ଲେନ୍ ଅଞ୍ଚଳରେ ଏପରି ଘଟଣା ଘଟିଛି । ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ଶିଶୁକୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁଟିକୁ ଦୁଷ୍କର୍ମ…

ଫେଲ୍ ମାରୁଛି ମିଶନ ଭାଲୁ ରେସ୍କୁ

ନବରଙ୍ଗପୁର: ଉମରକୋଟରେ ମିଶନ ଭାଲୁ ରେସ୍କୁ । ଦୁଇ ଦିନ ହେଲା ଗଛରେ ରହିଛି ଭାଲୁ । ଭାଲୁକୁ ଓହ୍ଲାଇବା ପାଇଁ ଉମରକୋଟ ବନ ବିଭାଗର ସବୁ କୌଶଳ ଫେଲ ମାରିଲା । ଉଦ୍ଧାର ପାଇଁ ନବରଙ୍ଗପୁରରୁ ଆସୁଛନ୍ତି ଏକ ଟିମ୍ । ଉମରକୋଟ ବଙ୍ଗୀୟ ଗ୍ରାମ ନାୟକ ଗୁଡା ଗ୍ରାମର ଘଟଣା । ନାୟକଗୁଡ଼ା ୟୁଭି ୧୧…