Latest Odisha News

BREAKING NEWS

Browsing Category

ସହର

City

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

ପୁରୀ: ପୁରୀରେ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଉଚ୍ଛେଦ। ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୋଲିସ ଛାଉଣୀ ସହ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି। ସକାଳ ୭ଟାରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ପୁରୁଣା କୋଠାର ଉଚ୍ଛେଦ ପାଇଁ ଜେସିବି କମ୍ ବ୍ରେକର ମେସିନ ନିୟୋଜିତ…

ଅମୃତଭଣ୍ଡା ଗଛରେ ଫଣା ଟେକିଥିଲା ନାଗ ସାପ

ଭୁବନେଶ୍ୱର: ଅମୃତଭଣ୍ଡା ଗଛରେ ଫଣା ଟେକିଛି ନାଗ ସାପ । ଗୋଡ଼େଇ ହୋଇ ଗଛରେ ରହିଥିଲା । ଏଦୃଶ୍ୟ ହେଉଛି ଭୁବନେଶ୍ୱର ଭୀମପୁର ଅଞ୍ଚଳ । ସକାଳୁ ସକାଳୁ ଅମୃତଭଣ୍ଡା ଗଛରେ ସାପ ଥିଲା ଲୋକ ଦେଖିଥିଲେ । ଫୁଲ ତୋଳିବାକୁ ଯାଇଥିବା ବେଳେ କିଛି ଲୋକ ଅମୃତଭଣ୍ଡା ଗଛରେ ସାପ ଚଢ଼ିଥିବା ଦେଖିଥିଲେ । ଏହି…

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କାର ଉପରକୁ ଅଣ୍ଡା ଓ କାଳି ମାଡ଼

ଭୁବନେଶ୍ୱର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଆଜି ଓଡ଼ିଶା ଗସ୍ତରେ ଆସିଥିବାବେଳେ ବିରୋଧ କରିଛି କଂଗ୍ରେସ। ଦଳ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ କାର୍ ଉପରକୁ ଅଣ୍ଡା ଓ କାଳିମାଡ଼ କରାଯାଇଥିଲା। ଏହାସହ ମନ୍ତ୍ରୀଙ୍କ ଗାଡ଼ିକୁ କଳା ପତାକା…

କାର ଧକ୍କାରେ ଚାଲିଗଲା ଶିଶୁର ଜୀବନ, କ୍ଷତିପୂରଣ ଦାବିରେ ଥାନା ଘେରାଓ

ରାୟଗଡ଼ା: କାର ଧକ୍କାରେ ଚାଲିଗଲା କୋମଳ ଶିଶୁର ଜୀବନ। ରାୟଗଡ଼ାରେ ଏହିପରି ଅଭାବନୀୟ ଘଟଣା ଘଟିଛି  । ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଏକ କାର ଧକ୍କାରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ଜଣକ ହେଲେ ସୁଧାଂଶୁ ସାମଲ। ସୂଚନା ଅନୁସାରେ, ସୁଧାଂଶୁ ନିଜ ଭଉଣୀ ସହ ରାସ୍ତା ପାର…

ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ କିପରି ଜଗନ୍ନାଥଙ୍କ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯାଉଛି। ସ୍ୱତନ୍ତ୍ର ରାମ୍ପ ନିର୍ମାଣ ହେଉଛି। ଉତ୍ତର ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ଦଶରୁ ଅଧିକ ହୁଇଲ…

ଦୀର୍ଘ ଦିନ ପରେ ବସିଲା ପୁରୀ ଜିଲ୍ଲା ପରିଷଦ ବୈଠକ

ପୁରୀ : ଦୀର୍ଘ ଦିନ ପରେ ବସିଲା ଜିଲ୍ଲା ପରିଷଦ ବୈଠକ । ପୁରୀ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ବୈଠକ। ଏହି ବୈଠକରେ ଜିଲ୍ଲାପରିଷଦର ସମସ୍ତ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଦୀର୍ଘ ଦୁଇ ବର୍ଷ ପରେ ବସିଲା ପୁରୀ ଜିଲ୍ଲା ପରିଷଦର ବୈଠକ। କୋଭିଡ କଟକଣା…

କୋଭିଡ୍‌ କଟକଣା କୋହଳ କଲା BMC

ଭୁବନେଶ୍ୱର : କରୋନା ଯୋଗୁ କଟକଣା। ଆଉ ଏବେ ସେହି କଟକଣା କୋହଳ କରାଯାଇଛି । କହିବାକୁ ଗଲେ ପୂର୍ବରୁ ଜାରି ହୋଇଥିବା କୋଭିଡ଼ କଟକଣାକୁ ଏବେ କୋହଳ କରାଯାଇଛି  ପୂର୍ବରୁ ଜାରି କଟକଣାକୁ  ବିଏମ୍‌ସି କୋହଳ କରିଛି । ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇ  ନିୟମ…

ବିନା ଭକ୍ତରେ ୭ଜଣ ସେବାୟତରେ ମାଆ କାଳୀଙ୍କ ପୂଜା

ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ପୂଜାର୍ଚ୍ଚନା ପାଇଁ କଟକଣା । ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତ ଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା…

ବୋଲେରୋରୁ ୨୪କେଜି ଗଞ୍ଜେଇ ଜବତ

ଆନନ୍ଦପୁର : ପୁଣି ଜବତ ହେଲା ଗଞ୍ଜେଇ । ଚୋରା ଚାଲାଣ କରାଯାଉଥିବା ବେଳେ ଏକ ବୋଲେର ଗାଡିକୁ ଜବତ କରିଛି ପୁଲିସ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସ ଥାନା ପୋଡାସିଙ୍ଗିଡି ଛକ ନିକଟରୁ  ଗଞ୍ଜେଇ ବୋଝେଇ ବୋଲେରୋ ଜବତ ହୋଇଛି । ଏହି ବୋଲେରୋଟିକୁ ସୋସ ଥାନା ପୋଲିସ ଜବତ କରିଛି । ବୋଲେରୋ…

ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନଭେମ୍ବର ୨ ତାରିଖ ସକାଳ ସାଢ଼େ ୮ଟାରୁ ୩ ତାରିଖ ସକାଳ…