Latest Odisha News

BREAKING NEWS

Browsing Category

ସହର

City

[ଭିଡ଼ିଓ] ‘ଇଣ୍ଡିଆ ବୁକ ଅଫ ରେକର୍ଡ୍ସ’ରେ ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ

ପୁରୀ : ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଅଷ୍ଟମ ଶ୍ରେଣୀର ଛାତ୍ର । ଓଲଟା ଚିତ୍ର କରି ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ପୁରୀ ବାସେଳୀ ସାହିର ଛାତ୍ର ଆୟୁଷ ମହାପାତ୍ର ।  ବିପରୀତ ଦିଗରେ ମ୍ୟାଜିକାଲ ସ୍ପିଡ଼ ପେଣ୍ଟିଙ୍ଗ ଜରିଆରେ ଗଣେଶ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡରେ…

ଟିକସ ଫାଙ୍କିବା ଅଭିଯୋଗରେ ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

ବରଗଡ଼ :ଧନ ତେରାସ ପୂର୍ବରୁ ସୁନା ଦୋକାନୀଙ୍କୁ ଝଟକା । ଟିକସ ଫାଙ୍କିବା ଅଭିଯୋଗରେ ଗହଣ। ଦୋକାନୀଙ୍କ ଘରେ  ସିଟି ଜିଏସଟି ବିଭାଗ ରେଡ କରିଛି। ପଦ୍ମପୁର ସହରର ଥାନା ଛକସ୍ଥିିତ ମିନାକ୍ଷୀ ଜୁଏଲାରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ତା ନାଁ ରେ ଅଭିଯୋଗ ହୋଇଥିଲା । ସିଟି ଓ ଜିଏସଟି…

ଧରାପଡ଼ିଲେ ଦୁଇ ନକଲି IAS ଅଧିକାରୀ,୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲେ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଦୁଇ ନକଲି ଆଇଏସଏସ୍ ଅଧିକାରୀ । ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ଉଭୟେ ନିଜକୁ ଆଇଏଏସ୍…

ବିଜେଡିରେ ମିଶ୍ରଣ ପର୍ବ, ସାମିଲ ହେଲେ ୪୨ଟି ଶ୍ରମିକ ସଂଗଠନ

ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ସିପିଆଇ ନେତା ନବକିଶୋର ମହାନ୍ତି । ନବକିଶୋର ଦୀର୍ଘ ୪୦ ବର୍ଷ ଧରି ସିପିଆଇରେ କାମ କରିଥିଲେ। ଏହାସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି ଯେ , ବାହାରେ ରହି ଆମେ…

ଚିଲିକାରେ ରଙ୍ଗବେରଙ୍ଗ ପକ୍ଷୀ

ଟାଙ୍ଗୀ: ଚିଲିକାର ଉତ୍ତାଳ ତରଙ୍ଗ । ଆଉ ତରଙ୍ଗାୟିତ ଜଳରାଶିରେ ମାଳ ମାଳ ବିଦେଶାଗତ ପକ୍ଷୀ । ଚିଲିକାରେ ପହଁଚିଲେ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ । କଳରବରେ ମୁଖରିତ ହେଉଛି ସାରା ପରିବେଶ ପୁଣି କଳରବରେ ମୁଖରିତ ହେଲା ଚିଲିକାର ପରିବେଶ । ଶୀତ ଆରମ୍ଭରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ…

ସ୍ମାର୍ଟ ହେବ ଛତ୍ର ବଜାର

କଟକ: ସ୍ମାର୍ଟ ହାଟ ପାଇଁ ସିଲଭର ସିଟି କଟକରେ ଚାଲିଛି ଯୋଜନା । କଟକର ପରିଚୟ ଛତ୍ରବଜାର ପରିବା ମାର୍କେଟ ସ୍ମାର୍ଟ ହେବାକୁ ଯାଉଛି । ଦୀର୍ଘ ବର୍ଷର ପୁରୁଣା, ପୁତି ଗନ୍ଧମୟ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହେଉଥିବା ଛତ୍ରବଜାରର ସ୍ୱରୂପ ବଦଳିବାକୁ ଯାଉଛି । ମାଲଗୋଦାମ ପାଖରେ ତିଆରି ହେବାକୁ…

[ଭିଡିଓ] କେନ୍ଦୁଝରରେ ରାଜ୍ୟର ପ୍ରଥମ ‘ମାଣ୍ଡିଆ କାଫେ’ ଉଦଘାଟିତ

କେନ୍ଦୁଝର : କେନ୍ଦୁଝରରେ ରାଜ୍ୟର ପ୍ରଥମ ''ମାଣ୍ଡିଆ କାଫେ' ଉଦଘାଟିତ ହୋଇଛି  । ଜିଲ୍ଲାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅଣ୍ଟାଭିଡିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ୧୪୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୩ ହଜାରରୁ ଅଧିକ ଚାଷୀଙ୍କୁ ନେଇ ପ୍ରଶାସନ ଆରମ୍ଭ କରିଛି ମିଲେଟ କାଫେ ।…

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଘର , ୪ ଗାଈ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ : ଭଦ୍ରକରେ ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଘର । ଅଗ୍ନିକାଣ୍ଡ ଯୋଗୁଁ ୩ ଟି ପରିବାରର ୫ ବଖରା ଘର ପୋଡି ପାଉଁସ ହୋଇଯାଇଛି ଓ ୪ ଟି ଗାଇ ଓ ଗୋଟିଏ ଛେଳି ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ର ଦକ୍ଷିଣସାହି ଗ୍ରାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ…

ହାତୀ ଉପଦ୍ରବରୁ ମିଳିବ ଆଶ୍ୱସ୍ତି: ଓଡିଶା ଆସିଲା ହାତୀ ଘଉଡାଇବା ଯନ୍ତ୍ର

ଭୁବନେଶ୍ୱର: ଏଣିକି ହାତୀ ଉପଦ୍ରବରୁ ମିଳିବ ଆଶ୍ୱସ୍ତି  । ଓଡିଶା ଆସିଲା ହାତୀ ଘଉଡାଇବା ଯନ୍ତ୍ର । ହାତୀ ଉପଦ୍ରବରୁ ଏଣିକି ଚାଷୀ ମାନଙ୍କୁ ଆଶ୍ବସ୍ତି ମିଳିବ। ଚାଷୀଙ୍କର ଫସଲକୁ ଏହି ଯନ୍ତ୍ର ସୁରକ୍ଷା ଯୋଗାଇବ । ଏହା ସହିତ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ । ଓଡ଼ିଶାକୁ ହାତୀ…

ଅଭିଯୋଗର ସତ୍ୟତା ଥିଲେ ରାଜନୀତିରୁ ସନ୍ନ୍ୟାସ ନେବି: ଦିବ୍ୟଶଙ୍କର

ଭୁବନେଶ୍ଵର: ଅଭିଯୋଗର ସତ୍ୟତା ଥିଲେ ରାଜନୀତିରୁ ସନ୍ନ୍ୟାସ ନେବି  । ଯାହା ପାଖରେ ପ୍ରମାଣ ଅଛି ସେ କୋର୍ଟ ଯାଆନ୍ତୁ  । ମମିତା ମେହେର ଜଘନ୍ୟ ହତ୍ୟା ମାମଲାରେ ଶେଷରେ ମୁହଁ ଖୋଲିଛନ୍ତି ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଯଦି ତାଙ୍କ ବିରୋଧରେ କିଛି ପ୍ରମାଣ ଅଛି ତେବେ କୋର୍ଟକୁ…