Latest Odisha News

BREAKING NEWS

Browsing Category

ସହର

City

ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଅନୁଗୁଳ: ଦିନକୁ ଦିନ ବଢ଼ିଚାଲିଛି ହାତୀ ଆକ୍ରମଣ। ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ। ଏହିପରି ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଗାଁରେ। ମୃତକ ଜଣକ ହେଲେ ଯୋଗେଶ୍ୱର ଦେବତା। ସୂଚନା ଅନୁସାରେ, ଯୋଗେଶ୍ୱର ସବୁଦିନ ଭଳି ଆଜି ମଧ୍ୟ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ। ହେଲେ…

ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି ।  କିଛି ଦିନ କରୋନା ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୬୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ…

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଇସ୍ତଫା ଦେଇଛନ୍ତି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ଇସ୍ତଫା ଦେଲେ । ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ…

ନୂଆ ନିୟମରେ ହେବ ନବମ ଓ ଦଶମ ପରୀକ୍ଷା ,ସ୍କୁଲରେ ହେବନି ଖାତାଦେଖା

କଟକ:ଏଣିକି ନୂଆ ନିୟମରେ ହେବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଆୟୋଜନ କରାଯିବ। ବର୍ଷକୁ ୪ ଟି ଫରମେଟିଭ ଓ ୨ ଟି ସମେଟିଭ ଆସନେମେଣ୍ଟ ପରୀକ୍ଷା କରାଯିବ। ଏନେଇ ବିସ୍ତୃତ ବିବରଣୀ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ। ଆସନ୍ତା ୨୨ ତାରିଖରୁ ତାରିଖରୁ ଆରମ୍ଭ ହେବ ସମେଟିଭ୍…

କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ୨୪ରୁ ବିଶ୍ୱ କପ୍

ଭୁବନେଶ୍ବର: କମ୍ପିବ କଳିଙ୍ଗ ଷ୍ଟାଡିଅମ୍, ୨୪ରୁ ବିଶ୍ୱ କପ୍ ଆରମ୍ଭ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ । ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର…

ମମିତା ମେହେର ମୃତ୍ୟୁ ଘଟଣା : କଟକରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ

କଟକ: ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ । ଏହି ଘଟଣାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏନେଇ କଟକରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉଭୟ ମହିଳା ଓ ଯୁବ କଂଗ୍ରେସ। ନଗର ମହିଳା କଂଗ୍ରେସର କର୍ମୀମାନେ ଡିଜିପିଙ୍କ କାର୍ଯ୍ୟାଳୟ…

ମମିତା ହତ୍ୟା ମାମଲା: ସେକ୍ସ ରାକେଟ୍ ନେଇ ମୁହଁ ଖୋଲିଲେ କଲେଜ ଛାତ୍ର

ବଲାଙ୍ଗୀର: ମମିତା ମେହେରଙ୍କ ହତ୍ୟା ମାମଲାରେ ଗୋବିନ୍ଦ ସାହୁଙ୍କୁ ଜେରା କରୁଥିବାବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏବେ ମୁହଁ ଖୋଲିଛନ୍ତି କଲେଜର ଛାତ୍ରମାନେ। ଗୋବିନ୍ଦ ସାହୁ କଲେଜରେ ଏକ ସେକ୍ସ ରାକେଟ୍ ଚାଲିଥିବା କଲେଜର ଛାତ୍ରମାନେ ପ୍ରକାଶ କରିଛନ୍ତି। ଏକ ପ୍ରମୁଖ…

ବଢ଼ିଚାଲିଛି ଧଳା ଜହର ବେପାର, ଜବତ ହେଲା ୧ କେଜିରୁ ଅଧିକ ବ୍ରାଉନସୁଗର

ଟାଙ୍ଗୀ: ରାଜ୍ୟରେ ବଢ଼ି ଚାଲିଛି ବ୍ରାଉନସୁଗର ବେପାର । ବ୍ରାଉନସୁଗର ବେପାରୀଙ୍କ ଉପରେ ପୁଣି ଥରେ ଛାପା ମାରିଛି ସ୍ପେଶାଲ ଟାସ୍କଫୋର୍ସ । ୧୬ ନମ୍ବର ଜାତୀୟ ରାଜପଥ ନିକଟ ଟାଙ୍ଗି ଛକ ଠାରେ ମାଫିଆକୁ ଗିରଫ କରିବା ସହ ୧ କେଜି ୪୩ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ସଫିକୁଲ…

ମମିତା ମେହେର ହତ୍ୟାକାଣ୍ଡ : IIC ନିଲମ୍ବିତ

କଳାହାଣ୍ଡି: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ IIC ନିଲମ୍ବିତ ।  କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଆଇଆଇସି ଡମୁ ପରଜା । ମମିତା ମେହେର ହତ୍ୟା ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଜ ଦାୟିତ୍ଵରେ ଅବହେଳା ପାଇଁ ଥାନା…

ମମିତା ହତ୍ୟା ମାମଲା:ସହଯୋଗୀ ରାଧେଶ୍ୟାମ ଗିରଫ, ୨ଜଣ ରାଜ ସାକ୍ଷୀ

ବଲାଙ୍ଗୀର: ମହିଳା ଶିକ୍ଷକ ମମିତା ମେହେର ହତ୍ୟା ମାମଲା। ବଲାଙ୍ଗିର ପୋଲିସ୍ ଗୁରୁବାର ଦିନ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମ ଚାନ୍ଦିଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରି ବାଙ୍ଗୁମୁଣ୍ଡା ଏସଡ଼ିଜେଏମ କୋର୍ଟରେ ହାଜର କରିଛି। ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ…