Latest Odisha News

BREAKING NEWS

Browsing Category

ସହର

City

ନବୀନଙ୍କୁ ଟ୍ୱିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର: ୭୫ ବର୍ଷ ବୟସରେ ପାଦଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ କରି ମୋଦି ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶା ବାସୀଙ୍କ ସେବା କରିଚାଲନ୍ତୁ ବୋଲି କହିଛନ୍ତି।…

ସ୍ୟାଣ୍ଡଆନିମସେନରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୟାଣ୍ଡଆନିମେସନରେ ଜନ୍ମ ଦିନର ଶୁଭଚ୍ଛୋ । ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ଏକ ଘଣ୍ଟା୨୦ ମିନିଟ ପରିଶ୍ରମ କରି ସ୍ୟାଣ୍ଡଆନିମେସନରେ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ ବର୍ଷ ବୟସରେ ପାଦ…

ଆଇପିଏଲ ଖେଳରେ ଟଙ୍କା କାରବାର ଅଭିଯୋଗରେ ୩ ଗିରଫ

ମାଲକାନଗିରି : ଆଇପିଏଲ ଖେଳରେ ଟଙ୍କା କାରବାର ଅଭିଯୋଗ । IPL ଖେଳରେ ଟଙ୍କା କାରବାର କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଲେ ମାଲକାନଗିରି ଜିଲ୍ଲାର ୩ ଯୁବକ । ଅଭିଯୁକ୍ତ ଯୁବକ ମାନଙ୍କ ଘର ଖୋଜିଖୋଜି କରି ପୋଲିସ ୫ ରୁ ୧୦ ଲକ୍ଷ  ପାଖାପାଖି ଟଙ୍କା ଜବତ କରିଛି । ଗତକାଲି ଆଇପିଏଲରେ…

ନଭେମ୍ବର ୨ରୁ ଭୁବନେଶ୍ୱରରୁ ସିଧା ଜୟପୁରରୁ ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧା ଜୟପୁରରୁ ଉଡ଼ିବ ବିମାନ । ମନ୍ଦିର ମାଳିନୀ ସହରରୁ ନଭେମ୍ବର ୨ ତାରିଖରୁ ସିଧାସଳଖ ଗୋଲାପି ସହରକୁ ବିମାନ ସେବା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ…

ମନିଷ ଅନୁରାଗ ମୃତ୍ୟୁ ମାମଲା: ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନୀବନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଜଣ ଗିରଫ । ସେମାନଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଆଜି ଏସମ୍ପର୍କରେ ପ୍ରେସମିଟରେ ସୂଚନା ଦେଇପାରନ୍ତି ଭୁବନେଶ୍ୱର ଡିସିପି । ଚାରି ଦିନ ହେବ ମନିଷ ମୃତ୍ୟୁ ଘଟଣାରେ ୪ ଜଣ…

ଲଂଚ ହେଲା ଓଡିଆ ଓଟିଟି ପ୍ଲାଟଫର୍ମ “Kanccha Lannka”

ଭୁବନେଶ୍ୱର: ଏଣିକି ମନୋରଂଜନ କ୍ଷେତ୍ରରେ ଓଡିଶା କିମ୍ବା ଓଡିଆ ଭାଷା ଆଉ ପଛରେ ରହିବ ନାହିଁ । ପ୍ରତିଭାବାନ କଳାକାରଙ୍କୁ ମିଳିବ ଭରପୁର ସୁଯୋଗ, ଦର୍ଶକଙ୍କୁ ମିଳିବ ନନଷ୍ଟପ୍ ଅନ୍ ଡିମାଣ୍ଡ ଏଣ୍ଟରଟେନମେଣ୍ଟ । ଲଂଚ ହୋଇଛି ଓଡିଶାର ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ "Kanccha Lannka"…

ଯାଜପୁର ମା’ ପୁଅ ନିଖୋଜ ଘଟଣା; ଛତିଶିଗଡ଼ରୁ ହେଲେ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ନିଖୋଜ ମା' ପୁଅ ଛତିଶିଗଡ଼ରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର। ଅଚେତ ଅବସ୍ଥାରେ ଛତିଶିଗଡ଼ର ଏକ ନିଛାଟିଆ ସ୍ଥାନରୁ ମା ଓ ପୁଅଙ୍କୁ ଉଦ୍ଧାର କରାଯାଇଛି  । ଗତ ୧୨ ତାରିଖ ସନ୍ଧ୍ୟାରୁ ବାଲିଚନ୍ଦ୍ରପୁର ବଜାରକୁ ମାର୍କେଟିଂ ପାଇଁ ଯାଇଥିବା ବେଳେ…

[ଭିଡ଼ିଓ] ବିଜୟାଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ ।  ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ । ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ ନୂଆ ଲୁଗା,୩୨ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ଲାଗି ପରେ…

ଅଷ୍ଟମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ନେଇ ଜାରି ହେଲା SOP

ଭୁବନେଶ୍ୱର : ଦଶହରା ଛୁଟି ପରେ ସ୍କୁଲରେ ଅଷ୍ଟମ ଓ ଏକାଦଶର ପାଠପଢ଼ା ହେବା ନେଇ ପ୍ରକାଶ ପାଇଲା ଏସଓପି । ସକାଳ ୯ ଟାରୁ ଦିନ ୧୨ ଟା ୩୦ ଯାଏଁ ଅଷ୍ଟମ କ୍ଲାସର ପାଠ ପଢ଼ାହେବ। ଏକାଦଶ ଶ୍ରେଣୀ ପାଠପଢ଼ା ଦିନ ୧୦ ଟାରୁ ସାଢେ ଗୋଟାଏ ଯାଏଁ ହେବ । ଅଷ୍ଟମ କ୍ଲାସ ପିଲାଙ୍କୁ ଆଉ ମଧ୍ୟହ୍ନ ଭୋଜନ ଦିଆଯିବ…

ଶିଳ୍ପୀଙ୍କ ନିଆରା ପ୍ରୟାସ, ବୋତଲରେ ଦେବୀ ଦୁର୍ଗାଙ୍କ କ୍ଷୁଦ୍ର ପ୍ରତିମା

ଭୁବନେଶ୍ୱର: ବୋତଲରେ ଦେବୀ ଦୁର୍ଗାଙ୍କ କ୍ଷୁଦ୍ର ପ୍ରତିମା। ଏହିପରି ନିଆରା କଳାକୃତି କରିଛନ୍ତି ଜଣେ ଓଡ଼ିଆ କଳାକାର ଏଲ୍ ଇଶ୍ୱର ରାଓ। ଖୋର୍ଦ୍ଧା ଜଟଣୀ ଗ୍ରାମରେ ତାଙ୍କର ଘର। ଏବେ ଏହି କଳାକୃତି ନେଇ ଚର୍ଚ୍ଚାର ବିଷୟ ପାଲଟିଛି। କୋଭିଡ଼-୧୯ ପାଇଁ ମା’ଙ୍କ ପ୍ରତିମା ତିଆରି ଆର୍ଶୀବାଦ ଲୋଡ଼ିବା ସହ…