Latest Odisha News

BREAKING NEWS

Browsing Category

ସହର

City

ଛେଳି ପାଇଁ ମହାଭାରତ: ଜଣେ ମୃତ, ୨ଗୁରୁତର

ଅସ୍ତରଙ୍ଗ: ଛେଳି ପାଇଁ ଘଟିଛି ମହାଭାରତ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସ୍ତରଙ୍ଗ ଥାନା ଅଧିନ ପାଟସୁନ୍ଦରପୁର ଗାଁରେ ଘଟିଛି ବିଭତ୍ସ କାଣ୍ଡ । ଛେଳିକୁ ଗାଡି…

ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଶ୍ରୀ ଜଗନ୍ନାଥ ସେବା ସଂସ୍ଥା

ମୟୁରଭଞ୍ଜ: ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ନିଆରା ଉଦ୍ୟମ। ଅବହେଳିତ ହୋଇ ପଡ଼ି ରହିଥିବା ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଏହି ସଂସ୍ଥା। ବାରିପଦା ଷ୍ଟେସନ ବଜାର ରେଳଷ୍ଟେସନଠାରେ ଏକ ମାନସିକ ରୋଗୀ ବହୁ ଦିନରୁ ଅବହେଳିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। ମାତ୍ର…

JEE ଆଡଭାନ୍ସ ପରୀକ୍ଷା, ଓଡ଼ିଶା ଟପ୍ପର ଗୌତମ ଦାସ

ଭୁବନେଶ୍ୱର : ଜେଇଇ ଆଡଭାନ୍ସ ପରୀକ୍ଷାରେ ଓଡ଼ିଶା ପୁଅ ଆଗରେ । ଶୁକ୍ରବାର ୨୦୨୧ ଜେଇଇ ଆଡଭାନ୍ସ ପରୀକ୍ଷାର ରେଜଲ୍ଟ ବାହାରିଛି । ଏଥିରେ ଓଡ଼ିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ଗୌତମ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର । ଅଲ ଇଣ୍ଡିଆ ରାଙ୍କ ୧୫୦ ରେ ଗୌତମ ନିଜ ସ୍ଥାନ ବଜାୟ ରଖିଛନ୍ତି।…

ଦିନ ଦିପହରରେ ବିଚ୍ ରାସ୍ତା ଉପରେ ଗୁଳିକାଣ୍ଡ, ଜଣେ ଗୁରୁତର

ଖୋର୍ଦ୍ଧା : ଦିନ ଦିପହରରେ ବିଚ୍ ରାସ୍ତା ଉପରେ ଗୁଳିକାଣ୍ଡ । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ପେଟରେ…

ମାଆଙ୍କ ଦଶମୀ ପୂଜାରେ ସିନ୍ଦୂର ଖେଳ

ଭଦ୍ରକ : ମାଆଙ୍କ ଦଶମୀ ପୂଜା ସହିତ ସିନ୍ଦୂର ଖେଳ ହୋଇଛି। ମାଆଙ୍କ ବିଦାୟ ପୂର୍ବରୁ ମହିଳା ମାନେ ପରସ୍ପରକୁ ସିନ୍ଦୂର ଲଗାଇ ଦୁର୍ଗାଙ୍କୁ ଆବାହନ କରିଥାନ୍ତି । ମଣ୍ଡପରେ ମା’ ଦୁର୍ଗାଙ୍କ ଦଶମୀ ପୂଜା ଅନୁଷ୍ଠିତ ହେଉଛି । ପରେ ମା’ଙ୍କର ବିସର୍ଜନ ହେବ । ତେବେ ଅନେକ ମଣ୍ଡପରେ ପୂଜା ଅନୁଷ୍ଠିତ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଜି ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।…

୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଦଶହରା ପରେ ଖୋଲିବ ସ୍କୁଲ। ଆସନ୍ତା ୨୧ତାରିଖରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ଆରମ୍ଭ ହେବ। ସ୍କୁଲ ଖୋଲିବା ପ୍ରସଙ୍ଗରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପୂଜା ଛୁଟି ପରେ ଏହି ଦୁଇଟି ଶ୍ରେଣୀ ଖୋଲିବା ଲାଗି ଆନୁସାଙ୍ଗିକ…

ଭାଙ୍ଗିଲା ମାଟି ବନ୍ଧ ଡ୍ୟାମ, ଫସଲ ନଷ୍ଟ

ପଦ୍ମପୁର: ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଲା ମାଟିବନ୍ଧ ଡ୍ୟାମ ।  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଠାରେ ଥିବା କଣ୍ଠେଶ୍ବରପୁର ମାଟି ବନ୍ଧ ପ୍ରୋଜେକ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଯାଇଛି । ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । କଣ୍ଠେଶ୍ବରପୁର ମାଟି ବନ୍ଧରେ ସରକାରଙ୍କ…

ସମୁଦ୍ର କୂଳରେ ଅଜଣା ବ୍ୟକ୍ତିର ଗଳିତ ମୃତ ଦେହ

ପୁରୀ : ସମୁଦ୍ର କୂଳରେ ପଡ଼ିରହିଛି ଯୁବକଙ୍କ ଗଳିତ ମୃତ ଦେହ । ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୪୦୦ ମିଟର ଦୂରରେ ପଡିରହିଛି ଏହି ଗଳିତ ମୃତ ଦେହ ।  ବର୍ତ୍ତମାନ ସମୟରେ ମୃତ ଯୁବକଙ୍କର କୋଣସି ପରିଚୟ ମିଳିପାରୁନାହିଁ । ପୁରୀ ସମୁଦ୍ର କୁଳରେ ପୁରୀ ପୋଲିସ ପକ୍ଷରୁ…

ସୁବର୍ଣ୍ଣପୁରରେ କରୋନା କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା’

ସୁବର୍ଣ୍ଣପୁର : ଆଜି ପବିତ୍ର ବିଜୟା ଦଶମୀ ବା ଦଶହରା । ସୁବର୍ଣ୍ଣପୁର ସହରରେ କରୋନା କଟକଣା ମଧ୍ୟରେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା । ଯନ୍ତ୍ର, ମନ୍ତ୍ର ,ତନ୍ତ୍ରରେ କମ୍ପି ଉଠୁଛି ପରିବେଶ । ଗତ ଆଶ୍ୱିନ ଅମାବାସ୍ୟା ଠାରୁ ସମସ୍ତ  ଅଷ୍ଟଚଣ୍ଡୀଙ୍କ ପୀଠମାନଙ୍କରେ ସ୍ବତନ୍ତ୍ର…