Latest Odisha News

BREAKING NEWS

Browsing Category

ସହର

City

ଭାଇର ଦୀର୍ଘାୟୁ କାମନା କରି ଭାଇ ଜୀଉଁନ୍ତିଆ ଓଷା 

ସୁବର୍ଣ୍ଣପୁର : ଭାଇର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଭଉଣୀ ମାନେ ପାଳନ କରିଥାନ୍ତି ଭାଇ ଜୀଉଁନ୍ତିଆ ଓଷା  । ଦୁର୍ଗା ଦେବୀଙ୍କ ଅଷ୍ଟମୀ ପୁଜାପରେ ଦିନ ସାରା ନିର୍ଜଳା ଉପବାସ ରହି ଭଉଣୀ ମାନେ ସଂଧ୍ୟାରେ ଧୁପ ଦୀପ ନୈବେଦ୍ୟ ଚଢାଇ ପୁଜା କରିଥାନ୍ତି ଦେବୀ ଦୁର୍ଗାଙ୍କୁ । ସାତ ପ୍ରକାର ଫୁଲ…

ମା’ତାରିଣୀ ପୀଠରେ ମହାନବମୀ ପୂଜା, ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’

ଘଟଗାଁ : ମା’ ତାରିଣୀ ପୀଠରେ ମହାନବମୀ| କାଳରାତ୍ରୀ ରୂପରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା  | ଏପଟେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦଶହରା ଅବସରରେ ଭକ୍ତମାନଙ୍କୁ…

ମା’ ବିମଳାଙ୍କ ମହାଷ୍ଟମୀ ପୂଜା

ପୁରୀ : ଶ୍ରୀକ୍ଷେତ୍ରରେ ଅଧିଷ୍ଟାତ୍ରୀ ଦେବୀ ମା’  ବିମଳାଙ୍କ ଆଜି ପବିତ୍ର ମହାଷ୍ଟମୀ । ଷୋଡଶ ଉପଚାର ସହ ହେଉଛି ମା’ ଙ୍କ ଗୁପ୍ତ ପୂଜାନୀତି । ଆଜି  ବିମଳାଙ୍କ ନିକଟରେ ଛାଗ ବଳି ପଡ଼ିବାର ପରମ୍ପରା ମଧ୍ୟ ରହିଛି । ଅନ୍ୟପଟେ ଆଜି ଶ୍ରୀକ୍ଷେତ୍ରରେ ଅଷ୍ଟଶକ୍ତିପୀଠ ସହିତ ସମସ୍ତ ଗୋଷାଣିଙ୍କ…

ରାଇବିଧାର ବଜାରରେ ଚଢ଼ାଉ କରି ବ୍ରାଉନସୁଗାର ଜବତ

ପୁରୀ: ବ୍ରହ୍ମଗିରି ଥାନା ଅଞ୍ଚଳର ରାଇବିଧାର ବଜାର ଉପରେ ଚଢ଼ାଉ କରି ବ୍ରାଉନସୁଗାର ଜବତ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅଭିରାମ ଦାସ। ବୟସ ୩୬। ଚଢ଼ାଉ କରି ତାଙ୍କଠାରୁ ୧୧୨ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ କଳା ରଙ୍ଗର ପଲସର ବାଇକ ଓଡ଼ି ୧୩ଏମ୍ ୧୭୦୧ ଜବତ କରିଛି ପୋଲିସ୍। ବ୍ରାଉନସୁଗାରର…

ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା: ୯ବିଜେପି ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା। ୭୨ଘଣ୍ଟା ବିତିଯାଇଥିଲେ ବି ପୁଲିସ୍ ହାତ ଖାଲି। ଏହାକୁ ପ୍ରତିବାଦ କରି ୯ଜଣ ବିଜେପି ବିଧାୟକଙ୍କ ସମେତ ଶତାଧିକ କର୍ମୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ଗାନ୍ଧୀ ଛକରେ ବିଜେପି କର୍ମୀମାନେ ରାସ୍ତାରୋକ…

ମା’ମଙ୍ଗଳାଙ୍କ ମହିଷାମର୍ଦ୍ଦିନୀ ବେଶ

କାକଟପୁର: ମା’ଙ୍କର ଚାଲିଛି ଷୋଡଶ ଉପଚାରରେ ପୂଜା। ଅନ୍ୟ ସ୍ଥାନ ଭଳି କାକଟପୁରରେ ମା’ ମଙ୍ଗଳାଙ୍କ ପୂଜା ରୀତିନୀତିର ସହ କରାଯାଉଛି । ଷୋଡଶ ଉପଚାର ପୂଜା ଷୋଡଦିନାତ୍ମକ ଜାରିରହିଥିଲା ବେଳେ ନବପତ୍ରିକା ଠାରୁ ଚଣ୍ଡୀପୁରାଣ ମତ ଅନୁଯାଇ ମା’ଦୁର୍ଗାଙ୍କ ନଅ ଗୋଟି ସ୍ୱରୂପକୁ ଆବାହନ କରାଯାଇ ସେହି…

ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ହୋଇଛି ମୃତ୍ୟୁ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ  ଆସିଛି । ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଛି । ଏସଂପର୍କରେ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି । ଦିନେ ଦୁଇ ଦିନରେ…

[ ଭିଡ଼ିଓ] ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା

କଟକ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ସିଲଭର୍ ସିଟି କଟକ । ଆଜି ମାଆଙ୍କ ମହାସପ୍ତମୀ ପୂଜା କରାଯାଇଛି । ସହରର ପ୍ରତ୍ୟକଟି ମଣ୍ଡପରେ ମାଆଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଗତକାଲି ବିଲ୍ୱବରଣ ହେବା ପରେ ମହାନଦୀରୁ…

ବିପଦ ସୃଷ୍ଟି କରୁଛି ଫଳ ବଜାରର ଭିଡ଼

ବାଲେଶ୍ୱର: ଘନଉଛି ବିପଦ। ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ କେତେବେଳେ ୫୦୦ତଳକୁ ତ ଆଉ କେତେବେଳେ ୬୦୦ ଉପରକୁ ରହୁଛି। ଗତକାଲି ୨୪ଘଣ୍ଟା ମଧ୍ୟରେ ୫୨୯ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେପଟେ ବଜାରରେ ବହୁ ପରିମାଣରେ ଭିଡ଼ ଏବେ ବିପଦ ସୃଷ୍ଟି କରୁଛି। ଏପରି ଦୃଶ୍ୟ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କାମାକ୍ଷାନଗର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓପୁଟ ସାହିରେ ଭୁତୁକୁଣି ନିକଟରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ ଦେହ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଗାଁର ରାଜେଶ ବେହେରା ବୋଲି ଜଣାପଡ଼ିଛି । ପରିବାର ଲୋକ ତାଙ୍କ ପୁଅ କୁ କେହି…