Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡ଼ି ଅମଳରେ ରାଜ୍ୟରେ ଭୁଶୁଡ଼ିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କରୋନା ମହାମାରୀ ବିରୁଦ୍ଧ ଲଢେଇରେ ‘ସ୍ୱାସ୍ଥ୍ୟ ପରିଚାଳନାର’ ଭାରତବର୍ଷର ପରାକାଷ୍ଠାକୁ ବିଶ୍ୱ ଦରବାରରେ ପ୍ରମାଣିତ କରିଛନ୍ତି । ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ବିକଶିତ ଓ ପ୍ରଭାବଶାଳୀ ରାଷ୍ଟ୍ରଗୁଡିକ ମୋଦିଜୀଙ୍କୁ…

ସମ୍ବଲପୁରରେ ଡାଇରିଆ ଅଣାୟତ, ସିଡ଼ିଏମଓଙ୍କ ସହିତ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ହୀରାକୁଦରେ ଡାଇରିଆ ସଂକ୍ରମଣ ଘଟଣାରେ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ। ଆକ୍ରାନ୍ତଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସିଡିଏମଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୀରାକୁଦ ଅଞ୍ଚଳରେ ଡାଇରିଆ ଲାଗି ରହିଥିବା କାରଣରୁ…

ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହେଲା ମୈତ୍ରୀବିହାର ପୋଲିସ। ସୂଚନା ଅନୁସାରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ…

ରାଷ୍ଟ୍ରପତିଙ୍କ ଝିଅ ମୟୁରଭଞ୍ଜରୁ ବିଜେପି ପ୍ରାର୍ଥୀ !

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡ଼ିଶା ଲୋକସଭା ପ୍ରାର୍ଥୀ ଫାଇନାଲ କରୁଛି ବିଜେପି । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ବିଚାରବିମର୍ଶ ହୋଇଛି । ଏଥର ମୟୂରଭଞ୍ଜରେ ପ୍ରାର୍ଥୀ ବଦଳେଇପାରେ ବିଜେପି । କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର୍ ତୁଡୁଙ୍କ ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିପାରେ ।…

ନିଲମ୍ବନ ହେଲେ ସହିଦନଗର ଏସଆଇ, ଗତକାଲି ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ଵର: ନିଲମ୍ବନ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଞ୍ଚ ନେବା ମାମଲାରେ ଶ୍ରୀ ପ୍ରଧାନଙ୍କୁ ନିଲମ୍ବନ କରିଛି ବିଭାଗ । ଗତକାଲି ଜବତ ଗାଡି ଛାଡିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଟଙ୍କା ଜବତ କରିବା ସହ…

ବିଜେଡିରେ ଯୋଗ ଦେଲେ ଇରାନୀ ରୟ, ୨୦୧୯ରେ ଅରୁଣ ସାହୁଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ଇରାନୀ ରୟ। ୨୦୧୯ରେ ବିଜେପି ଆସନରୁ ନିର୍ବାଚନ ଲଢ଼ିଥିବା ଇରାନୀ ଦଳର ଅବହେଳାକୁ ଦଳ ଛାଡ଼ିବାର କାରଣ ବୋଲି ଦର୍ଶାଇଥିଲେ। ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ  ନେତା ମନୋଜ ମଧ୍ୟ ୨୦୧୪ ନୟାଗଡ଼ ବିଧାନସଭା ନିର୍ବାଚନ…

ଫୋକସରେ ପ୍ରଣବ ପ୍ରକାଶ: ଜାଣନ୍ତୁ କାହାକୁ ବିଜେଡି ଦେଇପାରେ ଟିକେଟ୍

ଭୁବନେଶ୍ୱର: ନବୀନ ନିବାସ ୱାରରୁମରେ ଫାଇନାଲ୍ ହେଉଛି ଟିକେଟ । କାହାକୁ ମିଳିବ ? କାହାର କଟିବ ? କେଉଁଠି ଦଳ ଦେବ ନୂଆ ମୁହଁ ? ମହାସଂଗ୍ରାମ ପାଇଁ ରଣନୀତି ହେଉଛି। ବର୍ତ୍ତମାନ ସୁଦ୍ଧା ୧୧ ଲୋକସଭା ଓ ୭୭ ବିଧାନସଭା ଆସନର ସମୀକ୍ଷା ସାରିଲେଣି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିଛି…

ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକର ୟୁଟ୍ୟୁବର ଗିରଫ

ଭଦ୍ରକ: ୟୁଟ୍ୟୁବର ମିର୍ଜା ମହମ୍ମଦ ଆରିଫଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗର ବନ୍ୟପ୍ରାଣୀ ଶାଖା ଗିରଫ କରିଛି। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଢ଼ାଉ ବେଳେ ଭଦ୍ରକ ପୁରୁଣାବଜାର କାଜିମହଲା ଅଞ୍ଚଳର ଆରିଫ୍ ଙ୍କ ନିକଟରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ…

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରେ ଦେବଗଡ଼ ଓ ଗ୍ରାମାଞ୍ଚଳ କଟକରେ ନୂଆ ଏସପି ନିଯୁକ୍ତ

ଭୁବନେଶ୍ୱର: ନିର୍ବାଚନ ଆୟୋଗ ବା କମିସନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳରେ ଏସପି ପଦବୀରେ ପରିବର୍ତ୍ତନ କରିଛନ୍ତି। ଅଣକ୍ୟାଡର ଅଫିସର ରାମ ପ୍ରସାଦ ସାହୁ ଓ ମିହିର କୁମାର ପଣ୍ଡାଙ୍କୁ ଏସପି ପଦରୁ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ।…