Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋଆର ସହରାଞ୍ଚଳ ପଶୁ ଚିକିତ୍ସାଳୟକୁ ବର୍ଷେ, ୫ ହଜାରରୁ ଅଧିକ ପଶୁପକ୍ଷୀ ଚିକିତ୍ସିତ

ଭୁବନେଶ୍ୱର: ଗୋଟିଏ ବର୍ଷ ତଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆରମ୍ଭ ହୋଇଥିବା ସହରାଞ୍ଚଳ ପଶୁ ଚିକିତ୍ସାଳୟ (ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌)ରେ ବର୍ଷକ ମଧ୍ୟରେ ପ୍ରାୟ ୫୫୨୭ ପଶୁପକ୍ଷୀଙ୍କର ବିଭିନ୍ନ ରୋଗର ଚିକିତ୍ସା କରାଯାଇ ପାରିଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…

ଠକ ତାନ୍ତ୍ରିକ କୈଫି ଖାନ ନାଁରେ ୮୦ଟି ବ୍ୟାଙ୍କ ଆକାଉଣ୍ଟ, ସାଲେପୁରରେ ଜମି

କଟକ: ଠକେଇ ମାମଲାରେ ମଙ୍ଗଳବାଗ ପୋଲିସ ଗିରଫ କରିଥିବା ତାନ୍ତ୍ରିକ କୈଫି ଖାନ୍ ନାଁରେ ବିଭିନ୍ନ ବ୍ୟାଙ୍କରେ ୮୦ଟି ଆକାଉଣ୍ଟ ଥିବା ଜଣାପଡ଼ିଛି । ସାହାରାରେ ମଧ୍ୟ କୈଫି ଖାନର ଏକାଧିକ ଆକାଉଣ୍ଟ ରହିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ । ୮୦ ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ସେଥିରେ…

ଚାଷୀ ମାନଙ୍କର କୌଶଳ ବିକାଶ ହିଁ ଦେଶ ଉନ୍ନତିର ଭିତ୍ତିଭୂମି

ଭୁବନେଶ୍ୱର: ଏକବିଂଶ ଶତାଦ୍ଦୀରେ ଚାଷୀମାନଙ୍କର କୌଶଳ ବିକାଶ ହିଁ ଦେଶ ଉନ୍ନତିର ଭିତ୍ତିଭୂମି । ଏଥି ନିମନ୍ତେ ସବୁ ସ୍ତରରେ କର୍ମଶାଳା ଆୟୋଜିତ ହୋଇ କୌଶଳ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍…

ମନ୍ଦିରକୁ ହଜାର ହଜାର ନଡ଼ିଆ କାହିଁକି ଦେଲେ ସୋରଡ଼ା ବିଧାୟକ ?

ବ୍ରହ୍ମପୁର: ନୃସିଂହ ଚତୁର୍ଦ୍ଦଶୀ ଅବସରରେ ମାନସିକ ପୂରଣ ଲାଗି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମରେ ନଡ଼ିଆ ଅର୍ପଣ କରିଛନ୍ତି । ପ୍ରାୟ ୧୫ ହଜାର ହଜାର ନଡ଼ିଆ ନୃସିଂହନାଥଙ୍କ ନିକଟରେ ସମର୍ପଣ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ଏନେଇ ପ୍ରତିକ୍ରିୟା…

ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

କଟକ : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଜାତୀୟ ସମ୍ମିଳନୀରେ ଯୋଗ ଦେବାର ସୂଚନା ରହିଛି ।ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଷ୍ଟିସ ଡି ୱାଇ…

୨ ଦିନରେ ୪ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପୁରୀ ବିଚରେ ଲାଗିଲା ଲାଲ୍ ପତାକା

ପୁରୀ: ମହୋଦଧୀରେ ୨ ଦିନରେ ୪ ଜଣଙ୍କ ମୃତ୍ୟୁ ପରେ ବେଳାଭୂମିରେ ଲାଲ୍ ପତାକା ପୋତିଛି ପ୍ରଶାସନ । ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଉଚ୍ଚ ଜୁଆର ସହ ସମୁଦ୍ର ପାଣିର ଶକ୍ତି ଅଧିକ ରହୁଛି । ଲାଲ୍ ପତାକା ପୋତି ସମୁଦ୍ର ସ୍ନାନକୁ ବାରଣ କରିଛି ପ୍ରଶାସନ । ବୁଧବାର ୨ ଓ ଗୁରୁବାର ୨ ଜଣ ଏମିତି ଦୁଇ…

ସମ୍ଭାବ୍ୟ ବାତ୍ୟା କୁଆଡେ ଯିବ ? କେଉଁ ଦିଗକୁ ମୁହାଁଇବ ? ପୂର୍ବାନୁମାନ କଲେ ବିଭିନ୍ନ ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟା ରୂପ ନେଇପାରେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବାତ୍ୟା ମୋଖା ଦେଶର ପୂର୍ବ ଉପକୂଳରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି । ଆଇଏମଡି ତଥ୍ୟ ଆଧାରରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ…

କେନ୍ଦୁପତ୍ର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ଦେବେ ୧୧୧ କୋଟିର ସହାୟତା

ଭୁବନେଶ୍ୱର: ୮ ଲକ୍ଷ କେନ୍ଦୁପତ୍ର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା…

ଶିମିଳିପାଳରେ ରାଷ୍ଟ୍ରପତି; ଚହଲାରେ କରିବେ ମଧ୍ୟାହ୍ନଭୋଜନ

ମୟୂରଭଞ୍ଜ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ୨ୟ ଦିନ । ୨ୟ ଦିନରେ ଆଜି  ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିଛନ୍ତି ରାଷ୍ଟ୍ରପତି  । ରାଷ୍ଟ୍ରପତିଙ୍କର ଏହି ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି…

ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଆଇଏଏସ ଅଫିସର

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଶା କ୍ୟାଡରର ଆଉ ଦୁଇ ଆଇଏଏସ ଅଫିସର । ଅନନ୍ୟା ଦାସ ଏବଂ ଚଞ୍ଚଲ ରାଣାଙ୍କ ବିବାହ ପରେ ଏବେ ଏହି ଦୁଇ ଅଫିସରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୁବ ଶୀଘ୍ର ବିବାହ କରିବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ରାୟଗଡା ଜିଲ୍ଲାପାଳ…