Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅର୍ଚ୍ଚନା ମାମଲାରେ କମିଶନରେଟ୍ ପୋଲିସର ଅସହଯୋଗ ନା ଇଡି କରୁନି ଭରସା ?

ଭୁବନେଶ୍ୱର: କୋର୍ଟରେ ଖଗେଶ୍ୱର, ହେଲେ ନଥିଲା କମିଶନରେଟ୍ ପୋଲିସ । ଜେଲରୁ ଖଗେଶ୍ୱରଙ୍କୁ ଏସ୍କର୍ଟ କରି ଆଣିଥିଲେ ସିଆରପିଏଫ୍ । ଅର୍ଚ୍ଚନା ନାଗ ମାମଲା ଇଡି ହାତକୁ ଗଲା ପରେ କମିଶନରେଟ ପୋଲିସ କରୁଛି କି ଅସହଯୋଗ ? ନା କମିଶନରେଟ ପୋଲିସକୁ ଭରସାକୁ ନେଇ ପାରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ?…

ଶ୍ରୀଜିଉଙ୍କ ଦେବ ଦୀପାବଳି ନୀତି

ପୁରୀ : ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି ନୀତି  । ତେବେ ଏହି ନିତିକାନ୍ତି ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ବିଧି ଅନୁଯାୟୀ ପାଳନ ହେବାର ପରମ୍ପରା ରହିଆସିଛି ।‌ ଏହି ନୀତିକାନ୍ତିରେ ମହାପ୍ରଭୁ ଦୀପଦାନ କରିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ…

ଫୁସକି ଗଲା ଅପହରଣ ନାଟକ, ୫୦ ଲକ୍ଷ ପାଇବା ପୂର୍ବରୁ ପହଞ୍ଚିଗଲା ପୋଲିସ

କୋରାପୁଟ: ଉଜୁଡି ଗଲା ରାତାରାତି ଧନୀ ହେବାର ସ୍ୱପ୍ନ । ଫେଲ ମାରିଲା ସବୁ ଟେକନିକ୍ । ଫୁସକି ଗଲା ଅପହରଣ ପ୍ଲାନ । ବଡଲୋକ ତ ହୋଇ ପାରିଲେନି । ଶେଷରେ ବଦନାମ ହେଲେ,ଜେଲ ଗଲେ । ଏମିତି ଥିଲା ଏକ ଅପହରଣ ପ୍ଲଟର ଶେଷ ପରିଣତି । ଅଭିଯୁକ୍ତ ଜଣେ କଲେଜ ପଢୁଆ ଯୁବକଙ୍କୁ ଅପହରଣ କରି ୫୦ ଲକ୍ଷ…

ପଦ୍ମଫୁଲ ତୋଳୁ ତୋଳୁ ଚାଲିଗଲା ଜୀବନ

ଅନୁଗୁଳ : ପଦ୍ମଫୁଲ ନେଲା ଜୀବନ  । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବାଗଡ଼ିଆ ଗାଁର ଜୟ ସେଠୀ ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ସହ ପଦ୍ମଫୁଲ ତୋଳିବାକୁ ଟାଙ୍ଗିରୀ ଯାଇଥିଲେ ।…

ରାଜଧାନୀର ଏ କି ବ୍ୟବସ୍ଥା, ମା’ର ଶବକୁ ଷ୍ଟ୍ରେଚରରେ ବୋହିଲା ପୁଅ

ଭୁବନେଶ୍ବର : ପଦାରେ ପଡ଼ିଲା ରାଜଧାନୀର ଅବ୍ୟବସ୍ଥା  । ମୃତ ମାକୁ ମିଳିଲାନି ସରକାରୀ ଆମ୍ବୁଲାନ୍ସ  । ଷ୍ଟ୍ରେଚରରେ ବୋହି ନେଲା ଅସହାୟ ପୁଅ । ସରକାରଙ୍କ ଯୋଜନାକୁ ନେଇ ଉଠିଲା ପ୍ରଶ୍ନ  । ଏ ଦୃଶ୍ୟ ହେଉଛି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର । ମୃତ ମହିଳା ହେଲେ ବୋଲଗଡ଼ ଡଙ୍ଗରପଡ଼ା…

କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ, ୫ ଟ୍ରେନର ରହଣୀ ବାତିଲ୍

ଯାଜପୁର : ୧୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଯାଜପୁର କୋରେଇ ରେଳଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ । ଷ୍ଟେସନର ଉଭୟ ଦିଗରୁ ଟ୍ରେନ ଯାତାୟତ କରିପାରୁଛି । ତେବେ ଏଠାରେ ଟ୍ରେନର ବେଗକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଷ୍ଟେସନ ମରାମତି କାର୍ଯ୍ୟ ଏବେ ବି ଜାରି…

ରାଜଧାନୀରେ ଦମ୍ ଦେଖାଇଲେ ଅଙ୍ଗନବାଡି ଦିଦି

ଭୁବନେଶ୍ୱର: ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି। ଏପରି ଅଭିଯୋଗ ଆଣି ସୋମବାର ହଜାର ହଜାର ଅଙ୍ଗନବାଡି କର୍ମୀ ଲୋୟର ପିଏମଜି ଛକରେ ଧାରଣା ଦେବା ଆରମ୍ଭ କରିଛନ୍ତି। ସେପଟେ ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବାକୁ…

‘ଚାଷୀଙ୍କ ପ୍ରତି ପୋଷ୍ୟ ପୁତ୍ର ଆଚରଣ ବନ୍ଦ କରନ୍ତୁ ରାଜ୍ୟ ସରକାର’

ଭୁବନେଶ୍ୱର: ଚତୁର୍ଥ ଦିନରେ ବିଧାନସଭା ସାମ୍ନାରେ ବିଜେପିର ସତ୍ୟାଗ୍ରହ। ମିଥ୍ୟା ପ୍ରତିଶ୍ରୁତି ପେଡି ଖୋଲିବା ଓ ନିଜର କୁକର୍ମର ଗାରିମା ଲୁଚାଇବା ବନ୍ଦ କରୁ ବିଜେଡି କହିଲେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ କ୍ଷମତାରେ…

ରାଜନୀତିରେ ‘ରେଳ ଲାଇନ୍ ପ୍ରକଳ୍ପ’, ପରସ୍ପରକୁ ଦୋଷ ଠେଲିଲେ ରାଜ୍ୟ-କେନ୍ଦ୍ର

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ରୋଚକ ହେଉଛି। ପ୍ରଥମେ ଫସଲ ବୀମାକୁ ନେଇ ରାଜନୀତି ଜୋରଦାର ହୋଇଥିବା ବେଳେ ଏବେ କେନ୍ଦ୍ର ରେଳ ଲାଇନ୍ ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଆରୋପ ପ୍ରତ୍ୟାରୋପ କରି ପରସ୍ପରକୁ ଦୋଷ ଠେଲୁଥିବା ଦେଖିବାକୁ…

କଟକଣା ହଟିବା ପରେ ବି ବିଧାୟକଙ୍କ ପାଇଁ ଭିଡିଓ କନଫରେନସିଂ ବ୍ୟବସ୍ଥା?

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ସଂପର୍କିତ ସମସ୍ତ କଟକଣା ପ୍ରତ୍ୟାହାର କରିଛନ୍ତି। ଏହାର ଅର୍ଥ ମାସ୍କ ନପିନ୍ଧିଲେ କିମ୍ବା ସାମାଜିକ ଦୂରତା ନରଖିଲେ କୌଣସି ପ୍ରକାର ଜୋରିମାନା ରହିବ ନାହିଁ। ଏହାପରେ ବିଧାନସଭାରୁ ମଧ୍ୟ କରୋନା କଟକଣା ହଟିଛି। କିନ୍ତୁ ବିଧାନସଭାରେ ଉପସ୍ଥିତ ରହିବାକୁ…