Latest Odisha News

BREAKING NEWS

Browsing Category

ଓଡିଶା

Odisha

ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ ,୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ।

ଭୁବନେଶ୍ୱର : ବନ୍ୟାର ବିଭୀଷିକା ପରେ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି  । ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ । ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗକୁ ପ୍ରଦାନ କରିଥିବା ରିପେର୍ଟ ଅନୁସାରେ  ରାଜ୍ୟର ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି  । ବନ୍ୟା ପ୍ରଭାବରେ…

ବାଇକରେ ବ୍ରାଉନସୁଗାର ଚୋରା ଚାଲାଣ ବେଳେ ୩ ଗିରଫ

ବରଗଡ଼: ଅତାବିରା ପୋଲିସକୁ ବଡ଼ ସଫଳତା ମିଳିଛି । ଆନ୍ତଃରାଜ୍ୟ ବ୍ରାଉନସୁଗାର ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ପୋଲିସ । ଅତାବିରା ଥାନା ଗୋଡ଼ଭଗା-ସରଣ୍ଡା ରାସ୍ତାରେ ବାଇକରେ ଆସୁଥିବା ୩ ଜଣ ଯୁବକଙ୍କ ପାଖରୁ ବ୍ରାଉନସୁଗାର ଜବତ ହୋଇଛି । ୧୦୯.୫ ଗ୍ରାମ୍ ବ୍ରାଉନସୁଗାର ପୋଲିସ ଜବତ…

ପୁଞ୍ଜପତି ବନ୍ଧୁଙ୍କୁ ସହଯୋଗ କରୁଛନ୍ତି ମୋଦୀ , ସିବିଆଇ ଏବଂ ଇଡି ତଦନ୍ତ ଦାବି କଲା ଆପ୍ ।

ଭୁବନେଶ୍ୱର : ଦିଲ୍ଲୀରେ ଅପରେସନ ଲୋଟସ୍ ଫେଲ ହେବା ପରେ ବିଜେପିକୁ ସିରିଏଲ୍ କିଲର କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ।ଏହାପରେ ଆଜି ପ୍ରେସ ମିଟ କରି ରାଜ୍ୟ ଆପ୍ ସଭାପତି ନିଶିକାନ୍ତ ମହାପାତ୍ର ବିଜେପି ସରକାର ଓ ମୋଦୀ ସରକାରଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି  । ଆପ୍…

ଭିଜିଲାନ୍ସ ଜାଲରେ ବିଇଓ, ବକେୟା ଦରମା ପାଇଁ ସହକାରୀ ଶିକ୍ଷକଙ୍କଠୁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡ ଧରା ପଡ଼ିଲେ ବ୍ଲକ ଶିକ୍ଷା ଅଧିକାରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଭିଜିଲାନ୍ସ ଶ୍ରୀ ବେହେରାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ କେନ୍ଦୁଝର ସହ ଯାଜପୁରର ୩ଟି…

ରାଜ୍ୟରେ ବଢ଼ୁଛି ଅପରାଧ, ଯୌତୁକ ପାଇଁ ଗଡ଼ୁଛି ସର୍ବାଧିକ ମୁଣ୍ଡ

ଭୁବନେଶ୍ୱର: ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (NCRB) ପକ୍ଷରୁ ୨୦୨୧ ବର୍ଷର ଅପରାଧ ରିପୋର୍ଟ ପ୍ରକାଶ ପାଇଛି । ୨୦୧୯ରୁ ୨୦୨୧ ତିନି ବର୍ଷ ରିପୋର୍ଟ ଦେଖିଲେ ଦେଶରେ ଅପରାଧ ୨୦୨୦ ତୁଳନାରେ ୨୦୨୧ରେ ସାମାନ୍ୟ କମିଛି । କିନ୍ତୁ ଓଡ଼ିଶାରେ ଅପରାଧ ହାର ବଢ଼ିଛି । ୨୦୧୯ରେ ରାଜ୍ୟରେ ୯୬ ହଜାର…

ନୂଆଖାଇରେ କାଳିଆ ଭେଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ମିଳିବ ନୂଆଖାଇ ଭେଟି  । ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣ ପର୍ବ ନୂଆଖାଇରେ ମିଳିବ କାଳିଆ ଟଙ୍କା । କାଳିଆ ଟଙ୍କା ବାବଦକୁ ରାଜ୍ୟ ସରକାର ୮୬୯ କୋଟି ଟଙ୍କା ପ୍ରଦାନ କରିବେ  । ଏହା ମାଧ୍ୟମରେ ୪୧ ଲକ୍ଷ ଚାଷୀ ଉପକୃତ ହେବେ  ।…

ଅଳିଆ ଅଡୁଆ: ମେୟର ସୁଲୋଚନା ନୁହଁ ଉଷା ଦେବୀ ଦାରୁଠେଙ୍ଗବାସୀଙ୍କ ଭରସା !

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେୟର ମାଡାମଙ୍କୁ ଅଡୁଆ କରିଛି ଅଳିଆ ବିବାଦ । ସହରରେ ଅଳିଆ ଟ୍ରକ ଛିଡା ହୋଇଛି । ଆଉ ବିବାଦର ସମାଧାନ କରିବେ ବୋଲି ବିଭିନ୍ନ ସମୟରେ ମିଡିଆକୁ ପ୍ରତିକ୍ରିୟା ଦେଇ କହୁଛନ୍ତି ମେୟର ସୁଲୋଚନା ଦାସ। ହେଲେ ଏଯାବତ ସେ ଅଳିଆ ପକାଯାଉଥିବା ସ୍ଥାନ ଦାରୁଠେଙ୍ଗବାସୀଙ୍କୁ…

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ନେତୃତ୍ୱକୁ ପୁଣିଥରେ ମିଳିଛି ଜାତୀୟ ସ୍ତରର ସ୍ୱୀକୃତି । ନୂଆଦିଲ୍ଲୀର ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ…

୨ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: ୨ ମାଈହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି RCCF । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ଫରେଷ୍ଟର ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ନିଲମ୍ବିତ କରିଛନ୍ତି RCCF । ଏନେଇ ଡିଏଫ୍ଓ…

ସେପ୍ଟେମ୍ୱର ୧ ଓଡିଶାରେ ସମସ୍ତ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସବୁଠୁ ବଡ ଗଣ ପର୍ବ ନୂଆଖାଇ  । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରକିବାକୁ ନିଷ୍ପତି ନେଇଛନ୍ତି  । ସେପ୍ଟେମ୍ୱର ୧ରେ ପଡୁଛି ନୂଆଖାଇ  । ଏହି ଦିନ ରାଜ୍ୟରେ ସମସ୍ତ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥା ବନ୍ଦ ରହିବ  । ଏ ନେଇ ରାଜ୍ୟ…