Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରତିଶ୍ରୁତି ପୂରଣରେ ବିଫଳ ହେବାରୁ ବିଧାୟକଙ୍କୁ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

ଭବାନୀପାଟଣା: ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଥିବା ବିଧାୟକଙ୍କୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ବନ୍ଦପାରି ଗ୍ରାମବାସୀ । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପ୍ରତିବାଦ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗତ ନିର୍ବାଚନ ସମୟରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ…

ରାଜ୍ୟରେ ହଜାରେ ଟପିଲା କରୋନା ସଂକ୍ରମଣ, ୨୪ଘଣ୍ଟାରେ ୧୨୧୬ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣ ପୁଣି ଥରେ ହଜାରେ ଟପିଲା । ରାଜ୍ୟରେ ଦିନକରେ ୧୨୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୧୦ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୫୦୬ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ…

ଓଡ଼ିଶାରେ ୫ ଜିଲ୍ଲାରେ ମାଡୁଛି କରୋନା, ଖୁବଶୀଘ୍ର ଫେରିପାରେ କଟକଣା

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ସଂକ୍ରମଣ ପାଖାପାଖି ଦୁଇ ଗୁଣା ବଢ଼ିଛି । ଗତକାଲି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୮୦ ଥିଲା । ଆଜି ୧୨ଶହ ପାର କରିଛି । ଦ୍ରୁତ କାୟା ମେଲାଉଛି କରୋନା । ଏଭଳି ମାଡ଼ିଲେ ଚଳିତମାସରେ ସଂକ୍ରମଣ ପିକ୍ ଛୁଇଁବା ଆଶଙ୍କା କରାଯାଉଛି । ଓଡ଼ିଶା ଚିନ୍ତା ବଢ଼ିଇଛି ୫…

ଚିଲିକାକୁ ଏବର୍ଷ ଆସିଛନ୍ତି ଲକ୍ଷେ କମ୍ ପକ୍ଷୀ

ବାଣପୁର(ଖୋର୍ଦ୍ଧା): ଚଳିତବର୍ଷ ଚିଲିକାରେ କମିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଅପେକ୍ଷା ଏବର୍ଷ ପାଖାପାଖି ଲକ୍ଷେ କମ୍ ପକ୍ଷୀ ଆସିଛନ୍ତି । ଗତକାଲି ଗଣନାରୁ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାରେ ମୋଟ୍ ୧୦ ଲକ୍ଷ ୭୪ ହଜାର ୧୭୩ଟି ପକ୍ଷୀ ଥିବା ଗଣନାକୁ ଜଣାପଡିଛି ।…

ମାର୍କେଟ ବିଲ୍ଡିଂ ବନ୍ଦ, ଆଜି ବିଏମସି ଓ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା

ଭୁବନେଶ୍ୱର: ବ୍ୟବସାୟୀ ସଂଘ ଓ ଉଠାଦୋକାନୀଙ୍କ ବିବାଦ ମଧ୍ୟରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ବନ୍ଦ ହେଲା । ଆଜି ୧୧ଟାରେ ବ୍ୟବସାୟୀ ସଂଘ, ବିଏମସି ଅଧିକାରୀ ଓ ପୋଲିସ ମଧ୍ୟରେ ଆଲୋଚନା ହେବ । ଏହାପରେ ମାର୍କେଟ ବିଲ୍ଡିଂ ଖୋଲିବ କି ନାହିଁ ନିଷ୍ପତ୍ତି ନିଆଯିବ । ଉଠାଦୋକାନୀଙ୍କ ଦୌରାତ୍ମ୍ୟ…

କଳାହାଣ୍ଡି ବନ୍ଦ ପାଳନ: ହକ୍ ଦାବିରେ ଆଦିବାସୀଙ୍କ ଆନ୍ଦୋଳନ

ଭବାନୀପାଟଣା: ହକ୍ ଦାବିରେ ଆଦିବାସୀଙ୍କ ଆନ୍ଦୋଳନ । ପଞ୍ଚାୟତ ନିର୍ବାଚରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ଦାବିରେ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି ଆଦିବାସୀ ସଂଘ । ସକାଳ ୭ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ । ବିଭିନ୍ନ ସ୍ଥାନରେ ବନ୍ଦ ରହିଛି ଗାଡ଼ି ମୋଟର ଚଳାଚଳ । ସମସ୍ତ ସରକାରୀ,…

ରାଜ୍ୟରେ ବଦଳିବ ପାଣିପାଗ, କମିବ ଶୀତ

ଭୁବନେଶ୍ୱର: ପୁଣି ଶୀତରେ ଥରୁଛି ସାରା ଓଡ଼ିଶା । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ବର୍ଷା ପରେ ଶୀତ ବଢ଼ିଛି । ରାଜ୍ୟରେ ବଦଳିବ ପାଣିପାଗ । ଏବେ ପୁଣି ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବଢ଼ିଲେ ଜାଡ଼ କମିବ । ୭ତାରିଖ ପରେ…

ଚଳିତବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ୍, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସୁଛି ଚଳିତବର୍ଷର ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ୪୫ ମିନିଟରେ ବୈଠକ ବସିବ । ଭିଡିଓ କନଫରେନ୍ସିଂରେ କ୍ୟାବିନେଟ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର…

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର:ଆଜିଠାରୁ ମାଟ୍ରିକର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ । କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଦିନକୁ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା ।ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ପରୀକ୍ଷା ହେବ ।…

ଡାକ୍ତର ପତିତପାବନ ମହାନ୍ତି ହେଲେ ‘ନିରତାର’ର ନୂଆ ନିର୍ଦ୍ଦେଶକ

ଭୁବନେଶ୍ବର : ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ବା ନିରତାରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଇଛନ୍ତି ଡାକ୍ତର ପତିତପାବନ ମହାନ୍ତି । ଫିଜିଓଥେରାପି ବିଭାଗର ଆସୋସିଏଟ୍ ପ୍ରଫେସର ତଥା ମୁଖ୍ୟ ଡାକ୍ତର ପତିତପାବନ ମହାନ୍ତି ନିୟମିତ…