Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଖସୁଛି ପାରଦ, ବଢ଼ୁଛି ଶୀତ । କୋହଲା ପାଗକୁ ଥଣ୍ଡା ପବନ । ଆସନ୍ତା ୨ ଦିନରେ ଚାରି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୁତ ହେବ । ଏନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ରାତିର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ କମିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ…

ଆଜିଠୁୂ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷର ପିଲାଙ୍କ ଲାଗି କରୋନାର ଟିକାକରଣ । ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଭିନ୍ନ ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯିବ । କେନ୍ଦ୍ରର ଗାଇଡ଼ ଲାଇନ ଅନୁସାରେ ଟିକାକରଣ କରାଯିବ । ଟିକାଦାନ ଲାଗି ପଞ୍ଜିକରଣ ଚାଲିଛି । ସମସ୍ତଙ୍କୁ କୋଭାକ୍ସିନ…

କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ଜଣଙ୍କ ମୃତ୍ୟୁ

ସମ୍ୱଲପୁର : କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରେଲର । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କୁଚିଣ୍ଡା ଜମନକିରା ଥାନା ବଡ଼ରମା ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ବାଇକରେ ୩ ଜଣ ଯାଉଥିବା ବେଳେ ଜମନକିରା ଥାନା ବଡ଼ରମା ନିକଟରେ ଏକ…

ବାଲେଶ୍ୱରରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ସଂକ୍ରମିତ ଜଣକ କିଛିଦିନ ପୂର୍ବରୁ ଓମାନରୁ ଫେରିଥିବା ଜଣାପଡ଼ିଛି । ସେ ପ୍ରଥମେ ଓମାନରୁ ମୁମ୍ବାଇ, ମୁମ୍ବାଇରୁ ଭୁବନେଶ୍ୱର ଏବଂ ପରେ ନିଜ ଅଞ୍ଚଳ ସିମୁଳିଆକୁ ଆସିଥିଲେ । ଫେରିବା ପରେ ତାଙ୍କର ୨୮…

[ଭିଡ଼ିଓ] ଝିଅ କାନ୍ଧରେ ମାଆର ଶେଷ ଯାତ୍ରା

ପୁରୀ: କଳି ଯୁଗର କୁଳାଙ୍ଗାର ପୁଅ । ପରିଣତ ବୟସରେ କୋଳ ପୋଛା ପୁଅ ପର କରିଦେଲା ଜନ୍ମ କଲା ମାଆକୁ । ଲହୁ ଲୁହକୁ ଏକାଠି କରି ଛୋଟରୁ ବଡ଼ କରିଥିବା ମାଆକୁ ଶେଷ ସମୟରେ ପଚାରିଲାନି । ହେଲେ ଶେଷରେ ମାଆକୁ କାନ୍ଧ ଦେଇଛନ୍ତି ୪ ଝିଅ । ନିଜେ ମାଆର ମୃତ ଦେହକୁ ସ୍ୱର୍ଗ ଦ୍ୱାର ବୋହି ନେଇ ସେଠାରେ…

ନବୀନ ସରକାର ଆଦିବାସୀ ବିରୋଧି: କଂଗ୍ରେସ

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ସଂସ୍ଥା ନିର୍ବାଚନ କ୍ଷେତ୍ରରେ ଓଡ଼ିଶାର ୩୦ଟି ଜିଲ୍ଳା ମଧ୍ୟରୁ ୨୩ ଟି ଜଲ୍ଲାରେ ଆଦିବାସୀମାନଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବାରୁ କଂଗ୍ରେସ ତୀବ୍ର ବିରୋଧ କରିଛି । ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ…

ଅରାଚଣ୍ଡୀରେ ପକ୍ଷୀ ଗଣନା, ଆସିଛନ୍ତି ୧୭ ହଜାରରୁ ଅଧିକ ପକ୍ଷୀ

ବାଙ୍କି : ବାଙ୍କୀ ଉପଖଣ୍ଡରେ ବୃଦ୍ଧି ପାଉଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଏହି କ୍ରମରେ ଚଳିତ ବର୍ଷ ପାଇଁ ଅରାଚଣ୍ଡୀରେ ୱେଟ୍ ଲ୍ୟାଣ୍ଡ ପକ୍ଷୀ ଗଣନା ଆରମ୍ଭ ହୋଇଛି । ମୋଟ୍ ୩ଟି ଟିମ୍ ପକ୍ଷୀ ଗଣନା କାର୍ଯ୍ୟରେ…

[ଭିଡ଼ିଓ] ପାଣି ପାଇଁ ହାଇ ଡ଼୍ରାମା ,ମୋବାଇଲ୍ ଟାୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ

ନୂଆପଡ଼ା : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଖବର। ତା ପୁଣି ପାଣି ପାଇଁ ଯୁବକଙ୍କ ଆତ୍ମାହୂତି ଉଦ୍ୟମର ଦୃଶ୍ୟ। ମୋବାଇଲ ଟାୱାର ଚଢି ଆତ୍ମହତ୍ୟା ଧମକ ଦେଉଛନ୍ତି ଜଣେ ଯୁବକ । ତା ପୁଣି ପାଣି ସମସ୍ୟା ନେଇ। ଏହି ଦୃଶ୍ୟ ହେଉଛି ଖଡ଼ିଆଳ ଘରଧରା ଗାଁରେ। ଗାଁରେ ମୁଖ୍ୟ ସମସ୍ୟା ପାଲଟିଛି ପାଣି ।…

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର : ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୦ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ବିଭାଗ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କୃଷି ଉତ୍ପାଦନ କମିଶନର ଥିବା ରାଜ କୁମାର ଶର୍ମାଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଅତିରିକ୍ତ…

ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର : ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ଜୋରସୋରରେ ଚାଲିଛି ପଞ୍ଜୀକରଣ । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । କୋଓ୍ବିନ ପୋର୍ଟାଲରେ ଟିକା ନେବାକୁ ଆବେଦନ କରାଯାଉଛି ।…