Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରମ୍ଭ ହେଲା କୋଣାର୍କ ମହୋତ୍ସବ, ଭର୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ : ଆରମ୍ଭ ହେଲା କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୩୨ତମ କୋଣାର୍କ ମହୋତ୍ସବକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ…

କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର : କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ…

ଆସୁଛି ବାତ୍ୟା, ପ୍ରବଳ ବର୍ଷାକୁ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର :ଆସୁଛି ବାତ୍ୟା ଏହି ସମୟରେ ବର୍ଷା କୁ ନେଇ ଆଲର୍ଟ ଜାରି କଲାପାଣି ପାଗ ବିଭାଗ । ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆହୁରୀ ସକ୍ରିୟ ହେଉଛି । ଏହା ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଁଞ୍ଚିବ । ଏହା ଫଳରେ ୩ ଡିସେମ୍ବରରେ ପ୍ରବଳ ବର୍ଷା ହେବ ବୋଲି ପାଣି ପାଗ…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବଟାନିକାଲ ଗାର୍ଡେନ, ଜମୁଛି ବାଣଭୋଜି

ଭୁବନେଶ୍ବର : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବଟାନିକାଲ ଗାର୍ଡେନର ବାଣଭୋଜି ସ୍ଥଳ । ଦୀର୍ଘ ଦୁଇ ବର୍ଷ ପରେ ବଟାନିକାଲ ଗାର୍ଡେନ ଖୋଲିବା ପରେ ଆଜିଠୁ ପୁଣି ଜମିଥିଲା ଭୋଜି ଭାତ । ପ୍ରଥମ ଦିନରୁ ବଟାନିକାଲ ଗାର୍ଡେନରେ କିଛି ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ଓ…

ଘାରିଲା ଓମିକ୍ରନ ଚିନ୍ତା, ବିଦେଶୀ ଯାତ୍ରୀଙ୍କ ଉପରେ କଡ଼ା ନଜର

ନୂଆଦିଲ୍ଲୀ : ଘାରିଲା ଓମିକ୍ରନ ଚିନ୍ତା । ଏହାକୁ ଦୃଷ୍ଟିରେ ରଖି ଦେଶରେ ଜାରି ହୋଇଛି ସଂଶୋଧିକ ଗାଇଡଲାଇନ । ଦେଶକୁ ଆସୁଥିବା ସମସ୍ତ ଯାତ୍ରୀ ବିମାନ ଯାତ୍ରା ପୂର୍ବରୁ ଏକ ଆତ୍ମ ଘୋଷଣାନାମା ଫର୍ମ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେମାନଙ୍କୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ…

ପିଇବା ପାଣି ପାଇଁ ପ୍ରତିବାଦ କଲେ ଗ୍ରାମବାସୀ

ଗୁଣୁପୁର : ପାନୀୟ ଜଳ ଯୋଗାଣ ପାଇଁ ହାଣ୍ଡି ମାଠିଆ ଧରି ପ୍ରତିଦାଦ କଲେ ଗାଁ ଲୋକ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଶଗଡା ପଞ୍ଚାୟତର ଅଲାଙ୍ଗଡା ଗାଁରେ ପ୍ରାୟ ୬୦୦ଶହ ଲୋକ ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ଗୋଟିଏ ନଳକୂପ ଓ ସୋଲାର ପାଇପ ରହିଛି । ତେବେ ବର୍ଷେ ତଳେ ନଳକୂପ ଅଚଳ…

ବିଧାନସଭାରେ ୧୯,୮୩୩ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ବର : ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ । ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରି ୧୯,୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସ୍ବାସ୍ଥ୍ୟ ପାଇଁ ୨୩୧୦ କୋଟି…

ଆସୁଛି ବାତ୍ୟା ‘ଜୱାଦ’ : ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର : ଆସୁଛି ବାତ୍ୟା ଜୱାଦ । ବାତ୍ୟାର ମୁକାବିଲା ଲାଗି ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତଳିଆ ଅଞ୍ଚଳର ଲୋକମାନଙ୍କୁ ଆବଶ୍ୟକତା ଦେଖି ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଗ୍ନିସମ ବିଭାଗ , ଓଡ୍ରାଫ,ଏନଡିଆରଏଫ୍…

ଥଇଥାନ ଦାବିରେ ଉଠା ଦୋକାନୀଙ୍କ ବିରୋଧ

ପୁରୀ: ପ୍ରତିଶ୍ରୁତି ଦେବା ପରେ ବି ଥଇଥାନ କରାଯାଇପାରୁନି । ଯାହର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବେଳାଭୂମିରେ । ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ଚଳିତ ମାସରେ ଉଚ୍ଛେଦ କରଯାଇଥିଲା । ଥଇଥାନ ନକରି…

ବିଶ୍ୱ ଏଡ୍‌ସ ଦିବସ: ଚଳିତ ବର୍ଷର ବାର୍ତ୍ତା ‘ଅସମାନତା ସମାପ୍ତ କର ଏଡ୍‌ସ ହଟାଅ’

ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍‌ସ ଦିବସ । ଦିନଥିଲା ବିଶ୍ବରେ ମହାମାରୀ ଏଚ୍ଆଇଭି ଏଡ୍ସ ଭୟଙ୍କର ରୂପ ଧାରଣ କରିଥିଲା । ବର୍ତ୍ତମାନ କରୋନା ମହାମାରୀର ପ୍ରକୋପ ଚାଲିଛି । ଯଦିଓ ଏଚ୍ଆଇଭିର ମାତ୍ରା ଟିକେ କମ୍ ଅଛି ତଥାପି ଏଡ୍‌ସ ଭୟ ସମ୍ପୂର୍ଣ୍ଣ ରୂପେ ଯାଇନାହିଁ । ଆଜି ବି ନିରବ ମୁଦ୍ରାରେ…