Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଭିଡିଓ] ହାଇଦରର ଖେଳ ଖତମ୍ କଲା ଓଡିଶା ପୋଲିସ

ବାଲେଶ୍ୱର: ଆଜି ଓଡିଶାର ସମସ୍ତ ଗଣମାଧ୍ୟମରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର ଖବର ଖୁବ ଚର୍ଚ୍ଚା ସାଉଣ୍ଟିଛି । ପୋଲିସ ରିପୋର୍ଟ ମୁତାବକ ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ହାଇଦର ଖସିଯିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିଲା ।

[ଭିଡିଓ] ଚାଂଚଲ୍ୟ ଖେଳାଇଲା ମହିଳାଙ୍କ ହତ୍ୟା ମାମଲା, ୨ ଅଟକ

ଭଦ୍ରକ: ନିଶା କାରବାରକୁ ବାଦ୍ ଦେଲେ ଏକ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଗତକାଲି ରାତିରେ କାଉପୁର ପଂଚାୟତର ଏଡାଦେଇ ଗାଁରେ ଘଟିଯାଇଛି ନିର୍ମମ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛି…

[ଭିଡିଓ] ଶ୍ୱଶୁର ବୋହୁଙ୍କୁ ନେଇ ଭଦ୍ରମୁଖା ସମାଜର ଲଜ୍ୟାକର ଅଭିଯୋଗ

ଭଦ୍ରକ: ଦିନକୁଦିନ ଲୋକଙ୍କ ଚିନ୍ତାଧାରା ନିମ୍ନଗାମୀ ହେବାରେ ଲାଗିଛି । ପ୍ରତିଦିନ ସାମ୍ନାକୁ ଆସୁଛି କିଛି ନା କିଛି ଲଜ୍ଜାକାର ଅଭିଯୋଗ । ଭଦ୍ରକ ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ଗାଁର ଗୋଟିଏ ପରିବାରକୁ ଗାଁ ଲୋକଙ୍କ ସନ୍ଦେହ ମନୋବୃତ୍ତି ମହଙ୍ଗା ପଡିଛି । ଶ୍ୱଶୁର ବୋହୁଙ୍କ ବିରୋଧରେ ଆସିଛି…

ଓଡ଼ିଶାର ୩ ଜିଲ୍ଲାରେ ୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି

ଭୁବନେଶ୍ୱର: ଓଡ଼ିଶାରେ ୩ଟି ଜିଲ୍ଲାର ଲୋକଙ୍କ ଶରୀରରେ ୬୫ ପ୍ରତିଶତ ଆଣ୍ଟିବଡ଼ି ହୋଇଛି । ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଛି । ଏହି ତିନିଟି ଜିଲ୍ଲା ହେଲା ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି…

ଆଜି ଓଡ଼ିଶାରୁ ୧୮୬୪ କରୋନା ପଜିଟିଭ୍, ୧୦ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ଖସୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ଶହ ୬୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧ହଜାର ୮୨ ଜଣ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରି ୭୮୨ ପଜିଟିଭ୍ ବାହାରିଛନ୍ତି । ଏହି ସମୟରେ ମୋଟ୍ ୭୪ହଜାର ୭୦୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ କ୍ଲିନ୍‌ଚିଟ୍‌

ଗଜପତି : ବହୁ ଚର୍ଚ୍ଚିତ ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନଚିଟ୍ । ଘଟଣାରେ ଡିଏଫଓଙ୍କ ସଂପୃକ୍ତି ନଥିବା ସ୍ପଷ୍ଟ କରିଛନ୍ତି ଏସପି ଗଜପତି । ଫୋନ କଲ୍ ତଥ୍ୟ, ତଥା ସେ ସମ୍ପର୍କରେ କରାଯାଇଥିବା ଜେରା ମଧ୍ୟରେ ସୌମ୍ୟଙ୍କ ପତ୍ନୀ…

ବିଶ୍ବସ୍ତରୀୟ ଷ୍ଟେସନରେ ବିକଶିତ ହେବ ଭୁବନେଶ୍ବର ରେଳ ଷ୍ଟେସନ

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ । ଏହି ଅବସରରେ ଷ୍ଟେସନ ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା ସହିତ ଅନ୍ୟାନ ସୁବିଧା ଉପରେ ନୀରିକ୍ଷଣ କରିଥିଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ…

୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ଟି ଶିଳ୍ପର ଉଦଘାଟନ କରିଛନ୍ତି । ସେହିପରି ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ ହୋଇଛଇ । ଏଥିରେ ୩ ହଜାର ୭୭୩…

ରାୟଗଡା ପ୍ରଶାସନକୁ ମନେ ପଡିଲା ହୁଲୁକି ଗାଁ ଲୋକଙ୍କ କଥା

ରାୟଗଡା: ଚନ୍ଦ୍ରକୁ ଆରମ୍ଭ ହୋଇଛି ଯାତ୍ରୀବାହୀ ପରିବହନ(ରକେଟ୍‌) ବ୍ୟବସ୍ଥା । ମଙ୍ଗଳ ଗ୍ରହରେ ଜଳର ସନ୍ଧାନ କରୁଛି ମାନବ ଜାତି । ତଥାପି ରାୟଗଡା ଜିଲ୍ଲାର ଦୁର୍ଗମ ଇଲାକାରେ ରହୁଥିବା ହୁଲୁକି ଗାଁର ଲୋକେ ଆଜି ବି ମୌଳିକ ଅଧିକାର ପାଇଁ ଲଢେଇ କରୁଛନ୍ତି । ନିର୍ବାଚନ ସମୟରେ ଏମାନଙ୍କୁ…

ରାଜ୍ୟରୁ ୧୯୧୭ କରୋନା ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୧୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୮୦୮। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୫୬, ,ଜଗତସିଂହପୁରରୁ…