Latest Odisha News

BREAKING NEWS

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ

ପୁରୀ : ହରିହର ବେଶରେ ସୁସଜ୍ଜିତ ବଡ଼ଠାକୁର। ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି | ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ । ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ । ଅର୍ଦ୍ଧେକ ଧଳା ଓ…

ଗୁଜରାଟ ଝୁଲାପୋଲ ଭାଙ୍ଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୨ କୁ ବୃଦ୍ଧି

ମୋରବୀ : ଗତକାଲି ସନ୍ଧ୍ୟାରେ ଗୁଜରାଟ ମୋରବୀର ମଚ୍ଛୁ ନଦୀରେ ଝୁଲାପୋଲ ଭାଙ୍ଗିବା ଘଟଣାରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି । କିଛି ଲୋକଙ୍କ ଚିକିତ୍ସା ଚାଲିଥିବାରୁ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି । ପ୍ରାୟ ୧୭୭ଜଣଙ୍କୁ ଉଦ୍ଧାର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ତୋର ଆଜି ମୁଁ ଯେତେ ପ୍ରସଂଶା କଲେ ବି କମ ହେବ ଆସ୍ଥା,ତେଣୁ ଆଶୀର୍ବାଦ କରୁଚି ସବୁବେଳେ ସୁଖୀ ରହ । ତୁ ଜାଣିନୁ କେତେ ବଡ଼ ମହାନ କାମ କରିଚୁ ! ଏମ୍ତି ପିଲାମାନେ ଆଜିକାଲି ପରିବାର ,ସମାଜ ଠାରୁ ଅବହେଳିତ ହୋଇ କେତେ କେତେ…

ଭାଷା ଭାଗବତ : ଭାଷା ହୁଏ ଟଳମଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପର୍ବପର୍ବାଣି ଜନ୍ମଦିନ ଋତୁ ଅଥବା ଶ୍ରାଦ୍ଧଦିନ କରିଲେ ଏକାଂତେ ପାଳନ କଲେ କି ହୁଏ କିଛି ନ୍ୟୂନ ? ଏପରି ପ୍ରସଂଗକୁ ଧରି ଲେଖିଲେ ଭାବନା କାହାରି ପାଏ କି ସାହିତ୍ୟର ମାନ ? ବିଚାର କରଂତୁ ସୁଜନ ପୂର୍ବବର୍ଣିତ…

ଘର ବଗିଚାରେ ଲଗାନ୍ତୁ ଏହି ସବୁ ଗଛ, ମଧୁମେହକୁ କରିବ ନିୟନ୍ତ୍ରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଧୂମେହ ପରି ଗୁରୁତର ରୋଗ ବର୍ତ୍ତମାନ ସାଧାରଣ ହୋଇଗଲାଣି। କାରଣ ଆଜିକାଲି ଖରାପ ରୁଟିନ୍ କାରଣରୁ ଲୋକମାନେ ଏହି ପ୍ରକାରର ରୋଗର ଶିକାର ହେଉଛନ୍ତି। ଭୁଲ ଖାଇବା ଅଭ୍ୟାସ ଏବଂ ଠିକ ସମୟରେ ନଶୋଇବା କାରଣରୁ ମଧୁମେହ ପରି ରୋଗର ଶିକାର ହୁଅନ୍ତି ଲୋକେ। ବର୍ତ୍ତମାନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ପତିତପାବନଙ୍କ ଭଳି ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ୟ ମହତ୍ୱପୂର୍ଣ୍ଣ ସ୍ଥାନ ହେଲା "ବାଇଶି ପାହାଚ " । ସିଂହଦ୍ୱାର ଗୁମୁଟ ଡେଇଁ ବାହାର ବେଢାରେ…

ପରିସ୍ରା ଜଳା ପୋଡା ସମସ୍ୟା ଥିଲେ ପିଅନ୍ତୁ ଏହି ସବୁ ପାନୀୟ ପଦାର୍ଥ

ଓଡ଼ିଶ ସମ୍ବଦ ବ୍ୟୁରୋ: ଅନେକ ଥର ଲୋକମାନେ ଏପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯେଉଁଥିରେ ସେମାନେ ଥରକରେ ପରିସ୍ରା ନ ଯାଇ ବାରମ୍ବାର ପରିସ୍ରା କରିବାର ଅନୁଭବ କରନ୍ତି ଏବଂ ଶୌଚାଳୟକୁ ଯାଆନ୍ତି। ଏଭଳି ପରିସ୍ଥିତିରେ ପରିସ୍ରା ସହିତ ତଳ ପେଟରେ ଯନ୍ତ୍ରଣା ଭଳି ସମସ୍ୟା ମଧ୍ୟ ଅତି ସାଧାରଣ…

କପାଳରେ ବ୍ରଣ ସମସ୍ୟାକୁ ଦୂର କରେ ଏହି ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଯୁବପିଢିଙ୍କ ମଧ୍ୟରେ ପ୍ରାୟତଃ ମୁହଁରେ ବ୍ରଣ ଦେଖିବାକୁ ମିଳେ। ବାହାର ପ୍ରଦୂଷଣ ହେଉ କିମ୍ବା ପେଟ ଜନୀତ ସମସ୍ୟା, ଏପରି ଅନେକ କାରଣରୁ କପାଳରେ ବ୍ରଣ ହୋଇପାରେ। ପରିଷ୍କାର ପରିଚ୍ଛନ୍ନତା, ହରମୋନରେ ପରିବର୍ତ୍ତନ କିମ୍ବା କୌଣସି ଚାପ ଥିଲେ ମଧ୍ୟ କପାଳରେ…

ସକାଳୁ ବିନା ବ୍ରଶରେ ପାଣି ପିଇଲେ ହୁଏ ଏହି ସବୁ ଫାଇଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଘରର ଗୁରୁଜନମାନଙ୍କଠାରୁ ଶୁଣିଥିବେ ଯେ ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର ହୋଇଥାଏ। ଏହା ବ୍ୟତୀତ ହାଇଡ୍ରେଟେଡ୍ ରହିବା ପାଇଁ ପାନୀୟ ଜଳ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆବଶ୍ୟକତାଠାରୁ କମ୍…

ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ଏଆଇଏଫଏଫ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ମୁମ୍ବାଇ: ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । କେନ୍ଦ୍ର…