Latest Odisha News

BREAKING NEWS

ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ଠିକ୍ ରଖେ ଡ୍ରାଏ ଫ୍ରୁଟ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଅନେକ ଲୋକ ଅନେକ ଚାପରେ ରୁହନ୍ତି। ଏହି କାରଣରୁ ସେମାନଙ୍କର କାର୍ଯ୍ୟର କ୍ଷମତା ମଧ୍ୟ ହ୍ରାସ ହୁଏ। ଏପରି ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆପଣ ଖାଦ୍ୟରେ ଅନେକ ପ୍ରକାରର ସୁସ୍ଥ ଖାଦ୍ୟ ମଧ୍ୟ…

ବନ୍ଦ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁ କଲା ପୋଲିସ

ବରଗଡ଼: ବନ୍ଦ ଘର ଭିତରୁ ସନ୍ଦେହଜନକ ଭାବେ ୪ ଜଣଙ୍କ ମୃତଦେହ ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ଜାମଡୋଲ ଗାଁ କନ୍ଦପଡ଼ାରେ । ସ୍ଥାନୀୟ ପୋଲିସ ସହ ବରଗଡ଼ ଏସପି ଘଟଣାସ୍ଥଳ ପରିଦର୍ଶନ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।…

ଲଫାପାରେ ଟଙ୍କା ବଣ୍ଟା ପରେ ଏସପି ଅଫିସ୍ ଆଗରେ ବିଜେପିର ସତ୍ୟାଗ୍ରହ

ଭଦ୍ରକ: ଲଫାପାରେ ଟଙ୍କା ନିଅ, ଭୋଟ୍ ଦିଅ । ଧାମନଗର ଉପନିର୍ବାଚନରେ ଶାସକ ବିଜେଡି ଭୋଟ୍ ହାତେଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଏପରିକି ୧୦ ଜଣ ପିଛା ବନ୍ଦ ଲଫାପାରେ ୪ ହଜାର ଟଙ୍କା ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି କରଦା ପଞ୍ଚାୟତରୁ । ଲୋକଙ୍କ…

ଫ୍ରେଂଚ ଓପନ ଟାଇଟଲ ଜିତିଲେ ଭାରତୀୟ ଯୋଡି ସାଇରାଜ-ଚିରାଗ

ପ୍ୟାରିସ: ଫ୍ରେଂଚ ଓପନ ବ୍ୟାଡମିଂଟନରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ କମାଲ କରିଛନ୍ତି । ପୁରୁଷ ଡବଲ୍ସରେ ସେମାନେ ଚାଇନିଜ ତାଇପେର ଲୁ ଚିଙ୍ଗ ୟା ଓ ୟା ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ଭାରତୀୟ ଯୋଡି ୨୧-୧୩ ଓ ୨୧-୧୯ ସିଧାସଳଖ ଗେମରେ ତାଙ୍କ…

ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ

ନୂଆଦିଲ୍ଲୀ : ବଲିଉଡର ଅଭିନେତା ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ ଅଛନ୍ତି । ହୃଦଘାତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଏନେଇ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀପାବଳି ପାଳନ ପାଇଁ ଆମୀର ଖାନ ତାଙ୍କ ମା’ଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରା…

‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନରେ କବି ହରିହର ମହାପାତ୍ରଙ୍କ ପ୍ରଥମ କବିତା ସଙ୍କଳନ 'ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ' ଉନ୍ମୋଚିତ ହୋଇଯାଇଛି । କବି ସୁରେଶ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ…

ଧାମନଗର ଉପନିର୍ବାଚନ; ଆଜି ଅବନ୍ତୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ

ଭଦ୍ରକ: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଉ ହାତରେ ଗୋଟିଏ ଦିନ । ତିନିଦଳର ଘନ ଘନ ମାରାଥନ ହାଇଭୋଲଟେଜ୍ ପ୍ରଚାରରେ ଧାମନଗର କମ୍ପୁଛି । ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦଳର ସୁପ୍ରିମୋ ପ୍ରଚାର କରିବେ । ନବୀନଙ୍କ ଭର୍ଚୁଆଲ୍…

ଧବଳେଶ୍ୱର ଝୁଲା ପୋଲ ଉପରେ ଲାଗିଲା କଟକଣା, ଥରକେ ଯାଇପାରିବେ ୨୦୦ ଯାତ୍ରୀ

କଟକ: ମୋର୍ବିର ଝୁଲା ପୋଲ ଭୁଶୁଡ଼ିବା ଘଟଣା ପରେ ଧବଳେଶ୍ବର ପୋଲ ଉପରେ ପଡ଼ିଲା ପ୍ରଭାବ । ଆଠଗଡ଼ରେ ପ୍ରସିଦ୍ଧ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବାରୁ ଭକ୍ତଙ୍କ ଯିବାଆସିବା ନେଇ ପ୍ରଶାସନ ଲଗାଇଲେ କଟକଣା । ଝୁଲା ପୋଲ ଉପରେ ଥରକେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଦେଲେ…

ଖସୁଛି ପାରଦ, ୮ ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ…

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ପାରଦ ଖସୁଛି । ବିଶେଷକରି ରାତି ତାପମାତ୍ରା ହ୍ରାସ ପାଇଛି । ଆଜି ରାଜ୍ୟର ୮ ସହରର ରାତି ତାପମାତ୍ର ୧୫ ଡିଗ୍ରୀ ତଳେ ରହିଥିବା ବେଳେ ସବୁଠୁ ଥଣ୍ଡା ସହର ହେଉଛି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା । ସେଠାରେ ସର୍ବନିମ୍ନ ରାତି ତାପମାତ୍ରା…

ଥଣ୍ଡା, ଜ୍ୱର ହେଉଥିଲେ ଆପଣାନ୍ତୁ ଏହି ପଦ୍ଧତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଣିପାଗର ପରିବର୍ତ୍ତନ ହେତୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶୀତ ଋତୁରେ ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା ଏବଂ ଛିଙ୍କିବା ସମସ୍ୟା ଯୋଗୁଁ ଅନେକ ଲୋକ ଅସୁବିଧାରେ ପଡ଼ନ୍ତି। ବେଳେବେଳେ ନାକ ବନ୍ଦ ହେବା ଯୋଗୁଁ ଅତ୍ୟନ୍ତ…